Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
୨ରେ ଆଇପିଏଲ୍ ବୈଠକ
ମୁମ୍ବାଇ : ସଂଯୁକ୍ତ ଆରବ ଏମିରେଟ୍ସରେ ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ପାଇଁ ବିସିସିଆଇ ଓ ଏମିରେଟ୍ସ କ୍ରିକେଟ୍ ବୋଡର଼୍ ଜୋରସୋରରେ ଲାଗିପଡ଼ିଛନ୍ତି । ଆସନ୍ତା ଅଗଷ୍ଟ ୨ ତାରିଖରେ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକ ବସିବ । ଏଥିରେ ଟୁର୍ଣ୍ଣାମେଣ୍ଟର ଖେଳସୂଚୀକୁ ଚୂଡ଼ାନ୍ତ ରୂପରେଖ!-->…
Read More...
Read More...
କ୍ୱାରେଣ୍ଟାଇନ୍ ରହିବା ଜାଣି ଟୁର୍ଣ୍ଣାମେଣ୍ଟରୁ ଓହରିଲେ ହାଲେପ୍
ରୋମ : କରୋନା ଭାଇରସ୍ ଲକ୍ଡାଉନ୍ର ୫ ମାସ ପରେ ଯେ କୌଣସି ବିଭାଗରେ ପ୍ରଥମ ଟେନିସ ଟୁର୍ଣ୍ଣାମେଣ୍ଟ ଇଟାଲୀର ସିସିଲିସ୍ଥିତ ପାଲେର୍ମୋରେ ଅଗଷ୍ଟ ୩ରୁ ଖେଳାଯିବ । ମହିଳା ବିଭାଗରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ବିଶ୍ୱର ନଂ-୨ ଖେଳାଳି ତଥା ଡିଫେଣ୍ଡିଂ ୱିମ୍ବଲଡନ ଚାମ୍ପିଅନ୍!-->…
Read More...
Read More...
ଆଇପିଏଲ୍ ପାଇଁ ବିସିସିଆଇ ଓ ଇସିବିର ପ୍ରସ୍ତୁତି ଆରମ୍ଭ
ଦୁବାଇ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଚଳିତ ବର୍ଷର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଚୂଡ଼ାନ୍ତ ହୋଇଯିବା ପରେ ଏ ନେଇ ଏମିରେଟ୍ସ କ୍ରିକେଟ୍ ବୋଡର଼୍ (ଇସିବି) ଓ ବିସିସିଆଇ ସେମାନଙ୍କର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଇତିମଧ୍ୟରେ ବିସିସିଆଇ ସ୍ୱୀକାରପ୍ରାପ୍ତି ଚିଠି!-->…
Read More...
Read More...
ମୁଁ ମ୍ୟାଚ୍ ଖେଳିବାକୁ ମାନସିକ ଭାବେ ପ୍ରସ୍ତୁତ ନାହିଁ
ଓଲ୍ଡ ଟ୍ରାଫୋର୍ଡ : ଇଂଲଣ୍ଡ କ୍ରିକେଟ ଦଳରେ ସାମିଲ ହୋଇଥିବା ବାର୍ବାଡୋସ ଜନ୍ମିତ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଏଠାରେ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟ ମଧ୍ୟ ଖେଳି ନପାରନ୍ତି । ଏହାର କାରଣ ହେଲା ସେ ମାନସିକ ଭାବେ ସୁସ୍ଥ ନାହାନ୍ତି । ପ୍ରୋଟୋକଲ ଭାଙ୍ଗି ଦ୍ୱିତୀୟ!-->…
Read More...
Read More...
ରେସଲିଂ କ୍ୟାମ୍ପ୍ ପାଇଁ ସାଇର ମନୋନିବେଶ
ନୂଆଦିଲ୍ଲୀ : କୋଭିଡ-୧୯ ଭୟାବହତା ପରେ ଏବେ ସ୍ଥିତିରେ ଉନ୍ନତି ଆସୁଛି । ଏହାର ସୁଯୋଗରେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଓ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ ମିଳିତଭାବେ ଟପ୍ ରେସଲରମାନଙ୍କର କ୍ୟାମ୍ପ ଆୟୋଜନ ଲାଗି ମନୋନିବେଶ କରିଛନ୍ତି । ଅଗଷ୍ଟ ପ୍ରଥମ ସପ୍ତାହ ଏହି କ୍ୟାମ୍ପ ଲାଗି!-->…
Read More...
Read More...
ଆଇପିଏଲ୍ ପ୍ରସଙ୍ଗ: ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ବିସିସିଆଇ
ମୁମ୍ବାଇ : ଚଳିତ ବର୍ଷର ଆଇପିଏଲ୍ ସଂଯୁକ୍ତ ଆରବ ଏମିରେଟ୍ସ ବା ୟୁଏଇରେ ହିଁ ହେବ । ଏଥିପାଇଁ ବିସିସିଆଇ ପ୍ରସ୍ତୁତ । ଏ ନେଇ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇ ସାରିଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବା ସବୁଜ ସଂକେତଙ୍କୁ ହିଁ ଅପେକ୍ଷା । ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର!-->…
Read More...
Read More...
ସୁରକ୍ଷିତ ଅଲିମ୍ପିକ୍ସ ପାଇଁ କରୋନା ଟିକା ଜରୁରୀ
ଟୋକିଓ : ଆସନ୍ତା ଟୋକିଓ ଅଲିମ୍ପିକ୍ସକୁ ସୁରକ୍ଷିତ ରଖିବା ଲାଗି ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଅବ୍ୟର୍ଥ କରୋନା ଟିକା ନିହାତି ଆବଶ୍ୟକ । ସଂକ୍ରମଣ ରୋକିବା ପାଇଁ ଟିକାର ଆବଶ୍ୟକତା ଜରୁରୀ । ଖେଳାଳିମାନେ ଯଦି ସୁରକ୍ଷିତ ନରହିବେ, ତେବେ ଅଲିମ୍ପିକ୍ସ ଭଳି ମେଗା କ୍ରୀଡ଼ା କାର୍ଯ୍ୟକ୍ରମ!-->…
Read More...
Read More...
ହାର୍ପରଙ୍କ ସମୟର ତିକ୍ତ ଅନୁଭୂତି ବଖାଣିଲେ ଧୋନି
ନୂଆଦିଲ୍ଲୀ : ଆଇସିସିର ପୂର୍ବତନ ଅମ୍ପାୟାର ଡାରିନ୍ ହାର୍ପର ଏକଦା ଏକ ଟୁର୍ଣ୍ଣାମେଣ୍ଟ ବେଳେ ଭାରତୀୟ ଖେଳାଳିମାନଙ୍କ ସହିତ କିଭଳି ଭୂମିକା ଗ୍ରହଣ କରିଥିଲେ ସେ ନେଇ ମହେନ୍ଦ୍ର ସିଂ ଧୋନି ଏବେ କିଛି ଚମକପ୍ରଦ କଥା ପ୍ରକାଶ କରିଛନ୍ତି । ୨୦୧୧ ମସିହାରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ବେଳେ ସଚିନ୍!-->…
Read More...
Read More...
ଅଷ୍ଟ୍ରେଲିଆରେ ସଙ୍ଗରୋଧରେ ରହିବ ଟିମ୍ ଇଣ୍ଡିଆ
ମେଲବର୍ଣ୍ଣ : ଆସନ୍ତା ଡିସେମ୍ବରରେ ଅଷ୍ଟ୍ରେଲିଆରେ ଭାରତ ଏକ ଟେଷ୍ଟ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଦୃଷ୍ଟିରୁ ଅଷ୍ଟ୍ରେଲିଆ କ୍ୱାରେଣ୍ଟାଇନ୍ ପାଳନକୁ ଅଧିକ ଗୁରୁତ୍ୱ ଦେଉଛି । ଭାରତୀୟ ଖେଳାଳିମାନେ ଏହି ଗସ୍ତରେ ଆସିଲେ ଟୁର୍ଣ୍ଣାମେଣ୍ଟ!-->…
Read More...
Read More...
ଭାରତ ପୁଣି ରେକଡର଼୍ ଅଲିମ୍ପିକ୍ ପଦକ ହାସଲ କରିପାରିବ
ନୂଆଦିଲ୍ଲୀ : ଭାରତ ଚାରି ଦଶନ୍ଧି ତଳେ ଅଲିମ୍ପିକ୍ସରେ ହକିରେ ଯେଭଳି ରେକଡର଼୍ ପଦବୀ ହାସଲ କରି ଗୌରବ ଆଣି ପାରିଥିଲା, ତାହାକୁ ପୁଣି ଦୋହରାଇ ପାରିବ । ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ମନପ୍ରୀତ୍ ସିଂ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ସେହି ରେକଡର଼୍କୁ ଦୋହରାଇବାରେ!-->…
Read More...
Read More...