Browsing Category

ଖେଳ

ଆସନ୍ତୁ ଜାଣିବା ଭାରତର ବିଜୟ ପରେ କିଏ କ’ଣ କହିଲେ

ନୂଆଦିଲ୍ଲୀ। ଲାଗୁଥିବା ଭାରତ ଶେଷ ମ୍ୟାଚ୍ ହାରିଯିବ, କିନ୍ତୁ ଶେଷରେ ତାହାକୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଭୁଲ ସାବ୍ୟସ୍ତ କରିଥିଲେ । ଉଭୟଙ୍କ ଅଗ୍ନିବର୍ଷୀ ବୋଲିଂ ଜରିଆରେ ଇଂଲଣ୍ଡକୁ ଅଲଆଉଟ୍ କରିବା ସହ ମ୍ୟାଚକୁ ରୋମାଞ୍ଚକର ଭାବେ 6 ରନରେ ବିଜୟୀ କରାଇଥିଲେ ।ଏହା ପରେ,
Read More...

ମୁଁ ଆତ୍ମହତ୍ୟା ଚିନ୍ତା କରୁଥିଲି : ୟୁଜଭେନ୍ଦ୍ର ଚହଲ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଦୀର୍ଘ ସମୟ ଧରି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଅଛନ୍ତି। ଏହି ବର୍ଷ ଆରମ୍ଭରେ, ତାଙ୍କର ଏବଂ ତାଙ୍କ ପତ୍ନୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କର ମଧ୍ୟ ଛାଡପତ୍ର ହୋଇଥିଲା। ପ୍ରାୟ 5 ବର୍ଷ ଧରି ଏକାଠି ରହିବା ପରେ ଉଭୟ ସେମାନଙ୍କ
Read More...

କେଏଲ ରାହୁଲଙ୍କୁ ମିଳିଲା ବଡ ଦାୟିତ୍ବ

ଓଭାଲ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନର ଐତିହାସିକ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଶେଷ ମ୍ୟାଚ ପାଇଁ, ଭାରତୀୟ ଦଳ ଏହାର ପ୍ଲେଇଂ ୧୧ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି, ଏବଂ ଜଣେ ନୂତନ ଉପ-ଅଧିନାୟକଙ୍କ ନାମ ମଧ୍ୟ ଘୋଷଣା କରିଛି।
Read More...

ଏସିଆ କପ୍ ଖେଳିପାରିବେନି ପନ୍ତ, ଏହି ଖେଳାଳିଙ୍କ ଭାଗ୍ୟ ଚମକିବ

ନୂଆଦିଲ୍ଲୀ- ଚଳିତ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ବିପର୍ଯ୍ୟୟ ହେଉଛି ରିଷଭ ପନ୍ତଙ୍କ ଆଘାତ। ପନ୍ତଙ୍କ ପାଦ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ତଥାପି, ପ୍ରଥମ ଇନିଂସରେ ଆହତ ସତ୍ତ୍ବେ ଖେଳିବାକୁ ବାଧ୍ୟ କରାଯାଇଥିଲା। ବିସିସିଆଇ ମଧ୍ୟ
Read More...

ଆହତ ପନ୍ତଙ୍କୁ ନେଇ ଆସିଲା ବଡ ଖବର, ବିସିସିଆଇ ଦେଲା ବଡ ଅପଡେଟ୍

ନୂଆଦିଲ୍ଲୀ-ଭାରତୀୟ ପୁରୁଷ ଦଳ ଏବେ ଇଂଲଣ୍ଡରେ 5ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଏଥିରେ ଦଳ 2-1ରେ ପଛୁଆ ଥିବା ବେଳେ ଗତକାଲିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟ ଭାରତ ପାଇଁ ବେଶ୍ ଗୁରୁତ୍ବ ବହନ କରୁଛି । ଦଳ ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଛି । ଦଳ ପ୍ରଥମରୁ ଭଲ
Read More...

ଯଶସ୍ବୀ ଜୟସ୍ବାଲଙ୍କ ନାମରେ ଯୋଡିହେଲା ଏହି ସବୁ ରେକର୍ଡ

ମାଞ୍ଚେଷ୍ଟର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଇତିହାସ ସୃଷ୍ଟି କରିଛନ୍ତି। ଜୟସ୍ବାଲ ଏକ ଚମତ୍କାର
Read More...

ଅବସର ନେଲେ ଆଣ୍ଡ୍ରେ ରସେଲ, ଇଣ୍ଡିଜ୍ ବୋର୍ଡ ଦେଲା ସ୍ବତନ୍ତ୍ର ଉପହାର

ଜାମାଇକା: ୩୭ ବର୍ଷୀୟ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କୁ ଆଉ କେବେ ୱେଷ୍ଟଇଣ୍ଡିଜ ଜର୍ସିରେ ଦେଖିବାକୁ ମିଳିବ ନାହିଁ। ସେ ୨୨ ଜୁଲାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଯେଉଁଠାରେ ରସେଲ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହା ସତ୍ତ୍ୱେ, ତାଙ୍କ ଦଳ ତାଙ୍କୁ ବିଜୟ ସହିତ
Read More...

ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଇଂଲଣ୍ଡ ଘୋଷଣା କଲା ପ୍ଲେଇଙ୍ଗ୍ ଇଲେଭେନ

ଲଣ୍ଡନ: ୨୩ ଜୁଲାଇରୁ ଖେଳାଯିବାକୁ ଥିବା ଭାରତ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ପାଇଁ ଇଂଲଣ୍ଡ ପ୍ଲେଇଂ ୧୧ ଘୋଷଣା କରିଛି। ଇଂଲଣ୍ଡ ସୋଏବ ବଶିରଙ୍କ ସ୍ଥାନରେ ଲିଆମ ଡସନ୍‌ଙ୍କୁ ସୁଯୋଗ ଦେଇଛି। ଡସନ୍ ୧୦୨ ଟେଷ୍ଟ ପରେ ଦଳକୁ ଫେରିଛନ୍ତି। ସେ ୨୦୧୭ ପରଠାରୁ ଇଂଲଣ୍ଡ
Read More...

ଆହତ ସମସ୍ୟା ନେଇ ଚିନ୍ତାରେ ଭାରତ, ବାଦ୍ ପଡିଲେ ନୀତିଶ ରେଡ୍ଡି

ନୂଆଦିଲ୍ଲୀ। ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଏକ ପ୍ରକାର ଶନିଦଶା ପଡିଛି । ସିରିଜରେ ପୂର୍ବରୁ 1-2 ପଛରେ ଥିବା ଭାରତୀୟ ଦଳର ଆଘାତ ସମସ୍ୟା ନେଇ ଚିନ୍ତାରେ ପଡିଛି । ଦଳର 4 ଜଣ ଖେଳାଳି ବର୍ତ୍ତମାନ ଆଘାତ ସହିତ ସଂଘର୍ଷ କରୁଛନ୍ତି।ଏଥିରେ ୱିକେଟକିପର ବ୍ୟାଟସମ୍ୟାନ୍ ରିଷଭ ପନ୍ତ,
Read More...

ଅନ୍ତର୍ଜାତୀୟ ଚେସ ଦିବସ ପାଳିତ : ଅଗଷ୍ଟ ୧୪ରୁ ବୌଦ୍ଧରେ ରାଜ୍ୟ ସ୍ତରୀୟ ଚେସ ଚାମ୍ପିୟାନସିପ

ବୌଦ୍ଧ, ୨୦/୭:- ବୌଦ୍ଧ ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲରେ ଅନ୍ତର୍ଜାତୀୟ ଚେସ ଦିବସ ପାଳିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅଲ ଓଡିଶା ଚେସ ଆସୋସିଏସନ ଉପ ସଭାପତି ତଥା ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ରଙ୍କ
Read More...