Browsing Category

ଖେଳ

ଜାଡେଜା ଫିଲ୍ଡିଂ ଉପରେ ମତ ରଖିଲେ ଆର୍ ଶ୍ରୀଧର

ମ୍ବାଇ : ମୋ ମତରେ ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟରେ ରବୀନ୍ଦ୍ର ଜାଡ଼େଜା ସବୁଠୁ ଶ୍ରେଷ୍ଠ ଫିଲ୍ଡର । ଭାରତର ଫିଲ୍ଡିଂ ବିଭାଗକୁ ସୁଦୃଢ଼ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଏଭଳି ମତ ଦେଇଛନ୍ତି ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର । ଏପରିକି ଅଧିନାୟକ ବିରାଟ କୋହଲି ମଧ୍ୟ ଅନୁରୂପ ମତ
Read More...

ଘରୋଇ କ୍ରୀଡ଼ା ଆୟୋଜନ ଉପରେ ଶାସ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ : ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ । ଦେଶଗୁଡ଼ିକ ଚାହିଁଲେ ସୁଚିନ୍ତିତ ଯୋଜନା ଆଧାରରେ ପୁଣି ଖେଳ କାର୍ଯ୍ୟକ୍ରମ ଆରମ୍ଭ କରିପାରିବେ । ତେବେ ସେମାନେ ଅନ୍ତର୍ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ବଦଳରେ ବର୍ତ୍ତମାନର ସମୟରେ କେବଳ ଘରୋଇ
Read More...

ବଲବୀର ସିଂଙ୍କୁ ପୁଣି ହୃଦ୍‌ଘାତ

ଚଣ୍ଡୀଗଡ଼ : ହକି କିମ୍ବଦନ୍ତୀ ବଲବୀର ସିଂ (ସିନିୟର)ଙ୍କୁ ପୁଣି ହୃଦ୍‌ଘାତ ହୋଇଛି । ସେ ଦୁଇଥର ହୃଦ୍‌ଘାତରେ ଶିକାର ହୋଇଥିବାର ଜଣାପଡ଼ିଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ଜଣାପଡ଼ିଛି । ତାଙ୍କ ନାତି କବିର ଏହି ସୂଚନା ଦେଇଛନ୍ତି । ତିନିଥର ଅଲିମ୍ପିକ୍ ପଦକ ଜିତିଥିବା ବଲବୀରଙ୍କୁ
Read More...

କୋହଲି ଓ ସଚିନ୍‌ଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ଜାଣନ୍ତୁ

କରାଚୀ : ବିରାଟ କୋହଲି ଓ ସଚିନ୍ ତେନ୍ଦୁଲକର ଦୁଇଜଣ ମହାନ୍ କ୍ରିକେଟର । ନିଜ ନିଜ କ୍ଷେତ୍ରରେ ସେମାନେ ସଫଳ । କିନ୍ତୁ ଏହି ଦୁଇ ତାରକା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଖେଳ ବେଳେ କିଏ କ'ଣ କହିଲେ କୋହଲି କ୍ରୋଧ ସମ୍ବରଣ କରିପାରନ୍ତି ନାହିଁ ଏବଂ ଚଟାପଟ ଚିଡ଼ିଯାଆନ୍ତି ।
Read More...

ସୌରଭ ଗାଙ୍ଗୁଲିଙ୍କୁ ହୁସେନ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଇଂଲଣ୍ଡର ପୂର୍ବତନ ସ୍କିପର ନାସିର୍ ହୁସେନ୍ ଏକ ସାକ୍ଷାତକାର ଅବସରରେ ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତକୁ ଏକ ସୁଦୃଢ଼ ଓ ଦକ୍ଷ ଦଳରେ ପରିଣତ କରିବା ପଛରେ ଯେଉଁମାନଙ୍କର ନିଷ୍ଠାପର ଅବଦାନ
Read More...

ଟେଷ୍ଟ କ୍ରିକେଟ୍‌କୁ ନେଇ ଚାପେଲ୍ କହିଲେ ଏପରି କଥା

ଣ୍ଡୀଗଡ଼ : ବିଶ୍ୱ କ୍ରିକେଟ୍ ବିଶେଷତଃ ଟେଷ୍ଟ ଫର୍ମାଟ ଯଦି ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି, ତାହା କେବଳ ଭାରତ ପାଇଁ । କ୍ରିକେଟରେ ଭାରତ ତଥା ବିସିସିଆଇ ଯେଭଳି ଅର୍ଥ ଖର୍ଚ୍ଚ କରୁଛି ଅନ୍ୟ କୌଣସି କ୍ରିକେଟ୍ ଦେଶ ସେହିଭଳି ଭାବରେ ବିନିଯୋଗ କରୁନାହାନ୍ତି । ଭାରତ ପାଖରେ ପ୍ରଚୁର ପଇସା ଅଛି ।
Read More...

ହାଡ଼ କିପରି ଭାଙ୍ଗିଲା ବଖାଣିଲେ ଚହଲ

ନୂଆଦିଲ୍ଲୀ ଲେଗ୍ ସ୍ପିନର ଜୁଜୁବେନ୍ଦ୍ର ଚହଲ ଏକ ବିଚିତ୍ର ଅନୁଭୂତି ଭିତରେ ଗତି କରୁଛନ୍ତି । ବର୍ତ୍ତମାନ ଲକ୍‌ଡାଉନ୍ ଯୋଗୁଁ ଘରେ ଆବଦ୍ଧ ହୋଇ ରହୁଛନ୍ତି । ଏହି ସମୟରେ ଆଙ୍ଗୁଠି ଓ ବଳାଗଣ୍ଠି ବ୍ୟାୟାମ କରୁଛନ୍ତି । ନିକଟରେ ଏଭଳି ବ୍ୟାୟାମ ପାଇଁ ସେ ଏକ ଓଦା ଟାୱେଲ୍ ଚିପୁଡିଥିଲେ ।
Read More...

ବାତିଲ୍ ହେଲା ମହିଳା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ କାରଣରୁ ୨୦୨୧ ମହିଳା ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟକୁ ବାତିଲ୍ କରିଦିଆଯାଇଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଏହି ନିଷ୍ପତ୍ତି ଗ୍ରହଣ କରିଛି । ଏହାଛଡ଼ା ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍‌-୨୦୨୨ର
Read More...

ହରପ୍ରୀତ୍‌ଙ୍କୁ ଛଟପଟ କରାଉଛି କରୋନା

ରାୟପୁର : ରଣଜୀ କ୍ରିକେଟର ଅନ୍ୟତମ ଜଣାଶୁଣା ଚେହେରା ହେଉଛନ୍ତି ଛତିଶଗଡ଼ ସ୍କିପର ହରପ୍ରୀତ୍ ସିଂ ଭାଟ୍ଟିଆ । ପ୍ରତି ରଣଜୀ ସିଜିନ୍ ପରେ ସେ ସାଧାରଣତଃ ଇଂଳଣ୍ଡ ଯାଇ କ୍ଲବ କ୍ରିକେଟ୍ ଖେଳିଥାନ୍ତି । ସେଠାରୁ ଫେରିବା ପରେ ଦେଶ ଭିତରେ ଛୋଟମୋଟ ଟୁର୍ଣ୍ଣାମେଣ୍ଟ ଖେଳି ବେଶ୍ କିଛି ପୁରସ୍କାର ତଥା
Read More...

ଭିନ୍ନ ଢଙ୍ଗରେ ମାତୃତ୍ୱ ଦିବସ ପାଳିଲେ କ୍ରୀଡ଼ା ତାରକା

ନୂଆଦିଲ୍ଲୀ : ରବିବାର ୧୦ ତାରିଖ ବିଶ୍ୱ ମାତୃତ୍ୱ ଦିବସ ସାରା ବିଶ୍ୱରେ ପାଳିତ ହୋଇଛି; କିନ୍ତୁ ଏବର୍ଷ ସଂପୂର୍ଣ୍ଣ ନିଆରା ଢଙ୍ଗରେ ପାଳନ କରାଯାଇଛି । ଏବେ ସମଗ୍ର ବିଶ୍ୱରେ କରୋନା ଭାଇରସର ତାଣ୍ଡବ ଚାଲିଛି । ସମସ୍ତେ ନିଜ ନିଜ ଘରେ ଆବଦ୍ଧ । ତେବେ ସେଲିବ୍ରିଟିମାନଙ୍କ ମଧ୍ୟରୁ ଅଧିକାଂଶ
Read More...