Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଆଉ ୩ ମାସ କୋହଳ ହେଲା ଇଏମ୍ଆଇ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଆଜି ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛି । ଯାହା ବ୍ୟାଙ୍କ ଗ୍ରାହକମାନଙ୍କୁ ବହୁମାତ୍ରାରେ ଆଶ୍ୱସ୍ତି ଦେବ । ଏକ ପ୍ରମୁଖ ନିଷ୍ପତ୍ତିକ୍ରମେ ରିଜର୍ଭ ବ୍ୟାଙ୍କ ଋଣ କିସ୍ତିକୁ ଆଉ ୩ ମାସ କୋହଳ!-->…
Read More...
Read More...
ବିମାନ ଯାତ୍ରା ପାଇଁ କେଉଁ କ୍ଷେତ୍ରରେ କେତେ ଭଡ଼ା ଦେବାକୁ ପଡ଼ିବ ଜାଣନ୍ତୁ
ନୂଆଦିଲ୍ଲୀ : ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ ଯାତ୍ରୀ ବିମାନ ସେବା ପାଇଁ କେନ୍ଦ୍ର ସରକାର ଆଜି ଗାଇଡଲାଇନ୍ ଜାରି କରିଛନ୍ତି । ବିମାନ ଯାତ୍ରା ପାଇଁ କେଉଁ କ୍ଷେତ୍ରରେ କେତେ ଭଡ଼ା ଦେବାକୁ ପଡ଼ିବ ସେ ନେଇ ଏଥିରେ ସୂଚନା ରହିଛି । ଘରୋଇ ବିମାନ ଚଳାଚଳ ଯଦି ଠିକ୍ଠାକ୍ ଭାବେ!-->…
Read More...
Read More...
ବଢ଼ୁଛି ଦୈନିକ ଆକ୍ରାନ୍ତ ସଂଖ୍ୟା
ନୂଆଦିଲ୍ଲୀ : ଦେଶରେ ଦୈନିକ ବା ୨୪ ଘଣ୍ଟା ମଧ୍ୟର ସଂକ୍ରମଣ ସଂଖ୍ୟା ଏବେ ଊର୍ଦ୍ଧ୍ୱମୂଖୀ ହୋଇଛି । ପ୍ରତିଦିନ ଏହା ରେକର୍ଡ଼ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରେକର୍ଡ଼ ୫,୬୦୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର!-->…
Read More...
Read More...
ପଶ୍ଚିମବଙ୍ଗରେ “ଅମ୍ଫନ’ ତାଣ୍ଡବ
କୋଲକତା : ସାମୁଦ୍ରିକ ବାତ୍ୟା ଅମ୍ଫନ ସୁନ୍ଦରବନରେ ପ୍ରବେଶ କରିବା ସହ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି । ଅପରାହ୍ନ ୨ଟା୩୦ରୁ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ଏହାର ଗତି ପୂର୍ବରୁ ପଶ୍ଚିମ ଥିଲା ବେଳେ ପରେ ଗତିପଥି ବଦଳିଥିଲା । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୪ଘଣ୍ଟା!-->…
Read More...
Read More...
ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୧୩୯ ଛୁଇଁଲା
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହାର ତୁଳନାରେ ମୃତ୍ୟୁ ହାର କମୁଛି । ଗତ ୨୪ ଘଣ୍ଟାରେ ୩,୧୬୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୧୩୯ରେ ପହଞ୍ଚିଛି । ତେବେ ଆଗରୁ ଯେଭଳି ଦ୍ରୁତ ଗତିରେ ମୃତ୍ୟୁହାର ବଢ଼ୁଥିଲା, ଏବେ ତାହା ଦେଖିବାକୁ!-->…
Read More...
Read More...
ଜୁଲାଇ ୧ରୁ ସିବିଏସ୍ଇ ପରୀକ୍ଷା
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ ତାରିଖରୁ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହେବ । ଏଥିପାଇଁ କାର୍ଯ୍ୟସୂଚୀ ସୋମବାର ଜାରି କରାଯାଇଛି । ତା'ସହିତ ପରୀକ୍ଷା ପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । କରୋନା ଓ ଲକ୍ଡାଉନ୍ ପାଇଁ ବାକି ରହିଯାଇଥିବା ଶ୍ରେଣୀଗୁଡ଼ିକର ପରୀକ୍ଷା ହେବ ।!-->…
Read More...
Read More...
ଲକ୍ଷେ ମୁହାଁ ଦେଶର ଆକ୍ରାନ୍ତ ସଂଖ୍ୟା
ନୂଆଦିଲ୍ଲୀ : ଭାରତ ଗତ କିଛିଦିନ ମଧ୍ୟରେ ସଂକ୍ରମଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଦେଶକୁ ଅତିକ୍ରମ କରିଚାଲିଛି । ଏବେ ଦେଶର ସଂକ୍ରମଣ ସ୍ଥିତି ଅତି ଭୟଙ୍କର । ଏହା ଲକ୍ଷେ ଆଡକୁ ଗତି କରୁଛି । ସେହିପରି, ମୃତ୍ୟୁସଂଖ୍ୟା ମଧ୍ୟ ତିନି ହଜାର ଟପିଗଲାଣି । ତେବେ ଆରୋଗ୍ୟ ହାର ମଧ୍ୟ ବଢ଼ୁଛି ।!-->…
Read More...
Read More...
ସାଙ୍ଘାତିକ ହେଉଛି କରୋନା ସ୍ଥିତି
ନୂଆଦିଲ୍ଲୀ: କରୋନା ସ୍ଥିତି ଭାରତରେ ଥମିବା ପରିବର୍ତ୍ତେ ହୁହୁ ହୋଇ ବଢ଼ିବାରେ ଲାଗିଛି । ଗତକାଲି କରୋନା ଉତ୍ପତ୍ତିସ୍ଥଳ ଚୀନ୍କୁ ଟପିଥିବା ବେଳେ ଆଜି ଏହା ସ୍ଥିତି ଆହୁରି ସାଙ୍ଘାତିକ ହୋଇ ବଢ଼ିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ପାର୍ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ!-->…
Read More...
Read More...
ଖୁବ୍ଶୀଘ୍ର ମଲ୍ଟି ମୋଡ଼୍ ଡିଜିଟାଲ୍ ଅନ୍ଲାଇନ୍ ଶିକ୍ଷାଦାନ: ସୀତାରମଣ
ନୂଆଦିଲ୍ଲୀ : କରୋନା ସଙ୍କଟ ବେଳେ ଦେଶର ଆର୍ଥିକ ସ୍ଥିତି ସୁଧାରିବାକୁ ପ୍ରଧାନମନ୍ତ୍ରୀଙ୍କ "ଆତ୍ମନିର୍ଭର ଭାରତ' ରିଲିଫ୍ ପ୍ୟାକ୍ଜ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଥର ଥର କରି ପାଞ୍ଚ ଥରରେ ୨୦ ଲକ୍ଷ କୋଟିକୁ ଭାଗ ବାଣ୍ଟି ଦେଇଛନ୍ତି । ଗତ ଚାରିଦିନ ହେଲା କେଉଁ ବିଭାଗ ପାଇଁ କେତେ!-->…
Read More...
Read More...
ଚୀନ୍କୁ ଟପିଗଲା ଭାରତ
ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଏବେ ଭାରତର ସ୍ଥିତି ଚୀନ୍ଠାରୁ ଆହୁରି ଭୟାବହ ହୋଇଉଠିଛି । ସଂକ୍ରମିତ ସଂଖ୍ୟାରେ ଏହା କରୋନା ସୃଷ୍ଟିକାରୀ ଚୀନ୍ ଦେଶକୁ ଅତିକ୍ରମ କରିଛି । ବର୍ତ୍ତମାନ ଭାରତର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ୨୮୦୦!-->…
Read More...
Read More...