Browsing Category

ଦେଶ- ବିଦେଶ

ଦେଶରେ କରୋନା ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଅତି ସାଙ୍ଘାତିକ ରୂପ ଧାରଣ କରୁଛି । ପ୍ରତିଦିନ ରେକର୍ଡ଼ ସଂଖ୍ୟକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଗତ କିଛିଦିନ ହେଲା ଦୈନିକ ନୂଆ ରୋଗୀ ସଂଖ୍ୟା ୬ ହଜାର ଉପରେ ରହୁଥିଲା ବେଳେ ଆଜି ଗୋଟିଏ ଦିନରେ ଏହା ୭ ହଜାର ଅତିକ୍ରମ କରିଛି । ଗତ ୨୪
Read More...

ସୀମାକୁ ଅଧିକ ସୈନ୍ୟ ପଠାଇଲା ଭାରତ

ନୂଆଦିଲ୍ଲୀ: ସୀମାରେ ଦେଖାଦେଇଥିବା ଉତ୍ତେଜନା ଦୂର କରିବା ଲାଗି ଚୀନ୍ ଓ ଭାରତ ମଧ୍ୟରେ ଏକାଧିକବାର ଆଲୋଚନା ହୋଇଯାଇଛି । ତେବେ ଏହିସବୁ ଆଲୋଚନାରୁ କୌଣସି ସୁଫଳ ମିଳିନାହିଁ । ଚୀନ୍ ସୈନ୍ୟମାନଙ୍କ ଉତ୍ପାତ୍ତ ଜାରି ରହିଥିବାରୁ ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ
Read More...

ପହିଲା ସୁଦ୍ଧା କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଆଜି ଏହି ସୂଚନା ଦେଇଛି । ବିଭାଗ କହିଛି ଯେ, ମଇ ୩୧ ତାରିଖ ଆଡ଼କୁ ଦକ୍ଷିଣପୂର୍ବ ଓ ଏହାର ଆଖପାଖ ପୂର୍ବ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା
Read More...

ଭୟଙ୍କର ଗ୍ରୀଷ୍ମ ପ୍ରବାହ: ରେଡ୍ ଆଲର୍ଟ ଜାରିକଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଗତ କିଛିଦିନ ଧରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ସହ ତାତି ଅଧିକ ଅସହ୍ୟ ହେଉଛି । ଯାହାଫଳରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି । ଏପରିକି ସକାଳ ନଅଟା, ଦଶଟା ବେଳକୁ ଖରାର ତୀବ୍ରତା
Read More...

ମୁମ୍ବାଇକୁ ନେଇ ବଢ଼ୁଛି ଚିନ୍ତା

ନୂଆଦିଲ୍ଲୀ : ବିଶ୍ୱ କରୋନା ତାଲିକାରେ ଭାରତର ସ୍ଥାନ କ୍ରମଶଃ ଊର୍ଦ୍ଧ୍ୱମୂଖୀ ହେବାରେ ଲାଗିଛି । ଏବେ ବିଶ୍ୱର ସର୍ବାଧିକ ପ୍ରଭାବିତ ଦଶଟି ଦେଶ ମଧ୍ୟରେ ରହିଛି ଭାରତ । ସେହିପରି, ମୁମ୍ବାଇରେ ସଂକ୍ରମଣ ବୃଦ୍ଧି ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ୱର ସର୍ବାଧିକ ଦୈନିକ ସଂକ୍ରମଣ
Read More...

ସଂକ୍ରମଣ ସ୍ଥିତି ଅଣାୟତ୍ତ

ଆଦିଲ୍ଲୀ: ଭାରତରେ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଦେଶ ତୁଳନାରେ ଦୈନିକ ବା ଦିନକର ସଂକ୍ରମଣ ସ୍ଥିତି ଅଧିକ ଉଦ୍‌ବେଗଜନକ ହୋଇପଡ଼ିଛି । ପ୍ରତିଦିନ ସଂକ୍ରମଣ ରେକର୍ଡ଼ ଭାଙ୍ଗୁଛି । ପୂର୍ବରୁ ଦିନକର ସଂକ୍ରମଣ ସଂଖ୍ୟା ୬,୭୬୭ ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ରେକର୍ଡ଼ ଭଙ୍ଗ କରି ୬,୯୭୭ରେ
Read More...

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ବିମାନ ମଝି ସିଟ୍ ଖାଲି ରହିବ

ନୂଆଦିଲ୍ଲୀ : ବିମାନରେ ବିଦେଶରୁ ଭାରତୀୟଙ୍କୁ ଆଣୁଥିବା ବିମାନ ପାଇଁ ସୁପ୍ରିମ୍‌କୋର୍ଟ କେତେକ ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିମାନଗୁଡ଼ିକର ମଝି ସିଟ୍ ଖାଲି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜୁନ୍ ୬ ପରେ ଏହି ନିୟମ ଲାଗୁ ହେବ । କାରଣ ଏହି ତାରିଖ ଯାଏଁ ବିମାନର
Read More...

ଦେଶରେ ଅଛନ୍ତି ୪ କୋଟି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ : ଭାରତରେ ବିଭିନ୍ନ ସ୍ଥାନରେ ଚାରିକୋଟି ପ୍ରବାସୀ ଶ୍ରମିକ ଅଛନ୍ତି । ସେମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏବେ ଲକ୍‌ଡାଉନ୍ ଯୋଗୁଁ କାମଧନ୍ଦା ହରାଇ ସେମାନେ ଘରମୁହାଁ । ସେମାନଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ମଇ ୧ ତାରିଖରୁ କେନ୍ଦ୍ର ସରକାର ଶ୍ରମିକ
Read More...

ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି ଦିନକର ସଂକ୍ରମଣ

ଆଦିଲ୍ଲୀ : ଭାରତରେ ଦିନକର ସଂକ୍ରମଣ ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି । ପ୍ରତିଦିନ ରେକର୍ଡ଼ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬,୭୬୭ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ରେ ପହଞ୍ଚିଛି ।
Read More...

ପଶ୍ଚିମବଙ୍ଗ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ପଶ୍ଚିମବଙ୍ଗ ଗସ୍ତରେ ଆସି ଅମ୍ଫନ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି । ଏହାପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସମଗ୍ର ସ୍ଥିତି ଅନୁଧ୍ୟାନ କରିବା ପରେ
Read More...