Sign in
Sign in
Recover your password.
A password will be e-mailed to you.
Browsing Category
ସ୍ପେସିଆଲ ରିପୋର୍ଟ
ଅପ୍ରେଲ ମାସରେ ଭ୍ରମଣ କରିବାକୁ ଚାହୁଁଥିଲେ… ଏହି ସବୁ ସ୍ଥାନକୁ ବାଛନ୍ତୁ
ସମସ୍ତେ ପରିବାର ସହିତ ଗୁଣାତ୍ମକ ସମୟ ବିତାଇବାକୁ ଚାହାଁନ୍ତି । ତେଣୁ ଯେତେବେଳେ ଲୋକମାନେ ସମୟ ପାଆନ୍ତି, ସେମାନେ ନିଜ ପରିବାର ସହିତ ସେମାନଙ୍କ ପ୍ରିୟ ସ୍ଥାନଗୁଡ଼ିକରେ ପହଞ୍ଚି ଯାଆନ୍ତି । ଏପ୍ରିଲ ମାସରେ, ଅନେକ ଲୋକ ନିଜ ପରିବାର ସହିତ ଭ୍ରମଣ ପାଇଁ ବାହାରକୁ ଯାଆନ୍ତି । ଏପ୍ରିଲ ବର୍ଷର!-->…
Read More...
Read More...
ଫାର୍ମରେ ପଡ଼ି ରହିଛନ୍ତି ଶହ ଶହ ମଲା କୁକୁଡ଼ା
ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ବ୍ୟାପକ କୁକୁଡ଼ା ମରିଲେ । ଅନେକ କୁକୁଡା ଫାର୍ମରେ ପଡ଼ି ରହିଛି ।
କେନ୍ଦ୍ରାପଡ଼ା : ଫାର୍ମରେ ପଡ଼ି ରହିଛି ଶହ ଶହ ମଲା କୁକୁଡ଼ା I କେନ୍ଦ୍ରାପଡ଼ାରେ ପୁଣି କୁକୁଡ଼ା ମଡ଼କ। ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ବ୍ୟାପକ କୁକୁଡ଼ା ମଡ଼କ ଦେଖିବାକୁ ମିିଳିଛି ।!-->!-->!-->…
Read More...
Read More...
ରାତ୍ରିକାଳୀନ ପରୀକ୍ଷଣ ସଫଳ
ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୪(୦.୯)ର ରାତ୍ରିକାଳୀନ ପରୀକ୍ଷଣ ।
ଅଗ୍ନି-୪ର ରାତ୍ରିକାଳୀନ ପରୀକ୍ଷଣ ସଫଳ ହୋଇଛି। ଅବଦୁଲ କଲାମ ଦ୍ୱୀପରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି-୪ ମିଜାଇଲ ୯ ନମ୍ବର ଭର୍ସନର ରାତ୍ରିକାଳୀନ ପରୀକ୍ଷଣ ହୋଇଛି। ICBM ଗ୍ରୁପର ଏହି!-->!-->!-->…
Read More...
Read More...
ଦଶପଲ୍ଲା ଥାନା ଡିହଗାଁ ଛକରେ ଦୁର୍ଘଟଣା
ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ ଏକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ଓ ଡିଗିରି ଗ୍ରାମର ଶୁକ୍ର ବାଜୁ ହୋଇଥିବା ବେଳେ ଗୁରୁତର ଜଣଙ୍କ ମଧ୍ୟଖଣ୍ଡ!-->…
Read More...
Read More...
୨ ଫୁଟ୍ ଚଉଡା ଜମିରେ ବିଳାସପୂର୍ଣ୍ଣ କୋଠା
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଘରର ଭିଡ଼ିଓ। ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘର। ଦେଖିଲେ ବିଶ୍ବାସ କରିପାରିବେନି। ୨ ଫୁଟ୍ ଚଉଡ଼ା ଜମିରେ ଘର ନିର୍ମାଣ କଲେ ଜଣେ ବ୍ୟକ୍ତି। ଆପଣ ଅନେକ ପ୍ରକାର ଘର ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘର ଦେଖାଇବୁ ଯାହାକୁ ଦେଖିଲେ ଆପଣ!-->…
Read More...
Read More...
୬ଜଣଙ୍କୁ ଘାଇଲା କଲା ଶୃଗାଳ
ଶୃଗାଳ ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ଶୃଗାଳକୁ ଘେରିବା ସହ ପିଟି ପିଟି ମାରିଦେଲେ
ଉତ୍ତରପ୍ରଦେଶର : ବାଘ, ଚିତାବାଘ, ଗଧିଆ ଭଳି ବନ୍ୟଜନ୍ତୁଙ୍କ ଆତଙ୍କ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଲାଗି ରହିଛି। ଏହି ଭିତରେ ହମିରପୁରରେ ଶୃଗାଳ ଆକ୍ରମଣରେ ଗୋଟିଏ!-->!-->!-->…
Read More...
Read More...
ପୋଲିସ ଭ୍ୟାନକୁ ପିଟିଲା ୧୦୮ ଆମ୍ବୁଲାନ୍ସ
ହୋମଗାର୍ଡ ମୃତ, ଆଇଆଇସି ଆହତ I
ବାରିପଦା : ପୋଲିସ ଗାଡ଼ି ସଂପୂର୍ଣ୍ଣ ଚୁରମାର୍ । ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନା ପହଞ୍ଚିବାକୁ ପ୍ରଥମେ ଖୋଜାପଡ଼େ ଆମ୍ବୁଲାନ୍ସ। ମାତ୍ର ଜୀବନ ନେଇଗଲା!-->!-->!-->…
Read More...
Read More...
ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ପୋରବନ୍ଦର ଉପକୂଳ ନିକଟରେ ବଡ଼ ଅଘଟଣ I ସୂଚନା ଅନୁସାରେ ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏହି ଅଘଟଣ ଘଟିଛି । ହେଲିକପ୍ଟରରେ ଚାରିଜଣିଆ ଚାଳକ ଟିମ୍ ରହିଥିଲେ। ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ ଚାଳକ ଟିମର ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ମାତ୍ର!-->…
Read More...
Read More...
ନିମନ୍ତ୍ରଣ କରି ଚେୟାର ନଦେବା ଘଟଣା
ଭୁବନେଶ୍ବର : ନିମନ୍ତ୍ରଣ କରି ଚେୟାର ନଦେବା ଘଟଣା ଦୁଃଖ ଦାୟକ କହିଲେ ମେୟର I ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଲେ ଆମେ ନିରପେକ୍ଷ ଭାବେ କାର୍ଯ୍ୟ କରୁଛୁ I ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମେୟରଙ୍କୁ ଅସମ୍ମାନ। ମେୟରଙ୍କୁ ଡାକି ଚେୟାର ନଦେବା!-->…
Read More...
Read More...
ଭିଜାଲାନ୍ସ ଜାଲରେ DEO ଅଫିସ୍ କିରାଣୀ
ବାଲେଶ୍ବର : ଆଉଜଣେ ପଡିଲେ ଭିଜାଲାନ୍ସ ଜାଲରେ I ଜାଲରେ ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି DEO ଅଫିସ୍ କିରାଣୀ । DEO ଅଫିସ୍ରେ କିରାଣୀଙ୍କ ଘରେ ରେଡ୍। କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ!-->…
Read More...
Read More...