Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଘୋଷଣାକୁ ଅପେକ୍ଷା, ଚୂଡାନ୍ତ ହେଲା ନୂଆପଡା ବିଜେଡି ପ୍ରାର୍ଥୀଙ୍କ ନାମ !
ନୂଆପଡା: ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ବିଜେଡି ଏପର୍ଯ୍ୟନ୍ତ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ବିଜେଡିରୁ ଯାଇ ବିଜେପିରେ ସାମିଲ ହୋଇଥିବା ଜୟ ଢୋଲକିଆ ବିଜେପିର ପ୍ରାର୍ଥୀ ହେବାଏକପ୍ରକାର ନିଶ୍ଚତ!-->…
Read More...
Read More...
ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଦାସ ନିଲମ୍ବିତ
ଭୁବନେଶ୍ୱର: ଭୁବନେଶ୍ୱର ସାଙ୍ଗଠନିକ ଜିଲା ଅନ୍ତର୍ଗତ ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଦାସଙ୍କର ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ କାରଣରୁ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ତେଣୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସ୍ମୃତି ରଞ୍ଜନ ଦାସଙ୍କୁ ଦଳରୁ!-->…
Read More...
Read More...
୯ ସେପ୍ଟେମ୍ବରରେ ଉପରାଷ୍ଟ୍ରପତି ନିର୍ବାଚନ ; ସହଜରେ ଜିତିବେ ଏନଡିଏ ପ୍ରାର୍ଥୀ, ଜାଣନ୍ତୁ ଗଣିତ
ନୂଆଦିଲ୍ଲୀ- ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଗୁରୁବାର ୯ ସେପ୍ଟେମ୍ବରରେ ହେବାକୁ ଥିବା ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି, ଯାହା ସହିତ ନାମାଙ୍କନ ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନ ଦାଖଲ କରିବାର ଶେଷ!-->…
Read More...
Read More...
ତେଜସ୍ବୀ ଯାଦବଙ୍କୁ ନୋଟିସ ପଠାଇଲେ ନିର୍ବାଚନ କମିସନ
ନୂଆଦିଲ୍ଲୀ : ଦୁଇଟି ଭୋଟର ପରିଚୟ ପତ୍ର ନମ୍ବର ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବଡ଼ ଅଡ଼ୁଆରେ ଫସି ଯାଇଛନ୍ତି। ନିର୍ବାଚନ କମିସନ ତାଙ୍କୁ ଏହି ମାମଲାରେ ନୋଟିସ ପଠାଇଛନ୍ତି। ଦୁଇଟି ଭୋଟର ପରିଚୟ ପତ୍ର ମାମଲାରେ କମିସନ!-->…
Read More...
Read More...
ଘୋଷଣା ହେଲା ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଜାଣନ୍ତୁ କେଉଁ ଓଡିଆ ଫିଲ୍ମ ମାରିଲା ବାଜି
ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି । ଶ୍ରେଷ୍ଠ ଅଭିନେତା ଭାବେ ଶାହରୁଖ ଖାନଙ୍କ ନାଁ ଘୋଷଣା କରାଯାଇଛି । ଯବାନ ଫିଲ୍ମ ପାଇଁ ତାଙ୍କୁ ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରାଯିବ । ଏହା ଶାହରୁଖ ଖାନଙ୍କ ପ୍ରଥମ ଜାତୀୟ ପୁରସ୍କାର ହେବ । ଭାରତୀୟ!-->…
Read More...
Read More...
ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି ପଦବୀରେ ନିଯୁକ୍ତ କରିବା ଉଚିତ୍ : ଭାଜପା ବିଧାୟକ
ନୂଆଦିଲ୍ଲୀ: ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା ସହିତ, ନୂତନ ଉପରାଷ୍ଟ୍ରପତିଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମ ପାଇଁ ଦାବି ଉଠିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦାବି ଜେଡିୟୁ ଦ୍ୱାରା ନୁହେଁ ବରଂ!-->…
Read More...
Read More...
ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସିଲଭର୍ ମେଡାଲ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି।!-->!-->!-->…
Read More...
Read More...
ବିଜେଡି ଛାଡିଥିଲେ, କଂଗ୍ରେସରେ ଯୋଗଦେଲେ ସୁନୀତା ବିଶ୍ୱାଳ
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ପୁଣି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଏକ ହଲଚଲ ସୃଷ୍ଟି କରିଛି। ଯାହା ବିଜେଡି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି।
ସୁନୀତା!-->!-->!-->…
Read More...
Read More...
୧୮ରୁ ପୁରୀରେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ରାଲି
ପୁରୀ : ଅଗ୍ନପଥ ଯୋଜନାରେ ସେନାରେ ନିଯୁକ୍ତି ପାଇଁ ଚଳିତ ମାସ ୧୮ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ପୁରୀ, କଟକ,ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ନିଯୁକ୍ତି!-->…
Read More...
Read More...
କାର୍ଯ୍ୟରେ ଯୋଗଦେଲେ ବୌଦ୍ଧର ନୂତନ ଏସ୍ପି
ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ(ଏସ୍ପି) ଭାବେ ନାଗରାଜ ଦେବରକୋଣ୍ଡା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ନାଗରାଜ ପୋଲିସ ମୁଖ୍ୟାଳୟରେ ଏଆଇଜି ଭାବେ କାର୍ଯ୍ୟ କରୁଥିଲେ । ପୂର୍ବତନ ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।!-->…
Read More...
Read More...