Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ସ୍ଥିତି ସାଙ୍ଘାତିକ: ଅଧଲକ୍ଷ ଟପିଲା ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ : ଭାରତରେ କରୋନାର ଦୈନିକ ସଂକ୍ରମଣ ଆଜି ସଙ୍ଗୀନ୍ ସ୍ଥିତିରେ ପହଞ୍ଚିଛି । ଦେଶରେ କରୋନାକୁ ଛଅ ମାସ ପୁରିବାକୁ ଯାଉଥିବା ବେଳେ ଗତ ୨୪ ଘଣ୍ଟାରେ ଦିନକର ସଂକ୍ରମଣ ଅଧଲକ୍ଷ ଅତିକ୍ରମ କରିଛି । ଏହି ଅବଧିରେ ୫୨ ହଜାର ୧୨୩ ଜଣ ନୂଆ କରୋନା ରୋଗୀ ଚିହ୍ଟ ହୋଇଛନ୍ତି । ପୂର୍ବରୁ ଦୈନିକ!-->…
Read More...
Read More...
କରୋନା ସଂକଟ ସମୟରେ କେଜ୍ରିୱାଲଙ୍କ ବଡ ଘୋଷଣା, ଦିଲ୍ଲୀରେ ଡିଜେଲ ଦର କମାଇଲେ
ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ଦିଲ୍ଲୀବାସୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଆଜି ଦିଲ୍ଲୀରେ ଡିଜେଲ ଦର କମାଇଛନ୍ତି । ଦିଲ୍ଲୀ ସରକାର ଡିଜେଲ ପ୍ରତି ଲାଗୁ ହୋଇଥିବା ଭାଟକୁ ୩୦ ପ୍ରତିଶତକୁ ୧୬.୭୫ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।!-->…
Read More...
Read More...
ଖେଳିବା ବୟସରେ କମାଲ କଲା ଏହି ୫ବର୍ଷିୟ ବାଳକ, ସାଇକେଲ ଚଳାଇ ଲକ୍ଷାଧିକ ଚଙ୍କାର କରୋନା ଫଣ୍ଡ ସଂଗ୍ରହ କଲା
ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଏବେ ସାରାବିଶ୍ୱକୁ ନୟାନ୍ତ କରିସାରିଲାଣି । କିନ୍ତୁ ଏହି ସଂକଟ ସମୟରେ ମଧ୍ୟ କେତେକ ବ୍ୟକ୍ତି ନିଜ ଜୀବନକୁ ଖାତିର ନକରି ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଦିନରାତି ନିସ୍ୱାର୍ଥ ଭାବେ କାମ କରିଚାଲିଛନ୍ତି । ଏମାନଙ୍କ ସରକାର କୋଭିଡ ଯୋଦ୍ଧାର ମାନ୍ୟତା!-->…
Read More...
Read More...
ଚିକିତ୍ସା ପାଇଁ ଗର୍ଭବତୀ ମହିଳାଙ୍କୁ ମିଳିବ ୭୫୦୦ ଟଙ୍କା
ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃୟାରୀ ମାସରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏକ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀ ରାଜ୍ୟ ବୀମା ନିଗମ ଅନୁସାରେ ଆସୁଥିବା ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଖର୍ଚ୍ଚ ୭୫୦୦ଟଙ୍କା ଦେବାର!-->…
Read More...
Read More...
୧୫ ଲକ୍ଷ ଟପିଲା କରୋନା ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ ନିୟନ୍ତ୍ରିତ ହେଉନାହିଁ । ଦୈନିକ ସଂକ୍ରମଣ ପୂର୍ବ ପରି ପ୍ରତିଦିନ ୪୦ ହଜାରରୁ ଅଧିକ ରହୁଛି । ଗତ ୨୪ ଘଣ୍ଟାରେ ପୁଣି ୪୮ ହଜାର ୫୫୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।!-->…
Read More...
Read More...
ପହଞ୍ଚିଲା ରାଫେଲ୍, ସ୍ୱାଗତ କଲା ଭାରତ
ଅମ୍ବାଲା : ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତରେ ପହଞ୍ଚିଛି ଦୁର୍ଦ୍ଧଷ ଲଢ଼ୁଆ ବିମାନ ରାଫେଲ୍ । ଫ୍ରାନ୍ସରୁ ପାଞ୍ଚୋଟି ରାଫେଲ୍ ବିମାନ ଆସି ଆଜି ହରିୟାଣାର ଅମ୍ବାଲା ଏୟାରବେସ୍ରେ ଅବତରଣ କରିଛି । ଏହାପରେ ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ସେଠାରେ ଏହି!-->…
Read More...
Read More...
ଦେଶରେ ମୃତ୍ୟୁସଂଖ୍ୟା ୩୩ ହଜାର ୪୨୫
ନୂଆଦିଲ୍ଲୀ : ଗତକାଲି ଅପେକ୍ଷା ଆଜିର ଦୈନିକ ସଂକ୍ରମଣ କମ୍ ରହିଛି । ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୩ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୬ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୬୫୪ କରୋନା ରୋଗୀଙ୍କର ମୃତ୍ୟୁ!-->…
Read More...
Read More...
ସନ୍ତ୍ରାସବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା
ନୂଆଦିଲ୍ଲୀ : ଆଗକୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଏକ ଚାଞ୍ଚଲ୍ୟକର ଗୁଇନ୍ଦା ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁଯାୟୀ ଆତଙ୍କବାଦୀମାନେ ଅଯୋଧ୍ୟା ସହରରେ ଏକ ବଡ଼ ଧରଣର ହମ୍ଲା କରିପାରନ୍ତି । ଏଥିପାଇଁ ସେମାନେ ଯୋଜନା ପ୍ରସ୍ତୁତ!-->…
Read More...
Read More...
ରେସରେ ସବୁଠୁ ଆଗରେ ଏହି ଟପ୍ ୫ କରୋନା ଭେକସିନ, ଜାଣନ୍ତୁ କେଉଟା ମିଳିବ ପ୍ରଥମେ ଓ କାହାର ଦାମ୍ କେତେ
ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପରୁ ବଞ୍ଚିବା ପାଇଁ ବିଶ୍ୱର ପାଖାପାଖି ୧୫୦ ଭେକସିନକୁ ନେଇ ରିସର୍ଚ୍ଚ ଚାଲିଛି ଓ ଏଥିରୁ ୧୪୦ଟି ଭେକସିନ ଆରମ୍ଭ ଷ୍ଟେଜରେ ରହିଛି । ୧୦ରୁ ୧୨ଟି ଭେକସିନ ଏବେ ଆଂଶିକ ଭାବେ ସଫଳ ହୋଇଛି । ଏବେ ଗ୍ଲୋବାଲ କମ୍ୟୁନିଟିର ନଜର ରହିଛି ଏହି ଭେକସିନ ସଫଳ ହେବା ପରେ!-->…
Read More...
Read More...
ଭିନ୍ନ ମୋଡ଼ ନେଲା ରାଜସ୍ଥାନ ରାଜନୀତି, ବିଧାନସଭା ଅଧିବେଶନ ଡାକିଲେ ରାଜ୍ୟପାଳ
ଜୟପୁର : ରାଜସ୍ଥାନର ରାଜନୈତିକ ସ୍ଥିତି ଆଜି ନୂଆ ମୋଡ଼ ନେଇଛି । ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ବିଧାନସଭା ଅଧିବେଶନ ଡାକିଛନ୍ତି; କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି । ବିଧାନସଭା ଅଧିବେଶନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତଥା ରାଜ୍ୟ କଂଗ୍ରେସ ଗତ କିଛିଦିନ ହେଲା!-->…
Read More...
Read More...