Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବୁମରା ଖେଳିବେ ଏସିଆ କପ୍, ସମ୍ଭାବ୍ୟ ଭାରତୀୟ ଦଳରେ ରହିଛନ୍ତି ଏହି ସବୁ ଖେଳାଳି
ନୂଆଦିଲ୍ଲୀ। ଏସିଆ କପ୍ 2025 ଆସନ୍ତା ମାସ 9 ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଏଥର UAEର ଦୁଇଟି ସହର - ଦୁବାଇ ଏବଂ ଆବୁଧାବିରେ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରାଯାଇ ନାହିଁ। ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଭାରତୀୟ ଦଳ!-->…
Read More...
Read More...
ଏସିଆ କପ୍ ଦଳରୁ ବାଦ ପଡ଼ିପାରନ୍ତି ଏହି 5 ଜଣ ଖେଳାଳି
ନୂଆଦିଲ୍ଲୀ- ଆଗାମୀ ମାସ ଅର୍ଥାତ୍ ସେପ୍ଟେମ୍ବରରେ ଏସିଆ କପ୍ 2025 ଆରମ୍ଭ ହେବାକୁ ଯାଉଛି, ଯାହାର କାର୍ଯ୍ୟସୂଚୀ ପ୍ରକାଶିତ ହୋଇସାରିଛି। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର 9 ରୁ ଆରମ୍ଭ ହେବ, ଯାହା ପାଇଁ ଦଳଗୁଡ଼ିକ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତଥାପି, ଟିମ୍ ଇଣ୍ଡିଆ!-->…
Read More...
Read More...
ରୋହିତଙ୍କ ପରେ ଦିନିକିଆ ଅଧିନାୟକ କିଏ ? ଏହି ଖେଳାଳି ସବୁଠୁ ଆଗରେ
ନୂଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଏହା ପରେ, ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ, ସେ ଟେଷ୍ଟକୁ ମଧ୍ୟ ଅଲବିଦା କହିଥିଲେ। ଏପରି ପରିସ୍ଥିତିରେ, ଶୁଭମନ ଗିଲଙ୍କୁ ଟେଷ୍ଟ ଦଳର ନେତୃତ୍ୱ!-->…
Read More...
Read More...
କଲେଜ ଫି’ ଦେବାକୁ ଟଙ୍କା ନଥିଲା… ମେଧାବୀ ଛାତ୍ରୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ପନ୍ତ, କୃତଜ୍ଞତା…
ନୂଆଦିଲ୍ଲୀ। ଭାରତୀୟ କ୍ରିକେଟର ରିଷଭ ପନ୍ତ କର୍ଣ୍ଣାଟକର ଏକ ଛୋଟ ଗାଁର ଜଣେ ମେଧାବୀ ଛାତ୍ରୀ ଜ୍ୟୋତି କାନାବୁର ମଠଙ୍କୁ ସାହାଯ୍ୟ କରି ନିଜର ମହାନତା ଦେଖାଇଛନ୍ତି । ସେ କ୍ରିକେଟ୍ ପଡିଆରେ କେବଳ ହିରୋ ନୁହଁନ୍ତି ବାହାରେ ମଧ୍ୟ ଜଣେ ହିରୋ ବୋଲି ନିଜକୁ ପ୍ରମାଣିତ କରିଛନ୍ତି । ଜ୍ୟୋତି!-->…
Read More...
Read More...
ପ୍ରକାଶ ପାଇଲା ଆଇସିସି ଟେଷ୍ଟ ରାଙ୍ଗିଙ୍ଗ୍ ; ବୋଲିଂରେ ଶୀର୍ଷରେ ବୁମରାହ, ପଞ୍ଚମ ସ୍ଥାନରେ ଜୟସ୍ବାଲ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ 2-2 ରେ ଡ୍ରରେ ଶେଷ ହୋଇଥିଲା ଏବଂ ଏହି ସିରିଜ୍ ପରେ, ଆଇସିସି ପୁଣି ଥରେ ସଦ୍ୟତମ ରାଙ୍କିଙ୍ଗ ଅପଡେଟ୍ ଜାରି କରିଛି। ଏଥର ଆଇସିସି ରାଙ୍କିଙ୍ଗରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।ଦଳର ଯୁବ ଓପନର ଯଶସ୍ୱୀ ଜୟସ୍ବାଲ ପୁରୁଷ!-->…
Read More...
Read More...
ଖୁବଶୀଘ୍ର ଏସିଆ କପ୍ ପାଇଁ ହୋଇପାରେ ଭାରତୀୟ ଦଳ ଘୋଷଣା, ଏହି ତିନି ଖେଳାଳି ଖେଳିବା ପକ୍କା !
ନୂଆଦିଲ୍ଲୀ: ଏସିଆ କପ୍ 2025 ସେପ୍ଟେମ୍ବର 9 ରୁ ଆରମ୍ଭ ହେବାକୁ ଯାଉଛି, ଯାହା ପାଇଁ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରାଯାଇ ନାହିଁ। ଆଶା କରାଯାଉଛି ଯେ ଏହି ମାସର ତୃତୀୟ ସପ୍ତାହ ସୁଦ୍ଧା ଦଳ ଘୋଷଣା କରାଯିବ।ଟେଷ୍ଟ ଅଧିନାୟକ ଗିଲ୍ ଏବଂ ଯଶସ୍ୱୀ ଜୟସୱାଲ ଭାରତର ଶେଷ କିଛି ଟି-20 ମ୍ୟାଚ୍!-->…
Read More...
Read More...
ସରିଲା ଟିମ୍ ଇଣ୍ଡିଆର ଇଂଲଣ୍ଡ ମିଶନ, ଜାଣନ୍ତୁ ପୁଣି କେବେ ପଡିଆକୁ ଫେରିବେ ଭାରତୀୟ ଦଳ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର 5-ଟେଷ୍ଟ ବିଶିଷ୍ଟ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ସିରିଜ୍ 2-2 ଡ୍ର ସହିତ ଶେଷ ହୋଇଛି।ଓଭାଲ୍ ଟେଷ୍ଟରେ 6 ରନରେ ଐତିହାସିକ ବିଜୟ ହାସଲ କରି ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିଛି ଏବଂ ଏବେ ପ୍ରଶଂସକମାନେ ଜାଣିବାକୁ!-->…
Read More...
Read More...
ଆସନ୍ତୁ ଜାଣିବା ଭାରତର ବିଜୟ ପରେ କିଏ କ’ଣ କହିଲେ
ନୂଆଦିଲ୍ଲୀ। ଲାଗୁଥିବା ଭାରତ ଶେଷ ମ୍ୟାଚ୍ ହାରିଯିବ, କିନ୍ତୁ ଶେଷରେ ତାହାକୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଭୁଲ ସାବ୍ୟସ୍ତ କରିଥିଲେ । ଉଭୟଙ୍କ ଅଗ୍ନିବର୍ଷୀ ବୋଲିଂ ଜରିଆରେ ଇଂଲଣ୍ଡକୁ ଅଲଆଉଟ୍ କରିବା ସହ ମ୍ୟାଚକୁ ରୋମାଞ୍ଚକର ଭାବେ 6 ରନରେ ବିଜୟୀ କରାଇଥିଲେ ।ଏହା ପରେ,!-->…
Read More...
Read More...
ମୁଁ ଆତ୍ମହତ୍ୟା ଚିନ୍ତା କରୁଥିଲି : ୟୁଜଭେନ୍ଦ୍ର ଚହଲ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଦୀର୍ଘ ସମୟ ଧରି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଅଛନ୍ତି। ଏହି ବର୍ଷ ଆରମ୍ଭରେ, ତାଙ୍କର ଏବଂ ତାଙ୍କ ପତ୍ନୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କର ମଧ୍ୟ ଛାଡପତ୍ର ହୋଇଥିଲା। ପ୍ରାୟ 5 ବର୍ଷ ଧରି ଏକାଠି ରହିବା ପରେ ଉଭୟ ସେମାନଙ୍କ!-->…
Read More...
Read More...
କେଏଲ ରାହୁଲଙ୍କୁ ମିଳିଲା ବଡ ଦାୟିତ୍ବ
ଓଭାଲ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନର ଐତିହାସିକ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଶେଷ ମ୍ୟାଚ ପାଇଁ, ଭାରତୀୟ ଦଳ ଏହାର ପ୍ଲେଇଂ ୧୧ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି, ଏବଂ ଜଣେ ନୂତନ ଉପ-ଅଧିନାୟକଙ୍କ ନାମ ମଧ୍ୟ ଘୋଷଣା କରିଛି।!-->…
Read More...
Read More...