Browsing Category

ଦେଶ- ବିଦେଶ

୮୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ଭୟଙ୍କର ହୋଇ ଉଠୁଛି । ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି । ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୬ଶହ ଟପିଲାଣି । ତେବେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଛି
Read More...

ଭାରତକୁ ବିଶ୍ୱବ୍ୟାଙ୍କ ଦେବ ୧୦୦ କୋଟି ଡଲାର

ନୂଆଦିଲ୍ଲୀ : ଭାରତ ବର୍ତ୍ତମାନ କେରାନା ବିରୋଧରେ ସଂଗ୍ରାମ କରୁଛି । ଏହି ମୁକାବିଲା ପାଇଁ ପ୍ରଚୁର ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି । ବିଶେଷ କରି ଗରିବ ଓ ପ୍ରବାସୀ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଶ୍ରମିକମାନଙ୍କ ସାମାଜିକ
Read More...

ପ୍ରବାସୀଙ୍କ ପାଇଁ ୧୦ ହଜାର କୋଟିର ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର "ଆତ୍ମନିର୍ଭର ଭାରତ' ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ପ୍ୟାକେଜ୍ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବିସ୍ତୃତ ସୂଚନା ଦେଇଛନ୍ତି । ଆୟୋଜିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହି
Read More...

କରୋନା ଆଦୌ ଯାଇନପାରେ : ହୁ

ଜେନେଭା : ବର୍ତ୍ତମାନ ସାରା ବିଶ୍ୱରେ ଲୋକମାନଙ୍କ ମୁହଁରେ ଗୋଟିଏ ପ୍ରଶ୍ନ- ମହାମାରୀ କରୋନା ଭାଇରସ କେବେ ଅପସାରିତ ହେବ । ଏହା ଆଉ କେତେଦିନ ରହିବ ଏବଂ ଏହାର ବ୍ୟାପକତା ଆଗାମୀ ଦିନରେ କିଭଳି ରୂପ ନେବ ସେ ନେଇ ଅସଂଖ୍ୟ ଲୋକ ପ୍ରଶ୍ନ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)
Read More...

ବୋଝ ଉପରେ ଲଳିତା ବିଡା : ୮ଶହ କି.ମି. ପାଦରେ ଚାଲିଚାଲି ଗାଁରେ ପହଞ୍ଚିଲେ ଯୁବକ, ବାହାରିଲା ପଜିଟିଭ

ରୁପନଗର : ଦେଶରେ କରୋନା ସଂକଟରେ ସବୁଠାରୁ ବହୁତ କଷ୍ଟ ସହୁଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ । ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ କିଏ ଶହଶହ କି.ମି. ପାଦରେ ଚାଲୁଛନ୍ତି ଆଉ କିଏ ସାଇକେଲ ସହାୟତା ନିଜ ରାଜ୍ୟକୁ ଫେରୁଛନ୍ତି । ସେହିପରି ଆଉ କେତେକ ଶ୍ରମିକ ବିପଦପୂର୍ଣ୍ଣ ଭାବରେ ଟ୍ରକରେ
Read More...

୧୯ରୁ ଘରୋଇ ବିମାନସେବା

ନୂଆଦିଲ୍ଲୀ : ଏବେ ଦେଶ ଭିତରେ ଟ୍ରେନ୍ ସେବା ଆରମ୍ଭ ହୋଇଯାଇଛି । ଆଗକୁ ଆଭ୍ୟନ୍ତରୀଣ ବିମାନ ସେବା ମଧ୍ୟ ଆରମ୍ଭ ହେବ । ଏ ନେଇ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୯ ତାରିଖରୁ ଏହି ସେବା ବିଧିବଦ୍ଧ ଭାବେ ଆରମ୍ଭ ହେବ । ପ୍ରଥମେ ଏୟାର
Read More...

ବିଶ୍ୱ କରୋନା ତାଲିକାରେ ଚୀନ୍ ତଳକୁ ଭାରତ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ପୂର୍ବଭଳି କ୍ଷୀପ୍ର ବେଗରେ ମାଡ଼ିଚାଲିଛି । ପ୍ରତିଦିନ ହଜାର ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୨ ଲକ୍ଷ ୬୧ ହଜାର ୯୫୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଆଡକୁ ମୁହାଁଉଛି । ଆମେରିକାରେ
Read More...

୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପିଏମ ମୋଦି : ଦେଶରେ ନୂଆ ରୂପରେ ଲାଗୁ ହେବ ଲକଡାଉନ ୪.୦

ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ରାଷ୍ଟ୍ରବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଦେଶ ଗତ ୪ ମାସ ହେଲାଣି ମହାମାରୀ କୋରନା ଲଢେଇ କରୁଛି । ଦେଶରେ କେତେକ ପରିବାର ନିଜ ନିଜର ଆତ୍ମୀୟଙ୍କୁ ହରାଇଛନ୍ତି । ତାଙ୍କର ଅମର ଆତ୍ମାର
Read More...

ଏମ୍ସରୁ ଡିସ୍‌ଚାର୍ଜ ହେଲେ ମନମୋହନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଆଜି ଦିଲ୍ଲୀ ଏମ୍ସରୁ ଘରକୁ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଏମ୍ସ ସୂତ୍ରରୁ କୁହାଯାଇଛି ।
Read More...

ଦେଶରେ ୭୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସମସ୍ତ ପ୍ରକାର ସତର୍କତା ଓ କଟକଣା ସତ୍ତ୍ୱେ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା କ୍ଷୀପ୍ର ବେଗରେ ବଢ଼ିଚାଲିଛି । ପ୍ରତିଦିନ ଏବେ ହଜାର ହଜାର ଲୋକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୦୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ରୋଗୀ ସଂଖ୍ୟା ୭୦
Read More...