Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଏତେ କୋଟି ଟଙ୍କା ସମ୍ପତ୍ତିର ମାଲିକ ଶୁଭମନ ଗିଲ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ କେବଳ ପଡ଼ିଆରେ ତାଙ୍କ ଖେଳ ପାଇଁ ନୁହେଁ ବରଂ ତାଙ୍କ ଜୀବନଶୈଳୀ ଏବଂ ରୋଜଗାର ପାଇଁ ମଧ୍ୟ ଖବରର ଶିରୋନାମାରେ ଅଛନ୍ତି।ଗିଲ୍ଙ୍କୁ ଟିମ୍ ଇଣ୍ଡିଆର 'ଭବିଷ୍ୟତର ଷ୍ଟାର' କୁହାଯାଏ ଏବଂ ତାଙ୍କର ବ୍ରାଣ୍ଡ ମୂଲ୍ୟ ମଧ୍ୟ!-->…
Read More...
Read More...
ବାଟ ଫିଟିଲା; ଭାରତ-ଏ ପାଇଁ ଭଲ ପ୍ରଦର୍ଶନ କରି ଟେଷ୍ଟ ଦଳକୁ ଫେରିପାରିବେ ଆୟର
ନୂଆଦିଲ୍ଲୀ: ଗତବର୍ଷ ଫେବୃଆରୀରେ ବିଶାଖାପାଟଣାରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ଖେଳିଥିବା ଶ୍ରେୟସ ଆୟର ସମ୍ପ୍ରତି ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ଟେଷ୍ଟ ସିରିଜ ଏବଂ ଏହି ମାସରେ ୟୁଏଇରେ!-->…
Read More...
Read More...
ଇଂଲଣ୍ଡରେ ଫିଟନେସ୍ ଟେଷ୍ଟ ଦେଲେ ବିରାଟ, ଜାଣନ୍ତୁ ଏହା ପଛର ବଡ କାରଣ
ନୂଆଦିଲ୍ଲୀ(ହୀରାଞ୍ଚଳ ଲାଇଭ୍ ଡେସ୍କ)- ଆଗାମୀ ଅନ୍ତର୍ଜାତୀୟ ସିଜିନ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ଫିଟନେସ୍ ଟେଷ୍ଟ ସମାପ୍ତ ହୋଇଛି। BCCI ର ତତ୍ତ୍ୱାବଧାନରେ ହୋଇଥିବା ଟେଷ୍ଟରେ, ବିରାଟ କୋହଲିଙ୍କ ଫିଟନେସ୍ ପରୀକ୍ଷା ଇଂଲଣ୍ଡରେ ହୋଇଥିବା ବେଳେ ରୋହିତ ଶର୍ମା, ଶୁଭମନ!-->…
Read More...
Read More...
ଷ୍ଟାର୍କ ଆଉ ଖେଳିବେନି ଟି-୨୦
ନୂଆଦିଲ୍ଲୀ- ଟି-୨୦ କ୍ରିକେଟରୁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଅବସର ଘୋଷଣା କରିଛନ୍ତି। ଆଗକୁ ସେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହି ବାମହାତୀ ବୋଲର ୬୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ!-->…
Read More...
Read More...
ମହିଳା ବିଶ୍ୱକପ୍ ପାଇଁ ଆଇସିସି ପୁରସ୍କାର ରାଶି ଘୋଷଣା, ଜାଣନ୍ତୁ ବିଜେତା ଦଳକୁ କେତେ ଟଙ୍କା ମିଳିବ
ନୂଆଦିଲ୍ଲୀ: ଖୁବ ଶୀଘ୍ର ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାକୁମ୍ଭ । ମହିଳା କ୍ରିକେଟ ବିଶ୍ୱକପ୍-୨୦୨୫ ଆରମ୍ଭ ହେବାକୁ ଆଉ ଗୋଟିଏ ମାସରୁ କମ୍ ସମୟ ବାକି ଅଛି । ଏହି ଅବସରରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଗା!-->…
Read More...
Read More...
ୟୋ ୟୋ ଟେଷ୍ଟ ଦେଲେ ରୋହିତଙ୍କ ସମେତ ଏହି ସବୁ ଖେଳାଳି;ଜାଣନ୍ତୁ କିଏ ପାସ୍ କଲା, କିଏ ଫେଲ୍ ହେଲେ
ବେଙ୍ଗାଲୁରୁ- ଭାରତର ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍ ଏବଂ ଏକଦିବସୀୟ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଭାରତୀୟ କ୍ରିକେଟରମାନେ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଅନୁଷ୍ଠିତ ପ୍ରି-ସିଜନ ୟୋ-ୟୋ ପରୀକ୍ଷା (ଫିଟନେସ୍ ପରୀକ୍ଷା)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗିଲ୍ ଏବଂ ତାଙ୍କ ସାଥୀ ଦ୍ରୁତ!-->…
Read More...
Read More...
ଜନ୍ମଦିନ ପାଳୁଛନ୍ତି ବରୁଣ ; ମିଷ୍ଟ୍ରି ସ୍ପିନର କୋଟି କୋଟି ଟଙ୍କାର ମାଲିକ, IPLରୁ କରନ୍ତି ବହୁତ ରୋଜଗାର
ନୂଆଦିଲ୍ଲୀ। ଟିମ୍ ଇଣ୍ଡିଆର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆଜି ତାଙ୍କର 34ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କ୍ରିକେଟର ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଏହି ବିଶେଷ ଦିନରେ ଅଭିନନ୍ଦନ ଜଣାଉଛନ୍ତି। BCCI ମଧ୍ୟ X ରେ ଏକ ସ୍ୱତନ୍ତ୍ର ପୋଷ୍ଟର ସେୟାର!-->…
Read More...
Read More...
ପୁଣି ଚର୍ଚ୍ଚାରେ ପୃଥ୍ବୀ ଶ, ପାଖରେ ଥିବା ଯୁବତୀ ଜଣକ କିଏ ?
ନୂଆଦିଲ୍ଲୀ। ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ପୃଥ୍ୱୀ ଶ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏଥର ସେ କ୍ରିକେଟ୍ ମ୍ୟାଚ୍ ପାଇଁ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଗଷ୍ଟ ୨୭ ତାରିଖରେ ପୃଥ୍ୱୀ ଗଣେଶ ଚତୁର୍ଥୀ ଉତ୍ସବକୁ ବହୁତ ଧୁମଧାମରେ ପାଳନ!-->…
Read More...
Read More...
ଟେଷ୍ଟକୁ ଅଲବିଦା କହିବା ପଛର ବଡ କାରଣ କହିଲେ ରୋହିତ ଶର୍ମା
ଭୁବନେଶ୍ବର: ଟିମ୍ ଇଣ୍ଡିଆର ପୂର୍ବତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ମେ 2025 ରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ପ୍ରକୃତରେ, ରୋହିତ ସେହି ସମୟରେ କେବଳ ଟିମ୍ ଇଣ୍ଡିଆର ଅଧିନାୟକ ନଥିଲେ, ବରଂ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସିରିଜରେ ତାଙ୍କଠାରୁ!-->…
Read More...
Read More...
ଏସିଆ କପ୍ ପୂର୍ବରୁ ଚମକିଲେ ସଞ୍ଜୁ, ଖେଳିଲେ ବିସ୍ଫୋରକ ଇନିଂସ
ନୂଆଦିଲ୍ଲୀ। ଏସିଆ କପ୍ ପୂର୍ବରୁ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ତାଙ୍କ ବ୍ୟାଟିଂରେ ଚମକ ଦେଖାଇଛନ୍ତି । ଏବେ ଚାଲିଥିଲା କେରଳ କ୍ରିକେଟ୍ ଲିଗ୍ରେ ଏକ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ଏସିଆ କପ୍ ପାଇଁ ପ୍ଲେଇଂ ଇଲେଭେନରେ ନିଜର ଦାବି ଜାହିର!-->…
Read More...
Read More...