Browsing Category

ଦେଶ- ବିଦେଶ

ବିଜୟ ମାଲ୍ୟାଙ୍କୁ ଝଟ୍‌କା: ମାମଲା ସମୀକ୍ଷା ଆବେଦନ ଖାରଜ

ନୂଆଦିଲ୍ଲୀ : ହଜାର ହଜାର କୋଟି ଟଙ୍କାର ଋଣ ଠକି ନେଇ ଫେରାର ହୋଇଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଜି ଶକ୍ତ ଝଟ୍‌କା ଲାଗିଛି । ତାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତେବେ ଏହାର ସମୀକ୍ଷା ପାଇଁ ସେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ । କୋର୍ଟ କିନ୍ତୁ
Read More...

ସେପ୍ଟେମ୍ବର ମାସଯାକ ଉଡିବନି ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କଟକଣାକୁ ବଳବତ୍ତର ରଖିଛନ୍ତି । ଅନଲକ୍‌-୪ରେ ଅନେକ କଟକଣା କୋହଳ କରାଯାଇଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କ୍ଷେତ୍ରରେ କଟକଣାକୁ କାଏମ ରଖାଯାଇଛି । ସେପ୍ଟେମ୍ବର ୩୦ ତାରିଖ
Read More...

ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତଙ୍କୁ ଏକ ଟଙ୍କା ଜୋରିମାନା

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଆଜି ସୁପ୍ରିମ୍‌କୋର୍ଟ ଏକ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କୁ ସେପ୍ଟେମ୍ବର ୧୫ ସୁଦ୍ଧା ଏହି ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ତା' ପୂର୍ବରୁ
Read More...

ସେପ୍ଟେମ୍ବରକୁ ପୋଷଣ ମାସ ଭାବେ ପାଳନ କରାଯିବ

ନୂଆଦିଲ୍ଲୀ : ଖାଦ୍ୟ ସହିତ ମଣିଷର ମାନସିକତା ଓ ବୌଦ୍ଧିକ ବିକାଶ ଦିଗ ଜଡ଼ିତ । ଆମର ମାନସିକତା ବିଚାରରେ ଆମେ ଖାଦ୍ୟ ବାଛିଥାଉ ଏବଂ ତାହାକୁ ଗ୍ରହଣ କରିଥାଉ । ମାନସିକ ଓ ଶାରିରୀକ ସୁସ୍ଥତା ଓ ବିକାଶ ଦିଗରେ ଖାଦ୍ୟର ବିଶେଷ ଭୂମିକା ରହିଛି । ଆମେ ଯେମିତି ଖାଇବା ଆମର ମାନସିକତା ଓ
Read More...

୩୫ ଲକ୍ଷ ଟପିଲା କରୋନା ପଜିଟିଭ୍‌

ନୂଆଦିଲ୍ଲୀ : ଭାରତରେ ଦୈନିକ ସଂକ୍ରମଣ ଗତ କିଛିଦିନ ଧରି ରେକଡର଼୍ ପରେ ରେକଡର଼୍ ଭାଙ୍ଗିଚାଲିଛି । ଗତକାଲି ଦିନକର ସଂକ୍ରମଣ ୭୭ ହଜାର ପରେ ଥିବା ବେଳେ ଆଜି ତାହା ୭୮ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୭୮ ହଜାର ୭୬୧ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫
Read More...

ରିୟାଙ୍କୁ ପୁଣି ଜେରା

ମୁମ୍ବାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଅଧିକାରୀମାନେ ପୁଣୀ ଜେରା କରିଛନ୍ତି । ଗତକାଲି ତାଙ୍କୁ ସାତଘଣ୍ଟା ଜେରା କରାଯାଇଥିଲା । ଆହୁରି ବହୁ ତଥ୍ୟ ବାହାର କରିବା ଲାଗି ତାଙ୍କୁ ଆଜି ପୁନର୍ବାର ଜେରା କରାଯାଇଥିଲା । ଖୁବ୍‌ଶୀଘ୍ର
Read More...

ଲୋକସଭା କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ବାବଦ ଭତ୍ତା

ନୂଆଦିଲ୍ଲୀ : ସଂସଦର ଲୋକସଭାର କର୍ମଚାରୀମାନଙ୍କୁ ଏଣିକି ୟୁନିଫର୍ମ ବାବଦକୁ ବାର୍ଷିକ ଭତ୍ତା ପ୍ରଦାନ କରାଯିବ । ଶୁକ୍ରବାର ଏହି ସୂଚନା ମିଳିଛି । ପୂର୍ବରୁ ୟୁନିଫର୍ମ ନିମନ୍ତେ ସେମାନେ ଦୁଇ ବର୍ଷକୁ ଥରେ କଟ୍‌ପିସ୍‌ କପଡ଼ା ପାଉଥିଲେ । ସେହି କପଡ଼ାକୁ ନେଇ କର୍ମଚାରୀମାନେ ଡ୍ରେସ୍‌ ତିଆରି
Read More...

କରୋନା ମୃତ୍ୟୁ ୫୫ ହଜାର ନିକଟବର୍ତ୍ତୀ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୨୯ ଲକ୍ଷ ୫ ହଜାର ୮୨୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୬୮ ହଜାର ୮୯୮ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି, ଦିନକରେ ଆଉ ୯୮୩ଜଣ ପ୍ରାଣ ହରାଇବା ପରେ ମୃତ୍ୟୁସଂଖ୍ୟା ୫୪ ହଜାର ୮୪୯କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଥିବା
Read More...

ଆନ୍ଧ୍ରରେ ପୁଣି ଗ୍ୟାସ୍‌ ଲିକ୍‌: ୧୪ ମହିଳାଙ୍କ ସମେତ ୨୦ ଅସୁସ୍ଥ

ଚିତ୍ତୂର : ଆନ୍ଧ୍ରପ୍ରଦେଶରେ ପୁଣି ଗ୍ୟାସ୍‌ ଲିକ୍‌ ଅଘଟଣ ଘଟିଛି । ଚିତ୍ତୂର ଜିଲ୍ଲାର ପୁତଳପଟ୍ଟୁ ନିକଟରେ ଥିବା ହାଟସନ୍‌ ଡାଏରୀ କାରଖାନାରୁ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଛି । ଏଥିରେ ୨୦ଜଣ କର୍ମଚାରୀ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ୧୪ଜଣ ମହିଳା ଅଛନ୍ତି ।
Read More...

ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ୍‌ ଆଜି ଏହି ସୂଚନା ଦେଇଛି । ସୂଚନା ଦେଇ କହିଛି ଯେ, ପ୍ରଣବଙ୍କ ଶରୀରର କେତେକ ପ୍ରକ୍ରିୟାରେ ସୁଧାର ଆସିଛି । ତେବେ ଏବେବି ସେ ଭେଣ୍ଟିଲେଟରରେ
Read More...