Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଅକ୍ଟୋବରରୁ ଦେଶରେ କ୍ରୀଡା ପ୍ରତିଯୋଗିତା ନେଇ ଆଶା ରଖିଛନ୍ତି ବାତ୍ରା
ନୂଆଦିଲ୍ଲୀ : କରୋନା ଭଳି ମହାମାରୀ ଯୋଗୁଁ ଖାଲି ଭାରତ ନୁହେଁ, ସାରା ବିଶ୍ୱରେ ଏବେ କ୍ରୀଡ଼ା ଭଳି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ କ୍ରୀଡା ପ୍ରତିଯୋଗିତା ଫେରିବା ଉଚିତ୍ ବୋଲି ମତ ଦେଇଛନ୍ତି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ନରିନ୍ଦର ବାତ୍ରା!-->…
Read More...
Read More...
ବିସ୍ଫୋରକ ଭର୍ତ୍ତି ସପୁରୀ ଖୁଆଇ ହାତୀକୁ ମାରିବା ଘଟଣା: କ୍ରୀଡ଼ା ଜଗତରେ ତୀବ୍ର ପ୍ରତିକ୍ରିୟା
ନୂଆଦିଲ୍ଲୀ : କେରଳରେ ଏକ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଘଟଣା ଦେଶରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି କରିଛି । ଏପରିକି କ୍ରୀଡ଼ା ଜଗତ ମଧ୍ୟ ଏହାକୁ ଅତି କଡ଼ା ଭାଷାରେ ନିନ୍ଦା କରିଛି । ବିଭିନ୍ନ କ୍ରୀଡ଼ାର ବହୁ ବିଶିଷ୍ଟ ଖେଳାଳି ଓ କ୍ରୀଡ଼ାବିତ୍ ଏଭଳି କାର୍ଯ୍ୟ!-->…
Read More...
Read More...
ବିଦେଶରେ ହୋଇପାରେ ଆଇପିଏଲ୍
ନୂଆଦିଲ୍ଲୀ : ଆଇପିଏଲ୍କୁ ନେଇ ବର୍ତ୍ତମାନ ସମସ୍ତେ ଚିନ୍ତିତ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଓ ବିଭିନ୍ନ ଦେଶର କ୍ରିକେଟର ସାମିଲ୍ ହେଉଥିବାରୁ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହାକୁ ନେଇ ଖୁବ୍ ବ୍ୟସ୍ତ । କରୋନା ଭାଇରସ ସଂକ୍ରମଣ ଏବଂ ଲକ୍ଡାଉନ୍ ଯୋଗୁଁ ଆଇପିଏଲ୍କୁ ସ୍ଥଗିତ ରଖାଯାଇଛି । କେବେ!-->…
Read More...
Read More...
ଘରୋଇ ଶୁଟିଂ ଇଭେଣ୍ଟ ବାତିଲ୍ ନହେବା ନେଇ ସଂଘ ଆଶାବାଦୀ
ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍ଡାଉନ୍ ଯୋଗୁଁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ସ୍ଥଗିତ ଓ ବାତିଲ୍ ହୋଇଛି । ଚଳିତ ବର୍ଷ ହେବାକୁ ଥିବା କେତେକ କ୍ରୀଡ଼ା କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲେ ବି ଯଥାଶୀଘ୍ର ଆରମ୍ଭ ହେବା ନେଇ କ୍ରୀଡ଼ା ସଂଗଠନମାନେ ଆଶାବାଦୀ ଅଛନ୍ତି । ଏହି କ୍ରମରେ!-->…
Read More...
Read More...
ଜାତୀୟ କ୍ରୀଡ଼ା ପୁରସ୍କାର ଆବେଦନପତ୍ର ଦାଖଲ ତାରିଖ ୨୨କୁ ଘୁଞ୍ଚିଲା
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନପତ୍ର ଦାଖଲ କରିବାର ସମୟସୀମାକୁ ବଢ଼ାଇ ଦେଇଛନ୍ତି । ଏହାକୁ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଆଥଲେଟ୍ମାନେ ଏଣିକି ଆବେଦନ କରିବାର ପର୍ଯ୍ୟାପ୍ତ ସୁଯୋଗ!-->…
Read More...
Read More...
ଅର୍ଜୁନ ପୁରସ୍କାର ଚୟନ ନେଇ ଅସନ୍ତୁଷ୍ଟ ପ୍ରଣୟ
ନୂଆଦିଲ୍ଲୀ : ଅର୍ଜୁନ ପୁରସ୍କାର ଚୟନ ଲାଗି ଯେଭଳି ନୀତି ଅବଲମ୍ବନ କରାଯାଉଛି, ସେଥିନେଇ ଖେଳାଳି ଏଚ୍ଏସ୍ ପ୍ରଣୟ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏଭଳି କେତେକ ଖେଳାଳିଙ୍କୁ ମନୋନୀତ କରାଯାଇଛି, ଯେଉଁମାନେ କି ଗୋଟିଏ ହେଲେ ବି ପ୍ରତିଯୋଗିତା ଜିତିନାହାନ୍ତି ।!-->…
Read More...
Read More...
ଅସହାୟଙ୍କୁ ଖାଦ୍ୟ ଓ ମାସ୍କ ବାଣ୍ଟିଲେ ସାମି
ନୂଆଦିଲ୍ଲୀ : ଲକ୍ଡାଉନ୍ ଯୋଗୁଁ ଅସୁବିଧାରେ ଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ ସାମି । ଲକ୍ଡାଉନ୍ ସମୟରେ ବର୍ତ୍ତମାନ କୌଣସି କ୍ରିକେଟ୍ କାର୍ଯ୍ୟକ୍ରମ ନାହିଁ । ତେଣୁ ସେ ଏହି କାମକୁ ଲୋକଙ୍କ ସେବାରେ ନିୟୋଜିତ କରିଥିଲେ । ଉତ୍ତରପ୍ରଦେଶର ବିଭିନ୍ନ!-->…
Read More...
Read More...
ଜାତିଆଣ ମନ୍ତବ୍ୟକୁ ନେଇ ବିବାଦରେ ଯୁବରାଜ
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ଯୁବରାଜ ସିଂ ଏବେ ତାଙ୍କର ଏକ ଜାତିଆଣ ମନ୍ତବ୍ୟକୁ ନେଇ ଅଡୁଆରେ ପଡ଼ିଛନ୍ତି । ମଙ୍ଗଳବାର ତାଙ୍କର ଏକ ଭିଡ଼ିଓ କ୍ଲିପ୍ ସୋଶିଆଲ୍ ମିଡ଼ିଆରେ ଦେଖିବାକୁ ମିଳିଥିଲା । ସେହି ଭିଡ଼ିଓରେ ରୋହିତ ଶର୍ମା ମଧ ଥିଲେ । ସେଥିରେ ଯୁବରାଜ ଜୁଜୁଭେନ୍ଦ୍ର ଚହଲଙ୍କ!-->…
Read More...
Read More...
ଦୀର୍ଘଦିନ ପରେ ପଡ଼ିଆକୁ ଫେରିଲେ ହକି ଟିମ୍
ନୂଆଦିଲ୍ଲୀ : ଦୀର୍ଘ ୭୦ ଦିନର ବ୍ୟବଧାନ ପରେ ହକି ଖେଳାଳିମାନେ ଷ୍ଟାଡ଼ିୟମକୁ ଫେରିଛନ୍ତି । ଭାରତୀୟ ହକି ଟିମ୍ର ସଦସ୍ୟମାନେ ଷ୍ଟାଡ଼ିୟମରେ ଖୁବ୍ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା । ସେମାନେ ସାମାଜିକ ଦୂରତା ନିୟମ ପାଳନ କରି ଅଭ୍ୟାସ କରିଥିଲେ । ମାର୍ଚ୍ଚ ୨୫ ତାରିଖରୁ ଲକଡାଉନ୍ ଜାରି!-->…
Read More...
Read More...
ଚାପ ସମ୍ଭାଳିବାରେ ରୋହିତ ଓସ୍ତାଦ: ଲକ୍ଷ୍ମଣ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରେ ବର୍ତ୍ତମାନ ସମୟରେ ରୋହିତ ଶର୍ମା ଜଣେ ଅନ୍ୟତମ ସବୁଠୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ । ଚାପ ମୂଳକ ସ୍ଥିତିରେ ଖେଳକୁ କିପରି ସାମ୍ନା କରାଯାଇପାରିବ ସେ କୌଶଳ ତାଙ୍କୁ ଭଲ ଭାବରେ ଜଣା । ତାଙ୍କର ଏହି କ୍ଷମତା ଓ ଦକ୍ଷତା ତାଙ୍କୁ ଜଣେ ସଫଳ କ୍ରିକେଟର ଓ!-->…
Read More...
Read More...