Browsing Category

ଖେଳ

ଧୋନିଙ୍କ ପରେ ରାଇନାଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନିଙ୍କୁ ଚିଠି ଲେଖି ତାଙ୍କୁ ପ୍ରଶଂସା ଓ କୃତଜ୍ଞତା ଜଣାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାରତୀୟ କ୍ରିକେଟର ଅନ୍ୟ ଜଣେ ସଫଳ କ୍ରିକେଟର ସୁରେଶ ରାଇନାଙ୍କୁ ଚିଠି ଲେଖିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ତୁମ ପାଇଁ ଅବସର ଶବ୍ଦ ବ୍ୟବହାର
Read More...

ମଇଦାନକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମ୍ବାଇ : ନିକଟରେ ବାପା ହୋଇଥିବା ହାର୍‌ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍‌ରୁ ଲମ୍ବା ବିରତି ପରେ ପଡିଆକୁ ଫେରିଛନ୍ତି । ପାଣ୍ଡ୍ୟା ନିଜର ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ଟି -୨୦ ଲିଗ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଚଳିତ
Read More...

ନିଜ କ୍ୟାରିଅରର ପ୍ରଥମ କାର୍‌ ପୁଣି ପାଇବାକୁ ଚାହୁଁଛନ୍ତି ମାଷ୍ଟର ବ୍ଲାଷ୍ଟର

ମୁମ୍ବାଇ : ଭାରତର ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର ନିଜ ଦକ୍ଷତା ବଳରେ କ୍ୟାରିଅରରେ ବଡ ସଫଳତା ହାସଲ କରିଛନ୍ତି । ସେ ଭାରତର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି । ସଚିନଙ୍କ ପାଖରେ ଅନେକ ଲଜ୍ଜରି ଗାଡି ଅଛି । ସଚିନଙ୍କ ଫରାରି ବହୁତ ଦିନ ଯାଏଁ ଚର୍ଚ୍ଚାରେ ଥିଲା ।
Read More...

ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା : ସଚିନ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା । ସେ ଖେଳକୁ ଠିକରେ ପଢିପାରୁ ଥିଲେ ବୋଲି କହିଛନ୍ତି ମହାନ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍‌ ସଚିନ ତେନ୍ଦୁଲକର । ଧୋନୀ ଗତ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା
Read More...

ଖେଳରତ୍ନ କଠିନ ପରିଶ୍ରମର ସ୍ୱୀକୃତି: ମାରିଆପ୍ପାନ୍‌

ଚେନ୍ନାଇ : ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଯେଉଁ କେତେଜଣଙ୍କ ନାମ ସୁପାରିଶ କରାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ମାରିଆପ୍ପନା ଥାଙ୍ଗାଭେଲୁ । ନାମ ସୁପାରିଶ କରାଯାଇଥିବା ଖବର ପାଇବା ପରେ ମାରିଆପ୍ପାନ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଠିନ ପରିଶ୍ରମ ଓ ନିଷ୍ଠା
Read More...

ମହିଳା ବକ୍ସର ଏଲ୍‌ ସରିତା ଦେବୀ କରୋନା ସଂକ୍ରମିତ

ମୁମ୍ବାଇ : ଭାରତର ମହାମାରୀ କରୋନା ଦିନକୁ ଦିନ ହୁହୁ ହୋଇ ବଢ଼ିଚାଲିଥିବା ବେଳେ ମହିଳା ବକ୍ସର ଏଲ୍‌ ସରିତା ଦେବୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାଁନ୍ତି । ସରିତା ଦେବୀ କରୋନା ସଂକ୍ରମିତ ହୋଇଥିବା କଥା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ତାଙ୍କ ସ୍ୱାମୀ ଚଙ୍ଗଥାମ ଥୋଇବା ସିଂହ ମଧ୍ୟ
Read More...

ଧୋନିଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଦାବି

ନୂଆଦିଲ୍ଲୀ : ଖେଳକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ଓ କ୍ୟାପଟେନ କୁଲ ଭାବେ ବିବେଚିତ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାପରେ ତାଙ୍କର ୭ ନମ୍ବର ଜର୍ସିକୁ ରିଟାୟାର କରିବା ସହ ତାଙ୍କ ପାଇଁ ଫେୟାରୱେଲ ମ୍ୟାଚ ଆୟୋଜନ କରିବାକୁ ଦାବି ହୋଇଛି । ମଧ୍ୟ ପ୍ରଦେଶ
Read More...

ଏଏଫ୍‌ସି ନିଷ୍ପତ୍ତିକୁ ଭାରତୀୟ ଫୁଟବଲ୍‌ ଟିମ୍‌ର ସମର୍ଥନ

ନୂଆଦିଲ୍ଲୀ : ଫିଫା-୨୦୨୨ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ପାଇଁ ଏସିଆନ୍‌ ଫୁଟବଲ୍‌ କନଫେଡେରେସନ (ଏଏଫ୍‌ସି) କାର୍ଯ୍ୟସୂଚୀକୁ ପୁନଃ ନିର୍ଦ୍ଧାରିତ କରିଥିବାରୁ ସେଥିନେଇ ଭାରତୀୟ ପୁରୁଷ ଫୁଟବଲ୍‌ ଟିମ୍‌ ଆଶ୍ୱସ୍ତି ଲାଭ କରିଛି । ଏଏଫ୍‌ସିର ନିଷ୍ପତ୍ତିକୁ ଏହା ସ୍ୱାଗତ
Read More...

ଅଷ୍ଟ୍ରେଲିଆ-ଇଂଲଣ୍ଡ ଦିନିକିଆ ତାରିଖ ଘୋଷଣା

ଲଣ୍ଡନ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ତାରିଖ ଘୋଷଣା କରାଯାଇଛି । ଜୁଲାଇରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ସ୍ଥିତି ସୁଧୁରୁ
Read More...

୬୧୫ ହଜାର ଡଲାରରେ ବିକ୍ରିହେଲା ଜୋଡର଼୍ାନଙ୍କ ଯୋତା

ନ୍ୟୁୟର୍କ: ଜଣାଶୁଣା ବାସ୍କେଟବଲ ତାରକା ମାଇକେଲ୍‌ ଜୋଡର଼୍ାନଙ୍କର ଏକ ହଳ ଯୋତା ରେକଡର଼୍ ୬୧୫ ହଜାର ଡଲାରରେ ବିକ୍ରି ହୋଇଛି । ଏହା ପୂର୍ବରୁ ଆଉଜଣେ ଖେଳାଳିଙ୍କର ଯୋତା ମଧ୍ୟ ଯଥେଷ୍ଟ ଅଧିକ ମୂଲ୍ୟରେ ନିଲାମ ହୋଇଥିଲା । ତେବେ ଯୋଡର଼୍ାନଙ୍କ ଯୋତା ସେହି ରେକଡର଼୍କୁ ଅତିକ୍ରମ କରିଛି । ଏହି
Read More...