Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ପିଲାବେଳେ ଶୁଣିପାରୁନଥିଲେ, ଏବେ ଦୋକାନ ଚଳାଉଛନ୍ତି ଏହି କ୍ରିକେଟର : ଦିନେ ସଚିନଙ୍କୁ ଘାଇଲା କରୁଥିଲେ
ନୂଆଦିଲ୍ଲୀ : ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ କୁହାଯାଏ । ସେ ତାଙ୍କ ସମୟରେ ବହୁ ନାମୀଦାମୀ ବୋଲରଙ୍କୁ ସାମ୍ନା କରିଛନ୍ତି । ଅଷ୍ଟ୍ରେଲିଆ ସ୍ପିନର ସେନ ୱାର୍ଣ୍ଣଙ୍କ ସ୍ୱପ୍ନରେ ମଧ୍ୟ ସଚିନ ଆସିଥାନ୍ତି ବୋଲି ଶୁଣାଯାଏ । କିନ୍ତୁ ଜିମ୍ବାୱେର ରଏ ପ୍ରାଇସ୍ ସଚିନଙ୍କୁ ଲଗାତାର ୩ଥର!-->…
Read More...
Read More...
୩ ନମ୍ବରରେ ବ୍ୟାଟିଂ କରିଥିଲେ ଅନେକ ରେକଡର଼୍ କରିପାରିଥାନ୍ତେ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଜଗତର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନୀ ଜଣେ । ସେ ନିଜର ଚତୁରତା ଓ ଦକ୍ଷତା ନେଇ ସବୁବେଳେ ପ୍ରଶଂସାର ପାତ୍ର ହୋଇଥାନ୍ତି । ଧୋନୀଙ୍କ ଅଧିନାୟକତ୍ୱ ସମୟରେ ଭାରତ ଟେଷ୍ଟରେ ୧ ନମ୍ବର, ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ(୨୦୦୭), ଦିନିକିଆ!-->…
Read More...
Read More...
ଭାରତର ଜିମ୍ବାୱେ ଗସ୍ତ ବାତିଲ୍
ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଯୋଗୁଁ ଭାରତର ଜିମ୍ବାୱେ ଗସ୍ତକୁ ବିସିସିଆଇ ବାତିଲ୍ କରିଛି । ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । କରୋନା ସଂକ୍ରମଣ ପାଇଁ କ୍ରିକେଟରମାନଙ୍କର ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ମଧ୍ୟ ଅନୁମତି ମିଳିନାହିଁ । ଶ୍ରୀଲଙ୍କା କ୍ରିକେଟ୍ ଦିନକ!-->…
Read More...
Read More...
ଖୁବ୍ଶୀଘ୍ର ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ !
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପ୍ରଶଂସକ ଶୀଘ୍ର ନିଜ ପସନ୍ଦର ଖେଳାଳିଙ୍କୁ ପୁଣି ଥରେ ପଡିଆରେ ଖେଳୁଥିବା ଦେଖିବାକୁ ପାଇବେ । ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ । ଏହି ଗସ୍ତରେ ଦଳ ସୀମିତ ଓଭର ଶୃଙ୍ଖଳା ଖେଳିବ । ସଂପ୍ରତି କରୋନା ଭାଇରସ୍ କାରଣରୁ!-->…
Read More...
Read More...
ଲି’ ସବୁଠୁ କଷ୍ଟସାଧ୍ୟ ବୋଲର୍: ରୋହିତ
ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମା ତାଙ୍କ ବଡ଼ ବଡ଼ ଶଟ୍ ସକାଶେ ହିଟ୍ମ୍ୟାନ୍ ଭାବେ ପରିଚିତ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ ନିକଟରେ ତାଙ୍କର ୩୩ତମ ଜନ୍ମଦିନ ପାଳିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟ୍ରେ ସମ୍ମୁଖୀନ ହୋଇଥିବା ବୋଲର୍ଙ୍କ ମଧ୍ୟରୁ!-->…
Read More...
Read More...
ନ୍ୟୁଜିଲ୍ୟାଣ୍ଡରେ ଅଧିକାଂଶ କଟକଣା କୋହଳ ହେଲା
ୱିଲିଙ୍ଗଟନ : ନ୍ୟୁଜିଲ୍ୟାଣ୍ଡ ସରକାର ଦେଶରେ ପୂର୍ବରୁ ଜାରି ହୋଇଥିବା ଲକ୍ଡାଉନ୍ କଟକଣାକୁ ବହୁମାତ୍ରାରେ କୋହଳ କରିଦେଇଛନ୍ତି । ଲକ୍ଡାଉନ୍ ଯୋଗୁଁ ଷ୍ଟାଡ଼ିୟମଗୁଡ଼ିକ ବନ୍ଦ ରହିଥିଲା । ସବୁ ପ୍ରକାର ମ୍ୟାଚ୍ ସ୍ଥଗିତ ରହିଥିଲା । ତେବେ ସୋମବାର ଷ୍ଟାଡ଼ିୟମ ଖୋଲିବା ପାଇଁ ଅନୁମତି ଦିଆଯିବା ସହ!-->…
Read More...
Read More...
ସାମାଜିକ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଜୋଫ୍ରାଙ୍କ ଆହ୍ୱାନ
ଲଣ୍ଡନ : ଆମେରିକାରେ ଜଣେ କୃଷ୍ଣକାୟ ନାଗରିକ ପୁଲିସ୍ର ବର୍ବର କାର୍ଯ୍ୟ ଦ୍ୱାରା ପ୍ରାଣ ହରାଇବା ଘଟଣା କେବଳ ସାଧାରଣ ଜନତା ନୁହେଁ, ସମଗ୍ର କ୍ରୀଡ଼ା ଜଗତକୁ ମଧ୍ୟ ଆନ୍ଦୋଳିତ କରିଛି । ବହୁ କ୍ରୀଡ଼ା ବ୍ୟକ୍ତିତ୍ୱ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହା ବିରୋଧରେ ଅନ୍ତର୍ଜାତୀୟସ୍ତରୀୟ!-->…
Read More...
Read More...
କୋହଲିଙ୍କ ସହ ଖେଳି ନିଜକୁ ଭାଗ୍ୟବାନ ମନେ କରୁଛି
ମୁମ୍ବାଇ : ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତକୁ ଏବେ ଏକ ଦଳଗତ ଆଲୋଚନା ବେଳେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅଧିକାଂଶ ସମୟରେ ମୁଁ ତାଙ୍କର ବ୍ୟାଟିଂକୁ ଅତି ନିକଟରୁ ନିରୀକ୍ଷଣ କରିଥାଏ । ତାଙ୍କ ସହ!-->…
Read More...
Read More...
ପିଚ୍କୁ କାହାକୁ ସୁହାଇଲା ଭଳି କରାଯିବା ଅନୁଚିତ୍: ଦଲଜୀତ୍
ନୂଆଦିଲ୍ଲୀ : ପିଚ୍ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଓ ସ୍ୱାଭାବିକ ହେବା ଉଚିତ୍ । କାହାକୁ ଆଖିଆଗରେ ରଖି ଏହାକୁ ପ୍ରସ୍ତୁତ କରାଯିବା ଠିକ୍ ନୁହେଁ । ସ୍ପିନର, ପେସର ଏପରିକି ବ୍ୟାଟ୍ସମ୍ୟାନ୍ ହୁଅନ୍ତୁନା କାହିଁକି, କାହାକୁ ବି ସୁହାଇଲା ଭଳି ପିଚ୍ ପ୍ରସ୍ତୁତ କରାଯିବା ଆଦୌ ଏକ ଉଚିତ୍ କାର୍ଯ୍ୟ!-->…
Read More...
Read More...
ପାଣ୍ଡ୍ୟାଙ୍କ ସପକ୍ଷରେ ଚାପେଲ୍ଙ୍କ ମତ
ସିଡନୀ : ଆଗକୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ୍ ନେଇ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟ୍ ବ୍ୟକ୍ତିତ୍ୱ ୟାନ୍ ଚାପେଲ୍ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଚାପେଲ୍ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଏକ ଦକ୍ଷ ଟେଷ୍ଟ ଦଳ । ନିଜ ମାଟିରେ ଅଷ୍ଟ୍ରେଲିଆ ଖେଳିବାକୁ!-->…
Read More...
Read More...