Browsing Category

ଖେଳ

ଯାଦବଙ୍କ ବାସନ୍ଦ ଅବଧି ଶେଷ

ନୂଆଦିଲ୍ଲୀ : ଚାରି ବର୍ଷ ତଳେ ଏକ ପ୍ରତିଯୋଗିତାରେ ରେସଲର ନରସିଂହ ଯାଦବ ଓ ସୁଶୀଲ କୁମାରଙ୍କ ମଧ୍ୟରେ ବାକ୍‌ବିତଣ୍ଡା ହୋଇଥିଲା । ବିଶୃଙ୍ଖଳିତ ଆଚରଣ ପାଇଁ ସେତେବେଳେ ଯାଦବଙ୍କୁ ଚାରି ବର୍ଷ ବାସନ୍ଦ ଦଣ୍ଡ ଦିଆଯାଇଥିଲା । ଏବେ ତାହା ଶେଷ ହୋଇଛି । ଅର୍ଥାତ୍‌ ଆଗକୁ ସେ ପୁଣି ସକ୍ରିୟ ଭାବେ
Read More...

ଆଇପିଏଲ୍‌କୁ ନେଇ ୟୁଏଇ ଅତ୍ୟନ୍ତ ଉତ୍ସାହିତ

ମୁମ୍ବାଇ : ଚଳିତ ବର୍ଷର ଆଇପିଏଲ୍‌ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ । ଏମିରେଟ୍ସ କ୍ରିକେଟ୍‌ ବୋଡର଼୍ (ଇସିବି) ଏଥିପାଇଁ ଏବେଠାରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏଭଳି ଏକ ମେଗା ଇଭେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିବାରୁ ଏମିରେଟ୍ସ ନିଜକୁ ଅତ୍ୟନ୍ତ
Read More...

ଟେଷ୍ଟ ଖେଳିବା ପାଇଁ ଯଥେଷ୍ଟ ଧୈର୍ଯ୍ୟ ରହିଛି

ଗୁର୍‌ଗାଓଁ : ଟେଷ୍ଟ ଡେବ୍ୟୁ ପାଇଁ ଭାରତୀୟ ସ୍ପିନର ଜୁଜୁବେନ୍ଦ୍ର ଚହଲ୍‌ ଅତ୍ୟନ୍ତ ବ୍ୟାକୁଳ ହୋଇ ଉଠିଲେଣି । ଦୀର୍ଘ ସାଢେ଼ ତିନି ମାସ ଧରି କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁଁ ତାଙ୍କର କ୍ରୀଡ଼ା ଗତିବିଧି ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି । ତେବେ ଗତ କିଛିଦିନ ହେଲା ସେ ପଡ଼ିଆକୁ ଆସୁଛନ୍ତି
Read More...

ଭାରତ-ଅଷ୍ଟ୍ରେଲିଆ ମୁକାବିଲା କଷ୍ଟସାଧ୍ୟ ହେବ

ମୁମ୍ବାଇ :ଚଳିତ ବର୍ଷ ଶେଷ ଭାଗରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରି ସେଠାରେ ଏକ ପୂର୍ଣ୍ଣ ସିରିଜ୍‌ ଖେଳିବ । ଗତ ୨୦୧୮ରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍‌ ସିରିଜ୍‌ ଜିତିପାରିଥିଲା । କିନ୍ତୁ ଏଥର ମୁକାବିଲା ଆହୁରି କଷ୍ଟସାଧ୍ୟ ହେବ । କାରଣ ୨୦୧୮ରେ ବଲ୍‌ ଟ୍ୟାମ୍ପରିଂ
Read More...

ସପ୍ତାହେ ଡେରିରେ ଏମିରେଟ୍ସ ଯିବେ ଆଇପିଏଲ୍‌ ଟିମ୍‌

ମୁମ୍ବାଇ : ସଂଯୁକ୍ତ ଆରବ ଏମିରେଟ୍ସରେ ଆଇପିଏଲ୍‌ ଟୁର୍ଣ୍ରାମେଣ୍ଟ ପାଇଁ ଖେଳସୂଚୀ ଚୂଡ଼ାନ୍ତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରକାରୀ ଅନୁମତି ମଧ୍ୟ ମିଳିଛି । କିନ୍ତୁ ଔପଚାରିକ ଘୋଷଣା ବାକି ଅଛି । ଏ ଦୃଷ୍ଟିରୁ ଦଳଗୁଡ଼ିକ ଆଗୁଆ ଏମିରେଟ୍ସ ଯାଇ ଅଭ୍ୟାସ ଆରମ୍ଭ କରିବାକୁ ଚାହୁଁଛନ୍ତି ।
Read More...

ଚଳିତ ବର୍ଷ ମହିଳା ଆଇପିଏଲ୍‌ ହେବା ସମ୍ଭାବନା

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଭାଗରେ ପୁରୁଷ ଆଇପିଏଲ୍‌ ଖେଳାଯିବା ଚୂଡ଼ାନ୍ତ ହୋଇସାରିଛି । ଏଥର ଭାରତରେ ନହୋଇ ଏହା ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ । ଏହି ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ମହିଳା ଆଇପିଏଲ୍‌ ଆୟୋଜନ ନେଇ ମଧ୍ୟ ବିଚାର ଆଲୋଚନା ଅରମ୍ଭ
Read More...

ଅନ୍‌ଲାଇନ୍‌ ଗ୍ୟାମ୍ବଲିଂକୁ ପ୍ରମୋଟ କରି ଅଡୁଆରେ ବିରାଟ କୋହଲି

ଚେନ୍ନାଇ : କ୍ରିକେଟ୍‌ ଜଗତର ବାଦ୍‌ସାହ ତଥା ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଅନଲାଇନ ଗ୍ୟାମ୍ବଲିଙ୍ଗକୁ ନେଇ ବିବାଦରେ ଫଶିଯାଇଛନ୍ତି । ମାଡ୍ରାସ ହାଇକୋର୍ଟରେ ବିରାଟ କୋହଲିଙ୍କୁ ଗିରଫ କରିବାକୁ ପିଟିସନ ଦାଏର କରାଯାଇଛି । ଅନଲାଇନ ଗ୍ୟାମ୍ବଲିଙ୍ଗକୁ ସେ ପ୍ରମୋଟ କରୁଥିବା ଅଭିଯୋଗ
Read More...

ଭିଭିଏସ ଲକ୍ଷ୍ମଣ ସେୟାର କଲେ ବିନା ହାତରେ ସିଲେଇ କରୁଥିବା ବ୍ୟକ୍ତିଙ୍କ ଫଟୋ, ଲେଖିଲେ ଏମିତି କଥା

ନୂଆଦିଲ୍ଲୀ : ନିଜର ବ୍ୟାଟିଂ ବଳରେ ଟିମ ଇଣ୍ଡିଆକୁ ବହୁବାର ମ୍ୟାଚ ଜିତାଇଥିବା ପୂର୍ବତନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ସବୁବେଳେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଛନ୍ତି । ସେ ସୋସିଆଲ ମିଡିଆରେ ବହୁବାର ଫଟୋ ପୋଷ୍ଟ କରିଥାନ୍ତି । ଏହେ ଏକ ଫଟୋ ସେୟାର କରିଛନ୍ତି ଯାହା
Read More...

ଆସନ୍ତାକାଲି ଆଇପିଏଲ୍‌ ଜିସି ବୈଠକ

ମୁମ୍ବାଇ: ଆସନ୍ତାକାଲି ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ବସିବ । ଏଥର ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସ ଠାରେ ଅନୁଷ୍ଠିତ ହେବ । ସେଠାକୁ କେତେ ଖେଳାଳି ଓ ପରିଚାଳନା ଷ୍ଟାଫ୍‌ ଯିବେ ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯିବ । ମିଳିଥିବା ସୂଚନା ଅନୁଯାୟୀ ଏଥର
Read More...

ସଚିନ୍‌ଙ୍କ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଥିଲି

ନୂଆଦିଲ୍ଲୀ : ସଚିନ୍‌ ତେନ୍ଦୁଲକରଙ୍କ ସହିତ ଯେତେବେଳେ ବି ମୁହାଁମୁହିଁ ହେଉଥିଲା, ତାହା ଏକ ବଡ଼ ସଂଘର୍ଷରେ ପରିଣତ ହେଉଥିଲା । ମୋଠାରେ ଥିବା ବୋଲିଂ ଶ୍ରେଷ୍ଠତ୍ୱକୁ ସଚିନ୍‌ ବାହାର କରିଥିଲେ । ଅର୍ଥାତ୍‌ ତାଙ୍କ ଯୋଗୁଁ ମୁଁ ମୋର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲି । ଏଭଳି
Read More...