Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
କ୍ରିସ୍ ଗେଲ୍ଙ୍କୁ ପଛରେ ପକାଇଲେ ଅଭିଷେକ
ନୂଆଦିଲ୍ଲୀ- ଭାରତୀୟ ଓପନର ଅଭିଷେକ ଶର୍ମା ଏସିଆ କପ୍ 2025 ସୁପର-4 ମ୍ୟାଚ୍ରେ ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ଭାରତକୁ ଜିତିବା ପାଇଁ 172 ରନ୍ର ଲକ୍ଷ୍ୟ ଦିଆଯାଇଥିଲା ଏବଂ ଅଭିଷେକ ତାଙ୍କର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଏହି ଲକ୍ଷ୍ୟକୁ ସହଜ କରିଦେଇଥିଲେ।ଅଭିଷେକ 39!-->…
Read More...
Read More...
ଏସିଆ କପ୍: ୨୧ ସେପ୍ଟେମ୍ବରରେ ପୁଣି ଭାରତ-ପାକିସ୍ତାନ ଲଢ଼େଇ
ଦୁବାଇ: ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗ୍ରୁପ୍ ‘ଏ’ ରୁ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା ହେବା ନିଶ୍ଚିତ ହୋଇଛି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୧ ରବିବାରରେ ଦୁବାଇରେ ଖେଳାଯିବ। ବୁଧବାର!-->…
Read More...
Read More...
ଭାରତର ‘ବି’ କିମ୍ବା ‘ସି’ ଦଳ ମଧ୍ୟ ପାକିସ୍ତାନକୁ ପରାସ୍ତ କରିପାରିବ: ଗାଙ୍ଗୁଲି
କୋଲକାତା: ୨୦୨୫ ଏସିଆ କପରେ ଭାରତ ବିପକ୍ଷରେ ପାକିସ୍ତାନକୁ ଯେତେ ହାଇଭୋଲଟେଜ ମ୍ୟାଚ ବର୍ଣ୍ଣନା କରାଯାଉ, କିନ୍ତୁ ବାସ୍ତବତା ହେଉଛି ଯେ ପାକିସ୍ତାନ କ୍ରିକେଟର ସ୍ତର ବର୍ତ୍ତମାନ ବହୁତ ହ୍ରାସ ପାଇଛି। ଭାରତ ବିଶ୍ୱର ନମ୍ବର-୧ ଦଳ, ଯାହାର ‘ବି’ କିମ୍ବା ‘ସି’ ଦଳ ମଧ୍ୟ ପାକିସ୍ତାନକୁ ପରାସ୍ତ!-->…
Read More...
Read More...
ଏସିଆ କପ: ଆଜି ଭାରତ-ପାକିସ୍ତାନ ମହା ମୁକାବିଲା
ମୁମ୍ବାଇ ୧୪।୦୯ : ଏସିଆ କପ୍ ୨୦୨୫ । ସୁପର ସଣ୍ଡେରେ ସୁପର ଫାଇଟ୍। ଦୁବାଇର କ୍ରିକେଟ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ସାମ୍ନାସାମ୍ନି ହେବେ। ରାତି ୮ଟାରେ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ର ଗ୍ରୁପ ଷ୍ଟେଜ୍ର ମୁକାବିଲା ଖେଳାଯିବ।
!-->!-->!-->…
Read More...
Read More...
ଏହି ଦୁଇ ମହାନ ଖେଳାଳି ଗିଲଙ୍କ ଆଦର୍ଶ, ଲିଷ୍ଟରେ ରୋହିତ ଓ ଯୁବରାଜଙ୍କ ନାମ ନାହିଁ
ନୂଆଦିଲ୍ଲୀ। ଭାରତୀୟ କ୍ରିକେଟର ନୂଆ ପୋଷ୍ଟର ବୟ ଶୁଭମନ ଗିଲଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ରୋହିତ ଶର୍ମାଙ୍କ ଟେଷ୍ଟ ଅବସର ପରେ, ସେ କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟରେ ଭାରତର ଅଧିନାୟକ ହୋଇଥିଲେ। ସମ୍ପ୍ରତି, ସେ ଏସିଆ କପରେ ଟି-୨୦ ଦଳର ଉପ-ଅଧିନାୟକ ମଧ୍ୟ ହୋଇଛନ୍ତି। ସେ ପୂର୍ବରୁ!-->…
Read More...
Read More...
ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ ସଂପର୍କରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ:ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ମ୍ୟାଚ ହେବାକୁ ଦିଅ। ଆମେ ଏହାକୁ ବନ୍ଦ କରିବୁ ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅନ୍ୟାନ୍ୟ!-->…
Read More...
Read More...
ପାକିସ୍ତାନକୁ ଚେତାଇଲେ ସୂର୍ଯ୍ୟକୁମାର, ପିଚ୍ ବିଷୟରେ ଏମିତି କହିଲେ
ନୂଆଦିଲ୍ଲୀ- ବଡ ବିଜୟରୁ ଏସିଆ କପ୍ ଏସିଆ କପ୍ ଆରମ୍ଭ କରିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ରେ, ଭାରତୀୟ ଦଳ UAE ସହିତ ମୁକାବିଲା କରିଥିଲା। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ, ଭାରତ UAE କୁ 9 ୱିକେଟରେ ପରାସ୍ତ କରିଛି।ପ୍ରଥମେ ବ୍ୟାଟିଂ କରି,!-->…
Read More...
Read More...
ଜରିମାନା ଗଣିବେ ପୃଥ୍ବୀ ଶ’
ମୁମ୍ବାଇ: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି। ମୁମ୍ବାଇର ଦିନଦୋଶୀ ସେସନ୍ସ କୋର୍ଟ ତାଙ୍କ ଉପରେ ୧୦୦ ଟଙ୍କା ଜରିମାନା ଲଗାଇଛନ୍ତି। ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ସପ୍ନା ଗିଲ ଦ୍ୱାରା ଦାୟର କରାଯାଇଥିବା ଆବେଦନ ଉପରେ ଉତ୍ତର ଦାଖଲ ନ କରିବା ପାଇଁ ଏହି!-->…
Read More...
Read More...
ଏସିଆ କପ୍ ; ଓପନିଂକୁ ନେଇ ଗିଲ୍ -ସଞ୍ଜୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ପ୍ଲେଇଂ ଇଲେଭେନକୁ ନେଇ ଚିନ୍ତାରେ ଭାରତ
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତ ଏସିଆ କପ୍ ୟୁଏଇ ବିପକ୍ଷରୁ ଆରମ୍ଭ କରିବ । ଏହା ପୂର୍ବରୁ ଭାରତୀୟ ଦଳରେ ଓପନିଂ କମ୍ବିନେସନକୁ ନେଇ ଚିନ୍ତାର ରହିଛି । ଉପ ଅଧିନାୟକ ଶୁଭମନ ଗିଲ ଓ ଫର୍ମରେ ଥିବା ସଞ୍ଜୁ ସାମସନଙ୍କୁ ନେଇ ଦଳ ଚିନ୍ତାରେ । ଅଭିଷେକଙ୍କ ସହ କିଏ ଓପନିଂ କରିବେ । ପୂର୍ବରୁ!-->…
Read More...
Read More...
ଭାରତ-ପାକ୍ ଏସିଆ କପ୍ ମ୍ୟାଚ୍ ପାଇଁ ରେଫରୀଙ୍କ ନାମ ଘୋଷଣା
ଦୁବାଇ: ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ପକ୍ଷରୁ ଆଜି ଏସିଆ କପ୍ ପାଇଁ ମ୍ୟାଚ୍ ଅଫିସିଆଲ୍ ତାଲିକା ଘୋଷଣା କରାଯାଇଛି । ଏଥିରେ ୨ଜଣ ମ୍ୟାଚ୍ ରେଫରୀଙ୍କ ସମେତ ୧୦ଜଣ ଅମ୍ପାୟାର ସାମିଲ ରହିଛନ୍ତି । ଅମ୍ପାୟାର ତାଲିକାରେ ଭାରତରୁ ବୀରେନ୍ଦର ଶର୍ମା ଓ ରୋହନ ପଣ୍ଡିତଙ୍କୁ!-->…
Read More...
Read More...