Browsing Category

ରାଜନୀତି

୫ ରାଜ୍ୟ ବିଧାନସଭା ନିର୍ବାଚନ ନେଇ ଆସିଲା ଏକଜିଟ୍‌ ପୋଲ ରିପୋର୍ଟ, ଜାଣନ୍ତୁ ୟୁପିରେ କିଏ ଗଢିବ ସରକାର

ନୂଆଦିଲ୍ଲୀ : ୫ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଆଜି ଶେଷ ହୋଇଛି । ଉତ୍ତରପ୍ରଦେଶରେ ଚାଲିଥିବା ୭ ପର୍ଯ୍ୟାୟ ନିର୍ବାଚନ ମଧ୍ୟ ଆଜି ଶେଷ ହୋଇଛି । ଏହାପରେ ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ଦ୍ୱାରା ଏକଜିଟ ପୋଲ ଘୋଷଣା କରାଯାଇଛି । ଏଥିରେ କୁହାଯାଇଛି ଯେ, ଉତ୍ତରପ୍ରଦେଶରେ ପୁଣିଥରେ
Read More...

ପ୍ରମୁଖ ତିନି ଦଳପାଇଁ ସୁବର୍ଣ୍ଣପୁର ନଗରପାଳ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ: ଆଜି କରିବେ ପ୍ରାର୍ଥୀପତ୍ର ଦାଖଲ

ସୁବର୍ଣ୍ଣପୁର : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁବର୍ଣ୍ଣପୁର ପୌରପରିଷଦ ପାଇଁ ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହେତୁ ସମସ୍ତେ ଆଜିହିଁ ନାମାଙ୍କନ ପତ୍ର ଦାଖଲ କରିବେ ।
Read More...

ଶ୍ରୀତମ ଦାସ ହେଲେ ବିଜେପିର କଟକ ମେୟର ପ୍ରାର୍ଥୀ

କଟକ : ମହାନଗର ନିର୍ବାଚନକୁ ଓହ୍ଲାଇବେ ଅଭିନେତା । ଶ୍ରୀତମ ଦାସ ହେଲେ ମେୟର ପ୍ରାର୍ଥୀ । କଟକ ମହାନଗର ନିଗମ ପାଇଁ ଶ୍ରୀତମ ଦାସଙ୍କୁ ମେୟର ଭାବେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।   ଖବର
Read More...

ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । କଂଗ୍ରେସ ଓ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଏବେ ବିଜେପି କରିଛି ପ୍ରାର୍ଥୀ ଘୋଷଣା । ଭୁବନେଶ୍ୱର ମେୟର ପଦ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା
Read More...

ତିନି ମହାନଗର ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ୱର ୦୫।୦୨ : କଳ୍ପନାଜଳ୍ପନାରେ ହେଲା ଅନ୍ତ । ତିନୋଟି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ସେହିପରି କଟକ ଓ ବ୍ରହ୍ମପୁର
Read More...

ମଧୁସ୍ମିତା ବିଏମସି କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ପଦବୀ ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚଳିତ ଥର କଡା ଟକ୍କର ହେବ । ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କଡା ଅଗ୍ନିପରୀକ୍ଷାର ସମ୍ମୁଖୀନ ହେଉଛନ୍ତି ସମସ୍ତ ଦଳ । ତେବେ ଏହା ମଧ୍ୟରେ କଂଗ୍ରେସର ମେୟର ପ୍ରାର୍ଥୀଙ୍କ
Read More...

ପାରଳା ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ନିମନ୍ତେ ପୂର୍ବତନ କାଉନସିଲର ଖଗେଶ୍ୱରୀ ବେହେରାଙ୍କ ନାମକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି: ଚଳିତ ପୌର ନିର୍ବାଚନରେ ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ପଦବୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ତାହାମଧ୍ୟ ଚଳିତ ଥର ଏହି ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ପଦବୀ ନିମନ୍ତେ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
Read More...

ବିଜୟ ମହାପାତ୍ର କହିଲେ ପୌର ନିର୍ବାଚନରେ ଏହି ଦଳ ବାଜିମାତ କରିବ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବିଜେପି । ୩୦ଟି ଯାକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଏବେ ବିଜେଡ଼ି ହାତକୁ ଯିବା ନିଶ୍ଚିତ ହୋଇସାରିଛି । ଅନେକ ଜିଲ୍ଲାରେ ବିଜେପି ଖାତାବି ଖୋଲିପାରିନାହିଁ । ଏଭଳି ପରିପ୍ରେକ୍ଷୀରେ ପୌର
Read More...

ଅନୁଗୁଳ ମ୍ୟୁନିସିପାଲିଟିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଅନୁଗୁଳ ମ୍ୟୁନିସିପାଲିଟିର ବିଜେପି ଓ କଂଗ୍ରେସ ଦଳର ପଦାଧିକାରୀ ଓ ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ୍, ପୂର୍ବତନ କାଉନ୍ସିଲର ଓ ୩୦୦ରୁ ଅଧିକ
Read More...

ଆସିଲା ୩୦୦ ଜିଲ୍ଲା ପରିଷଦ ଜୋନର ଫଳାଫଳ, ବହୁ ଆଗରେ ବିଜେଡି

ଭୁବନେଶ୍ୱର: ଗତକାଲିଠାରୁ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆଜି ମଧ୍ୟ ଜାରି ରହିଛି । ଗତକାଲି ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଆସନରୁ ୩୦୦ ଆସନର ଫଳାଫଳ ସ୍ପଷ୍ଟ ହୋଇଛି । ଫଳାଫଳ ଘୋଷଣା ହୋଇଥିବା ୩୦୦ ଆସନରୁ ଶାସକ ବିଜେଡି ୨୬୮ ଆସନରେ ବିଜୟୀ ହୋଇଇଥିବା ବେଳେ
Read More...