Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ବିନା ପରୀକ୍ଷାରେ ଦଶମ ଶ୍ରେଣୀର ସବୁ ଛାତ୍ରଛାତ୍ରୀ ପାସ୍
ଚେନ୍ନାଇ : କରୋନା ସଂକ୍ରମଣ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହୋଇଥିବା ବେଳେ କେତେକ ଭଲ ଘଟଣା ମଧ୍ୟ ଘଟୁଛି । କରୋନା ଯୋଗୁଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାର ଏଭଳି କେତେକ ନିଷ୍ପତ୍ତି ନେଉଛନ୍ତି ଯାହା ଲୋକଙ୍କୁ ଉପକୃତ କରାଉଛି । ତା\'ମଧ୍ୟରୁ ପିଲାଙ୍କ ପରୀକ୍ଷା ସଂକ୍ରାନ୍ତ ନିଷ୍ପତ୍ତି!-->…
Read More...
Read More...
ରସାତଳକୁ ଚାଲିଯିବ ଦେଶର ଅର୍ଥନୀତି
ନୂଆଦିଲ୍ଲୀ: ଆମେରିକାକୁ କରୋନା ଭାଇରସ ଯେପରି ତଳିତଳାନ୍ତ କରିଛି ଭାରତକୁ ମଧ୍ୟ ସେହିଭଳି ଦଶା ଭୋଗିବାକୁ ପଡିବ । ଏହାର ଅର୍ଥନୀତି ଆଗାମୀ ଦିନରେ ରସାତଳକୁ ଚାଲିଯିବ । ଆର୍ଥିକ ସ୍ଥିତି ଏତେ ଖରାପ ହୋଇପଡିବ, ଯାହାକୁ ସ୍ୱାଭାବିକ କରିବା ଲାଗି ବହୁ ବର୍ଷ ଲାଗିଯିବ । ଏଭଳି ସତର୍କବାଣୀ ତଥା!-->…
Read More...
Read More...
ପାକ୍ ଟିଭିର ସ୍ୱୀକାରୋକ୍ତି କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ
ଇସଲାମାବାଦ : ପାକିସ୍ତାନର ଗୋଟିଏ ପରେ ଗୋଟିଏ ଅଫିସ୍ ତଥା ସଂସ୍ଥା ଏବେ ସତକଥା ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଉଛି । କାଶ୍ମୀରକୁ ନେଇ ଆଜି ପର୍ଯ୍ୟନ୍ତ ବିବାଦ ଲାଗି ରହିଛି । କାଶ୍ମୀର ଉପରେ ପାକିସ୍ତାନ ସରକାର ନିଜର ଅଧିକାର ଜାହିର କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାରତ ବାରମ୍ବାର!-->…
Read More...
Read More...
୨୪ ଘଣ୍ଟା ନପୁରୁଣୁ ନିଷ୍ପତ୍ତି ବିରୋଧରେ ଗଲା ଚୀନ୍
ନୂଆଦିଲ୍ଲୀ : ସୀମା ସମସ୍ୟାର ସମାଧାନ ପାଇଁ ହୋଇଥିବା ଆଲୋଚନାକୁ ୨୪ ଘଣ୍ଟା ନପୁରୁଣୁ ଚୀନ୍ ପୁଣି ସୀମାନ୍ତରେ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ କରିଛି । ସୀମାନ୍ତରେ ଚୀନ୍ ସୈନ୍ୟଙ୍କ ଗତିବିଧି ସକ୍ରିୟ ହୋଇଥିବା ଲକ୍ଷ୍ୟ କରାଯାଇଛି । ତା\'ସାଙ୍ଗକୁ ଚୀନ୍ ସୀମାନ୍ତରେ ସେନା ହେଲିକପ୍ଟର!-->…
Read More...
Read More...
ସୀମା ବିବାଦ: ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଓ ଚୀନ୍ ରାଜି
ନୂଆଦିଲ୍ଲୀ : ଲଦାଖ୍ ଓ ସିକିମ୍ର ଡୋକଲାମ୍ରେ ସୀମାରେ କେତେକ କାର୍ଯ୍ୟକଳାପକୁ ନେଇ ଦେଖାଦେଇଥିବା ବିବାଦର ଆଶୁ ସମାଧାନ ପାଇଁ ଉଭୟ ଚୀନ୍ ଓ ଭାରତ ରାଜି ହୋଇଛନ୍ତି । ଆଜି ଦୁଇ ଦେଶର ବରିଷ୍ଠ ସେନାଧିକାରୀଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲା । ଆଲୋଚନାରେ ହୋଇଥିବା ନିଷ୍ପତ୍ତି ସଂପର୍କରେ!-->…
Read More...
Read More...
ଦେଶରେ ଶିକ୍ଷାନୁଷ୍ଠାନ ଖୋଲିଲା ବେଳକୁ ଅଗଷ୍ଟ ହୋଇଯିବ
ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସାରା ଦେଶରେ ସ୍କୁଲ, କଲେଜ୍ ଆଦି ବନ୍ଦ ରହିଛି । ଏଗୁଡ଼ିକ କେବେ ଖୋଲିବ, ତାହା ନିର୍ଦ୍ଦିଷ୍ଟ ହୋଇନାହିଁ । ପୂର୍ବରୁ ଜୁଲାଇ ମାସରେ ଖୋଲିବ ବୋଲି କୁହାଯାଉଥିଲେ ମଧ୍ୟ ତାହା ସମ୍ଭବ ନୁହେଁ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ!-->…
Read More...
Read More...
ବ୍ରିଟେନ୍କୁ ଅତିକ୍ରମ କରିବା ସ୍ଥିତିରେ ଭାରତ
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୨ ଲକ୍ଷ ୪୭ ହଜାର ୬୭୮କୁ ବୃଦ୍ଧି ପାଇଛି । ଏଥିସହ ବିଶ୍ୱ କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି । ସଂକ୍ରମଣ ଯେଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଅଳ୍ପ କିଛିଦିନ ମଧ୍ୟରେ ଏହା ବ୍ରିଟେନ୍ ଓ!-->…
Read More...
Read More...
ଭୟଙ୍କର ରୂପ ନେଉଛି କରୋନା
ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ୱରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୨୬ ହଜାର ଟପିଥିବା ବେଳେ!-->…
Read More...
Read More...
ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ରୋକ୍
ନୂଆଦିଲ୍ଲୀ, : ହଜାର ହଜାର କୋଟି ଟଙ୍କାର ଋଣ ନେଇ ପରିଶୋଧ ନକରି ଫେରାର ହୋଇଯାଇଥିବା ଭାରତର ଶିଳ୍ପପତି ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ବାଟରେ ପୁଣି ବାଧକ ସୃଷ୍ଟି ହୋଇଛି । ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ବ୍ରିଟିଶ୍ ହାଇ କମିଶନ ରୋକ୍ ଲଗାଇଛନ୍ତି । ଯେପର୍ଯ୍ୟନ୍ତ!-->…
Read More...
Read More...
ସଂକ୍ରମଣରେ ପୁଣି ରେକର୍ଡ଼
ନୂଆଦିଲ୍ଲୀ : ଇତିମଧ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ କେତେକ ପ୍ରମୁଖ ଦେଶକୁ ଅତିକ୍ରମ କରିଛି । ପ୍ରତିଦିନ ଦେଶରେ ୮ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ୯, ୩୦୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨!-->…
Read More...
Read More...