Browsing Category

ଦେଶ- ବିଦେଶ

ନୂଆ ଶିକ୍ଷାନୀତି ନୂତନ ଭାରତର ମୂଳଦୁଆ ପକାଇବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶ ପାଇଁ ନୂଆ ଶିକ୍ଷା ନୀତି ଘୋଷଣା କରିଛନ୍ତି । ଏଥିରେ ପିଲାମାନଙ୍କ ପାଠପଢ଼ା ସାଙ୍ଗକୁ ସେମାନଙ୍କର ଭବିଷ୍ୟତ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ଶିକ୍ଷାନୀତି ଏକ ନୂତନ ଭାରତ ପାଇଁ ମୂଳଦୁଆ ପକାଇବ, ଯାହା ଭବିଷ୍ୟତର ପୀଢ଼ୀଙ୍କୁ ବହୁମାତ୍ରାରେ ଉପକାର
Read More...

ଶପଥ ନେଲେ ମନୋଜ ସିହ୍ନା

ଜମ୍ମୁ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି । ଗତ ବର୍ଷ ରାଜ୍ୟ ବିଭାଜିତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ବିଜେପି ନେତା ମନୋଜ ସିହ୍ନା
Read More...

ମନୋଜ ସିହ୍ନା ଜମ୍ମୁ-କାଶ୍ମୀର ନୂଆ ଉପରାଜ୍ୟପାଳ

ଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ହେବେ ମନୋଜ ସିହ୍ନା । ରାଷ୍ଟ୍ରପତି କୋବିନ୍ଦ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରୁଥିବାରୁ ମନୋଜ ସିହ୍ନା ଏବେ ଜାମ୍ମୁ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବେ । ଗତକାଲି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର
Read More...

ବିଜୟ ମାଲ୍ୟା ମାମଲା: ସୁପ୍ରିମ୍‌କୋର୍ଟ ଫାଇଲ୍‌ରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଗାଏବ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ବିଜୟ ମାଲ୍ୟାଙ୍କ ମାମଲା ସଂକ୍ରାନ୍ତ ଫାଇଲରୁ କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଗାଏବ ହୋଇଯାଇଛି । ଯାହାଫଳରେ ଏକ ନୂଆ ସମସ୍ୟା ଦେଖାଦେଇଛି । ଏହି କାରଣରୁ ମାଲ୍ୟାଙ୍କ ପୁନର୍ବିଚାର ଆବେଦନର ଶୁଣାଣିକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
Read More...

ଦୈନିକ ସଂକ୍ରମଣରେ ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ : ଭାରତରେ କରୋନାର ଦୈନିକ ସଂକ୍ରମଣ ଏବେ ଆହୁରି ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏପରିକି ଏ କ୍ଷେତ୍ରରେ ଭାରତ ଆମେରିକା ଓ ବ୍ରାଜିଲକୁ ମଧ୍ୟ ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୫୬ ହଜାର ୨୮୨ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ରୋଗୀ ଏହି ଦୁଇ ଦେଶରେ
Read More...

କରୋନା ମୃତ୍ୟୁ ସଂଖ୍ୟା ୪୦ ହଜାର ନିକଟବର୍ତ୍ତୀ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୨ ହଜାର ୫୦୯ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୯ ହଜାର ୨୫୪ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୨୧୫କୁ ବୃଦ୍ଧି ପାଇଛି । ସେହିପରି, ଗତ ୨୪ ଘଣ୍ଟାରେ
Read More...

ରାମ ମନ୍ଦିର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଧାରଶୀଳା ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ଭୂମି ପୂଜନ ନାମରେ ନାମିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଧୁସନ୍ଥ ଏବଂ ଆମନ୍ତ୍ରିତ ଅତିଥିମାନଙ୍କ ଉପସ୍ଥିତିରେ ମନ୍ଦିର ପାଇଁ
Read More...

ବିହାର ପୁଲିସ୍‌ ଅଫିସରଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ଭଲ ସଙ୍କେତ ନୁହେଁ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବିହାରର ବରିଷ୍ଠ ପୁଲିସ୍‌ ଅଫିସର ମୁମ୍ବାଇ ଯାଇଥିବା ବେଳେ ତାଙ୍କୁ ସେଠାର ପ୍ରଶାସନ କ୍ୱାରେଣ୍ଟାଇନରେ ରଖିଥିଲେ । ଏହି ଘଟଣା ଉପରେ ସୁପ୍ରିମ୍‌କୋର୍ଟ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ମୁମ୍ବାଇ ପ୍ରଶାସନର
Read More...

ଆସନ୍ତାକାଲିି ରାମ ମନ୍ଦିର ଭୂମି ପୂଜନ

ଅଯୋଧ୍ୟା : ଆସନ୍ତାକାଲି ଏଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ବିଶାଳ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଶାଇ ମୋଟ ୧୭୫ଜଣ ଅତିଥି ଯୋଗ ଦେବେ । ଅତିଥିମାନଙ୍କ ଲାଗି ବିଶେଷ ବ୍ୟବସ୍ଥା
Read More...

ସପ୍ତାହକରେ ତିନି ଲକ୍ଷରୁ ଊଦ୍ଧ୍ୱର୍ ସଂକ୍ରମିତ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ର ସଂକ୍ରମଣ ଗତି ଅଧିକ ତୀବ୍ର ହେଉଛି । ଦୈନିକ ସଂକ୍ରମଣ ଗତ କିଛିଦିନ ଧରି ଲଗାତାର ଭାବେ ୫୦ ହଜାରରୁ ଅଧିକ ରହୁଛି । ବିଶେଷତଃ ଗତ ସପ୍ତାହରୁ ସଂକ୍ରମଣ ସବୁଠୁ ଭୟଙ୍କର ରୂପ ଧାରଣ କରିଛି । ଗତ ସପ୍ତାହକରେ ୩ ଲକ୍ଷ ୭୦ ହଜାର ନୂଆ ସଂକ୍ରମିତ ଚିହ୍ନଟ
Read More...