Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କରୋନା ସ୍ଥିତି ଅତି ସାଙ୍ଘାତିକ
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣରେ ଏବେ ପ୍ରତିଦିନ ନୂଆ ରେକଡର଼୍ ସୃଷ୍ଟି ହେଉଛି । ଗତ ୨୪ ଘଣ୍ଟାରେ ରେକଡର଼୍ ୪୯ ହଜାର ୩୧୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ଆଉ ୭୪୦ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର!-->…
Read More...
Read More...
ରାଜସ୍ଥାନ ସରକାରଙ୍କୁ ଝଟ୍କା ପରେ ଝଟ୍କା
ଜୟପୁର : ରାଜସ୍ଥାନରେ ରାଜନୈତିକ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ରାଜନୈତିକ ଛକାପଞ୍ଝାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଝଟ୍କା ପରେ ଝଟ୍କା ଲାଗିଥିବା ବେଳେ ବିଦ୍ରୋହୀ ନେତା ସଚିନ୍ ପାଇଲଟଙ୍କୁ ଆହୁରି ଆଶ୍ୱସ୍ତି ମିଳିଛି । ସଚିନ୍ ଓ ତାଙ୍କର!-->…
Read More...
Read More...
ଦିନକରେ ରେକଡର଼୍ ୪୫ ହଜାରରୁ ଊଦ୍ଧ୍ୱର୍ ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଦିନକୁ ଦିନ ଅତି ସାଙ୍ଘାତିକ ରୂପ ନେଉଛି । ବିଶେଷକରି ଦୈନିକ ସଂକ୍ରମଣ ଆହୁରି ଭୟଙ୍କର ହେବାରେ ଲାଗିଛି । ଆଜିର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଅତୀତର ସବୁ ରେକଡର଼୍ ଭଙ୍ଗ କରିଛି । ଗତ ୨୪ ଘଣ୍ଟାରେ ୪୫ ହଜାର ୭୨୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୨୯ ଜଣ!-->…
Read More...
Read More...
ମାସକରେ ୫୦ରୁ ଅଧିକ ସମୀକ୍ଷା ବୈଠକ
ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପଦକ୍ଷେପ ଗ୍ରହଣ କରିସାରିଲେଣି । ସଂକ୍ରମଣର ମୁକାବିଲା, ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପର ଅଗ୍ରଗତି ସମୀକ୍ଷା ପାଇଁ ଅନେକ ବୈଠକ ମଧ୍ୟ ବସିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
Read More...
Read More...
ମାସ୍କ ନପିନ୍ଧିଲେ ଲକ୍ଷେ ଜୋରିମାନା
ରାଞ୍ଚି: କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଲାଗି ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କଡ଼ା ନିୟମ ଲାଗୁ କରିଛନ୍ତି । ଏହି ନିୟମ ଉଲ୍ଳଙ୍ଘନ କ୍ଷେତ୍ରରେ ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି । କେତେକ ରାଜ୍ୟରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ବ୍ୟବସ୍ଥା ଥିବା!-->…
Read More...
Read More...
କମାଣ-ନିରୋଧୀ କ୍ଷେପଣାସ୍ତ୍ର “ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷା
ନୂଆଦିଲ୍ଲୀ : କମାଣକୁ ପ୍ରତିହତ କରିପାରିଲା ଭଳି ଭାରତର କ୍ଷେପଣାସ୍ତ୍ର "ଧ୍ରୁବାସ୍ତ୍ର'ର ଆଜି ପରୀକ୍ଷଣ ହୋଇଛି । ବାଲେଶ୍ୱରସ୍ଥିତ ଇଣ୍ଟେରିନ୍ ଟେଷ୍ଟ ରେଞ୍ଜରେ ହୋଇଥିବା ଏହି ପରୀକ୍ଷଣ ସଂପୂର୍ଣ୍ଣ ସଫଳ ହୋଇଛି । ଗତ ୧୫ ଓ ୧୬ ତାରିଖରେ ଏହାର ହେଲିକପ୍ଟର ଲଞ୍ଚ୍ ନାଗ୍ କ୍ଷେପଣାସ୍ତ୍ର!-->…
Read More...
Read More...
ଦେଶରେ କରୋନା ସଂକ୍ରମଣ ୧୨ ଲକ୍ଷ ମୁହାଁ
ନୂଆଦିଲ୍ଲୀ: ଦେଶର କରୋନା ସଂକ୍ରମଣ ସଂଖ୍ୟା ଏବେ ୧୨ ଲକ୍ଷ ମୁହାଁ ହୋଇଛି । ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫ରେ ପହଞ୍ଚିଛି ।!-->…
Read More...
Read More...
ତୈଳ କୂପରେ ଭୟଙ୍କର ବିସ୍ଫୋରଣ
ଗୌହାଟୀ: ଆସାମର ତିନ୍ସୁକିଆ ଜିଲ୍ଲାରେ ଥିବା ଏକ ତୈଳ କୂପରେ ବୁଧବାର ଭୟଙ୍କର ବିସ୍ଫୋରଣ ଘଟିଛି । ସେଠାରେ କାମ କରୁଥିବା ତିନିଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରେ।।ଲ!-->…
Read More...
Read More...
ଲାଲଜୀ ଟଣ୍ଡନଙ୍କ ପରଲୋକ
ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଆଜି ସକାଳ ସମୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ ବହୁ ରୋଗରେ ପୀଡିତ ଥିଲେ । ଯାହାଫଳରେ ତାଙ୍କ ଚିକିତ୍ସା ଲକ୍ଷେ୍ନøର ଏକ ମେଡିକାଲରେ ଚାଲୁ ରହିଥିଲା । ଟଣ୍ଡନଙ୍କ ଦେହାନ୍ତ!-->…
Read More...
Read More...
ଦେଶରେ ୭ ଲକ୍ଷ ଟପିଲା ସୁସ୍ଥଙ୍କ ସଂଖ୍ୟା
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବଢ଼ୁଛି । ଆଜି ସୁସ୍ଥ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୩୭ ହଜାର ୧୪୮ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ!-->…
Read More...
Read More...