Browsing Category

ଖେଳ

ୟୁଏଇରେ ହୋଇପାରେ ଆଇପିଏଲ୍

ନୂଆଦିଲ୍ଲୀ : ସୋମବାର ବୈଠକରେ ଆଇସିସି ଚଳିତ ବର୍ଷର ଟି-୨୦ ବିଶ୍ୱକପ୍କୁ ବାତିଲ୍ କରିଦେବା ପରେ ଏବର୍ଷ ଆଇପିଏଲ୍ ଆୟୋଜନ କରାଯିବା ଲାଗି ପଥ ପରିଷ୍କାର ହୋଇଯାଇଛି । ଆଇସିସିର ଏହି ନିଷ୍ପତ୍ତି ପରଠାରୁ ବିସିସିଆଇ ଏ ଦିଗରେ ଅଧିକ ଉତ୍ସାହିତ ହୋଇପଡ଼ିଛି । ବର୍ଷ ଶେଷ ଆଡ଼କୁ ସଂଯୁକ୍ତ ଆରବ
Read More...

ଚୋରା କାଠ ରଖି ଅଡୁଆରେ ଅର୍ଜୁନ ପୁରସ୍କାର ବିଜେତା

କୋଲ୍କାତା : ଅର୍ଜୁନ ପୁରସ୍କାର ବିଜେତା ତଥା ଗତ ୨୦୧୮ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତର ପ୍ରମୁଖ ହେପ୍ଟାଥଲନ୍ ପ୍ରତିଯୋଗୀ ସ୍ୱପ୍ନା ବର୍ମନ୍ଙ୍କ ବାସଭବନ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗର ଜଲପାଇଗୁଡ଼ିକସ୍ଥିତ ସ୍ୱପ୍ନାଙ୍କ ବାସଭବନରେ
Read More...

ଜାତୀୟ କ୍ରୀଡ଼ା ଶିବିର ନିଶ୍ଚୟ ହେବ

ନୂଆଦିଲ୍ଲୀ : ଆଥଲେଟ୍ମାନଙ୍କ ପାଇଁ ନ୍ୟାସନାଲ୍ କ୍ୟାମ୍ପ ବା ଜାତୀୟ କ୍ରୀଡ଼ା ଶିବିର ନିଶ୍ଚୟ ଆୟୋଜନ ହେବ । ଏହାକୁ ବାତିଲ୍ କରାଯିବ ନାହିଁ କି ବିଳମ୍ବିତ ମଧ୍ୟ କରାଯିବ ନାହିଁ । ଅଲିମ୍ପିକ୍କୁ ଆଖି ଆଗରେ ରଖି ସରକାର ଏଭଳି ସ୍ଥିର କରିଛନ୍ତି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍
Read More...

ସେପ୍ଟେମ୍ବରରେ ଆଇପିଏଲ୍ !

ମୁମ୍ବାଇ : ଆସନ୍ତା ସେପ୍ଟେମ୍ବର ମାସରେ ଆଇପିଏଲ୍ ଆୟୋଜନ ପାଇଁ ବିସିସିଆଇ ଯୋଜନା ପ୍ରସ୍ତୁତ କରିଛି । ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ କରିବା ଲାଗି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏହି କାର୍ଯ୍ୟସୂଚୀ ଅନୁଯାୟୀ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୮ରେ ଶେଷ ହେବ । ଅର୍ଥାତ୍ ୪୪ ଦିନ ଧରି
Read More...

ବିଡବ୍ଲୁଏଫ୍ ସମ୍ବିଧାନରେ ପରିବର୍ତ୍ତନ

ନୂଆଦିଲ୍ଲୀ : ବ୍ୟାଡମିଣ୍ଟନ ବିଶ୍ୱ ଫେଡେରେସନ (ବିଡବ୍ଲୁଏଫ୍) ତା'ର ସମ୍ବିଧାନରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିଛି । ଏହାର ସଭାପତିଙ୍କ କାର୍ଯ୍ୟକାଳକୁ ଚାରି ବର୍ଷରେ ସୀମିତ ରଖାଯାଇଛି । ତା'ସହିତ ପରିଷଦରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପୁରୁଷ ଓ ମହିଳାଙ୍କ ପ୍ରତିନିଧିତ୍ୱକୁ ନେଇ ସଂଶୋଧନ
Read More...

ନିଜ ପଦବୀରୁ ଇସ୍ତଫା ଦେଲେ ସବା କରିମ୍

ମୁମ୍ବାଇ : ବିସିସିଆଇର ଜେନେରାଲ୍ ମ୍ୟାନେଜର (କ୍ରିକେଟ୍ କାର୍ଯ୍ୟ ପରିଚାଳନା) ପଦରୁ ସବା କରିମ୍ ଇସ୍ତଫା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ୨୦୧୭ ଡିସେମ୍ବର ମାସରେ କରିମ୍ ଏହି ଦାୟିତ୍ୱ ଗ୍ରହଣ କରିଥିଲେ
Read More...

ଆସନ୍ତକାଲି ଆଇସିସି ବୈଠକ: ଟି-୨୦ ବିଶ୍ୱକପ୍ ବାତିଲ୍ ଘୋଷଣା ସମ୍ଭାବନା

ଦୁବାଇ : ଆସନ୍ତାକାଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୋଡର଼୍ର ଭର୍ଚୁଆଲ୍ ବୈଠକ ବସୁଛି । ବିଭିନ୍ନ ଦୃଷ୍ଟିକୋଣରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ର ଭବିଷ୍ୟତ ନେଇ ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଆଇସିସି ବିଶ୍ୱକପ୍କୁ
Read More...

କାଶିଫ୍ଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ : ସମ୍ପ୍ରତି ପାକିସ୍ତାନ ଟିମ୍ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ୱର୍ସେଷ୍ଟର୍ଠାରେ ରହିଥିବା ବେଳେ ଦଳ ସହ ସ୍ପିନର୍ କାଶିଫ୍ ଭଟ୍ଟି ଯୋଗଦେଇଛନ୍ତି । ପୂର୍ବରୁ ୩୩ ବର୍ଷୀୟ ଖେଳାଳି ଜଣକ ତୃତୀୟ ବ୍ୟାଚ୍ରେ ଇଂଲଣ୍ଡରେ ପହଞ୍ଚିବା ପରେ ତାଙ୍କର ନମୁନା
Read More...

ଦୀର୍ଘ ୧୪ ବର୍ଷ ପରେ ମନର କ୍ଷୋଭ କଥା କହିଲେ ଗାଙ୍ଗୁଲି

କୋଲକାତା: ୨୦୦୭ରେ ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ଦୁଃଖଦ ଅନୁଭୂତି ପାଇଥିଲେ । ସେହିବର୍ଷ ବିପୁଳ ସ୍କୋର କରିଥିଲେ ମଧ୍ୟ ସେ ଜାତୀୟ ଦିନିକିଆ ଦଳରୁ ବାଦ୍ ପଡ଼ିଥିଲେ । କାହିଁକି ବାଦ୍ ପଡ଼ିଥିଲେ ତାହା ମଧ୍ୟ ବୁଝିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ଦୀର୍ଘ ୧୪ ବର୍ଷର
Read More...

ନତାଶା ସେୟାର କଲେ ବେବି ବମ୍ପ ଫଟୋ, ହାର୍ଦ୍ଦିକଙ୍କୁ ଦେଲେ ଏହି ଖାସ୍ ମେସେଜ୍‌

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ୍ ପାଣ୍ଡ୍ୟା ଏକ ଖୁସି ଖବର ଜଣାଇଥିଲେ । ହାର୍ଦ୍ଦିକ ଜଣାଇଥିଲେ ଯେ, ସେ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏହାପରେ ତାଙ୍କୁ ବହୁ କ୍ରିକେଟର ଓ ସମର୍ଥକ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏବେ ହାର୍ଦ୍ଦିକଙ୍କ
Read More...