Sign in
Sign in
Recover your password.
A password will be e-mailed to you.
Browsing Category
ସ୍ପେସିଆଲ ରିପୋର୍ଟ
ରକ୍ତ ମୁଖା ପାଲଟିଲା ନାବାଳକ ପ୍ରେମିକ
ଝିଅର ଦାଦାଙ୍କ ମୁଣ୍ଡଗଣ୍ଡି ଅଲଗା କଲା
ଭୁବନେଶ୍ୱର : ଏକ ତରଫା ପ୍ରେମରୁ ଜଣେ ହତାଶ ନାବାଳକର ଜଘନ୍ୟ ହତ୍ୟାକାଣ୍ଡ ଭୁବନେଶ୍ୱରରେ ଚାନ୍ଚଲ୍ୟ ସୃଷ୍ଟି କରିଛି। ଏହି ଏକତରଫା ପ୍ରେମରେ କଣ୍ଟା ସାଜିଥିବା ଝିଅର ଦାଦାଙ୍କୁ ରାସ୍ତାରୁ ହଟାଇ ଦେଇ ଫେରାର ହୋଇ ଯାଇଛି । ଖଣ୍ଡଗିରି ପୁଲିସ୍!-->!-->!-->…
Read More...
Read More...
ସିଏଚଏସଇର ରେକର୍ଡ ସପ୍ଲାୟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଭୁବନେଶ୍ୱର : ଆଉ ୪ ଦିନ ପରେ ଚାକରିରୁ ଅବସର ନେଇଥାନ୍ତେ । କିନ୍ତୁ ଭିଜିଲାନ୍ସ ଜାଲରେ ପଡ଼ିଗଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରମୁଖ ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ୩ଟି ଟିମ୍ ଏକାଦିକ୍ରମେ ଶ୍ରୀ!-->…
Read More...
Read More...
ଦ୍ଵନ୍ଦରେ ଗରିବ ହିତାଧିକାରୀ
ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ନୂଆ ନିୟମ I
ପାଟଣାଗଡ : ରାଜ୍ୟ ସରକାର ଅନେକ ନିୟମ ବଦଳାଉଥିବା ବେଳେ ଏବେ ରାସନ କାର୍ଡ ଉପରେ ନୂଆ ନିୟମ ବାହାର କରିଛନ୍ତି । ଯାହାକୁ ନେଇ ଗରିବ ଯୋଗ୍ୟ ହିତାଧିକାରୀଙ୍କଠାରୁ ମଧ୍ୟବିତ୍ତ ପରିବାର ଦ୍ଵନ୍ଦରେ ପଡିଯାଇଛନ୍ତି। ଏହି ରାସନ କାର୍ଡରେ!-->!-->!-->…
Read More...
Read More...
ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ କଡ଼ା ସମାଲୋଚନା
ନୂଆଦିଲ୍ଲୀ : କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଅଦାଲତ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାର୍ଯ୍ୟକୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ଯଦି ଡାକ୍ତରମାନେ ଧର୍ମଘଟକରନ୍ତି ତେବେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍ ହୋଇଯିବ ଓ ଜନତା ହଇରାଣ ହେବେ।!-->…
Read More...
Read More...
ପାଇଖାନା ଫ୍ଲସ୍ ଭିତରେ ବିଡା ବିଡା ଟଙ୍କା
ଢ଼େଙ୍କାନାଳ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ। ସୂଚନା ଅନୁସାରେ ୮ଟି ଜାଗାରେ ଏକକାଳିନ ଚଢ଼ାଉ କରାଯାଇଛି। କଟକର ସ୍ଵତନ୍ତ୍ର ଟିମ୍ ଏହି ରେଡ କରୁଛି। ଢେଙ୍କାନାଳରେ ଥିବା ତାଙ୍କ ଘରେ ଓ ତାଙ୍କ ଭାଇଙ୍କ ଘରେ!-->…
Read More...
Read More...
ଚା ଦୋକାନ ଉପରକୁ ମାଡ଼ିଗଲା ଦୁର୍ଘଟଣାଗ୍ରସ୍ତ ଗାଡ଼ି
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ବସ୍ ସହ ତେଲ ଟ୍ୟାଙ୍କର ଧକ୍କା। ରାସ୍ତାକଡ ଚା ଦୋକାନ ଉପରକୁ ମାଡ଼ିଗଲା ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଚା ଦୋକାନରେ ଚା ପିଉଥିବା ୩ଜଣ ଓ!-->…
Read More...
Read More...
ଇଣ୍ଟରନେଟ୍ରେ ଭାରତର ଯୁଗ
ନୂଆଦିଲ୍ଲୀ : ନୂଆ ରେକର୍ଡ଼ ମୁତାବକ ଭାରତରେ ୭.୩ ନିୟୁତ ଇଣ୍ଟରନେଟ୍ ଗ୍ରାହକ ଯୋଡ଼ି ହେଇଛନ୍ତି। ସେହିପରି ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ କ୍ଷେତ୍ରରେ ମଧ୍ୟ ଏକ ନୂତନ ରେକର୍ଡ ସୃଷ୍ଟି ହେବାରୁ ଭାରତ ଏବେ ଇଣ୍ଟରନେଟର ଯୁଗ ଭାବେ ସାବ୍ୟସ୍ତ ହୋଇଛି। କାରଣ ଗୋଟିଏ ବର୍ଷରେ ଭାରତର ୭.୮ ନିୟୁତ!-->…
Read More...
Read More...
ଭାରତ ବନ୍ଦର ପ୍ରଭାବ
ହୀରାଞ୍ଚଳ ଲାଇଭ : ଭାରତ ବନ୍ଦର ପ୍ରଭାବରେ ଭୁବନେଶ୍ୱର, ସମ୍ବଲପୁରରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ଠପ୍ ହୋଇଛି। ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସଂରକ୍ଷଣ ବଚାଓ କମିଟି ପକ୍ଷରୁ ୧୨ ଘଣ୍ଟିଆ!-->…
Read More...
Read More...
ରାଜ୍ୟ ସ୍ତରୀୟ ରକ୍ଷା ବନ୍ଧନ ଉତ୍ସବ
ଆଦରର 'ମୋହନ ଭାଇ'ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ
ଭୁବନେଶ୍ୱର : ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅ ମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ!-->!-->!-->…
Read More...
Read More...
ଦେଶର ୯୫ଟି ସହରରେ ସ୍ୱଚ୍ଛ ବାୟୁ
୨୧ଟି ସହରରେ ଅଧିକ ଉନ୍ନତି; ମନ୍ତ୍ରଣାଳୟ ରିପୋର୍ଟ
ନୂଆଦିଲ୍ଲୀ : ପରିବେଶ ପ୍ରଦୂଷଣ ସହ ବାୟୁ ବିଷାକ୍ତ ହେବାରେ ଲାଗିଛି l ଲୋକମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଭାରତରେ ଅଧିକାଂଶ ସହର ପ୍ରଦୂଷିତ। ଦିଲ୍ଲୀ ଭଳି ସହରରେ ଅଡ=ଇଭିନ ଯାନବାହନ ଚଳାଚଳ ବ୍ୟବସ୍ଥା ହେଉଛି।!-->!-->!-->…
Read More...
Read More...