Browsing Category

ଖେଳ

କରୋନା ମଧ୍ୟରେ ଆମକୁ ଖେଳିବାକୁ ପଡ଼ିବ: ଗମ୍ଭୀର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ନିୟନ୍ତ୍ରଣ ହେଲା ପରେ ମଧ୍ୟ କ୍ରିକେଟ୍ ନିୟମ ଓ ବ୍ୟବସ୍ଥାରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବ ବୋଲି ଲାଗୁ ନାହିଁ । କରୋନା ବିପଦ ମଧ୍ୟରେ ହିଁ ଆମକୁ ବଞ୍ଚିବାକୁ ହେବ ଏବଂ ଖେଳିବାକୁ ପଡ଼ିବ । ସବୁ ଖେଳାଳି ଏବଂ ପ୍ରତ୍ୟେକ ବ୍ୟକ୍ତି ଏହାକୁ ମନ ଭିତରେ ଧାରଣ
Read More...

ଆଇପିଏଲ୍ ହେବା ନେଇ ମନରେବି ଚିନ୍ତା କରନ୍ତୁ ନାହିଁ: ସାମି

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣ ହେବ, ନହେବ ଏଭଳି ଦ୍ୱନ୍ଦ୍ୱରେ ଖେଳାଳି, ଆୟୋଜକ, କ୍ରୀଡ଼ାପ୍ରେମୀ ରହିଛନ୍ତି । କିନ୍ତୁ ଆଜି ଭାରତୀୟ ପେସର ମହମ୍ମଦ ସାମି ଯିଏକି ପଞ୍ଜାବ ଏକାଦଶ ପାଇଁ ଖେଳିବା ପାଇଁ ୪.୮ କୋଟିରେ କ୍ରୟ ହୋଇଛନ୍ତି
Read More...

ନୂତନ କୌଶଳକୁ ଆପଣାଇବା ଉପରେ ପେସ୍‌ଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ : ନିଜକୁ ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରଖିବା ପାଇଁ କରୋନା ଲକ୍‌ଡାଉନ୍ ସମୟରେ ନୂତନ କୌଶଳ ଶିଖିବା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଭାରତୀୟ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ଗୁରୁତ୍ୱାରୋପ କରିଛନ୍ତି । ପ୍ରଶିକ୍ଷକଙ୍କ ପାଇଁ ସର୍ବଭାରତୀୟ ଟେନିସ୍ ସଂଘ (ଏଆଇଟିଏ)
Read More...

ସୋହେବଙ୍କ ମୁଖରେ ସଲମନ୍‌ଙ୍କ ପ୍ରଶଂସା

କରାଚୀ: ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ବିବେଚିତ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋହେବ ଅଖତର ଏବେ ଭାରତର କ୍ରୀଡ଼ା ଜଗତର ବିଭିନ୍ନ ସମସ୍ୟା, ବିଭିନ୍ନ ବକ୍ତବ୍ୟରେ ଭାଗ ନେଇ ନିଜକୁ ଜଣେ ସଚ୍ଚା ପ୍ରଶଂସକ ଭାବେ ବିବେଚନା କରୁଛନ୍ତି । ଗତକାଲି ଭାରତ ପାଇଁ ବୋଲିଂ କୋଚ୍ ହୋଇ ଭାରତରେ ଶହ ଶହ
Read More...

ବୋଲିଂ କୋଚ୍ ଦାୟିତ୍ୱ ଦେଲେ ଭାରତରେ ଏକାଧିକ ବୋଲର ସୃଷ୍ଟି କରିପାରିବି

ଇସଲାମାବାଦ :ପାକିସ୍ତାନର ପୂର୍ବତନ ପେସର୍ ଶୋଏବ୍ ଅଖ୍‌ତର ଭାରତୀୟ ଦଳର ବୋଲିଂ କୋଚ୍ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏକ ସୋସିଆଲ୍ ନେଟ୍‌ୱର୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମରେ ଅଖତର କହିଛନ୍ତି ଯେ ପେସର୍ ଭାବେ ସେ ସବୁବେଳେ ଯୁବପିଢ଼ି ବୋଲର୍‌ଙ୍କ ସହ ତାଙ୍କ ଜ୍ଞାନ ବାଣ୍ଟିବା ସକାଶେ
Read More...

ବିପଦ ବେଳେ ପଡ଼ନ୍ତି ଖୋଜା ଏହି ଖେଳାଳି

ନୂଆଦିଲ୍ଲୀ: ଟେଷ୍ଟ ହେଉ କି ଦିନିକିଆ ଧୈର୍ଯ୍ୟର ସହ ଖେଳି ନିଜ ନାମକୁ "ଦ ୱାଲ୍‌' ଭାବେ ବିବେଚିତ କରିଥିବା ରାହୁଲ ଦ୍ରାବିଡ଼ଙ୍କ ପରେ ଭାରତୀୟ ଟିମ୍‌ରେ ଆଉଜଣେ ତାଙ୍କରି ଭଳି ଧୈର୍ଯ୍ୟଶୀଳ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଦଳରେ ବିପଦ ବେଳେ ଡକରା ପଡ଼ିଥାନ୍ତି ବୋଲି '୧୦୦ ଆୱାର୍ସ ୧୦୦
Read More...

ଧୋନିଙ୍କୁ କପି କରିବା ଅସମ୍ଭବ

ନୂଆଦିଲ୍ଲୀ : ଧୋନିଙ୍କ ଭଳି ମହାନ୍ ବ୍ୟାଟ୍ସମ୍ୟାନ୍ ଓ ୱିକେଟ୍ କିପରି ତାଙ୍କର ବ୍ୟାଟିଂ ଶୈଳୀ ଓ ଅନ୍ୟାନ୍ୟ ନୀତିକୁ କପି କରିବା ଅସମ୍ଭବ ବୋଲି ବର୍ତ୍ତମାନର ଯୁବ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ସେ ଅର୍ନ୍ତଜାତୀୟ ମ୍ୟାଚରେ
Read More...

ପିସିବି ଉପରେ ବର୍ଷିଲେ ଆସିଫ୍‌

କରାଚୀ : ପାକିସ୍ତାନ କ୍ରିକେଟ୍ ବୋର୍ଡ଼ର ନୀତି ନେଇ ଦ୍ରୁତ ବୋଲର ମହମ୍ମଦ ଆସିଫ୍ ବୋର୍ଡ଼ ଉପରେ ପ୍ରବଳ ବର୍ଷିଛନ୍ତି । ନିଜ ପ୍ରତିକ୍ରିୟାରେ ଆସିଫ୍ କହିଛନ୍ତି ଯେ, ପ୍ରତ୍ୟେକ ଖେଳାଳି କିଛିନା କିଛି ଭୁଲ୍ କରିଥାନ୍ତି ଓ କରୁଛନ୍ତି ମଧ୍ୟ । ମୁଁ ମଧ୍ୟ ଭୁଲ୍ କରିଛି । ତେବେ ଭୁଲ୍ କରିଥିବା ଅନ୍ୟ
Read More...

କରୋନା ମୁକାବିଲା ପାଇଁ ୨୦ ଲକ୍ଷ ଦେଲା ମହିଳା ହକି ଟିମ୍‌

ବେଙ୍ଗାଲୁର : କରୋନା ବିରୋଧରେ ସରକାର ଏବଂ ବେସରକାରୀ ବ୍ୟକ୍ତିବିଶେଷ ତଥା ସଂଗଠନ ଲଢ଼ୁଥିବା ବେଳେ କ୍ରୀଡ଼ା ଜଗତ ମଧ୍ୟ ସାଧ୍ୟମତେ ସହାୟତା ପାଇଁ ଆଗେଇ ଆସିଛି । ଏହି କ୍ରମରେ ଭାରତୀୟ ମହିଳା ହକି ଟିମ୍ ଏକ ପ୍ରଶଂସନୀୟ ପ୍ରୟାସ କରିଛି । କରୋନା ମୁକାବିଲା ପାଇଁ ସାହାଯ୍ୟ ସ୍ୱରୂପ ହକି ଟିମ୍ ୨୦
Read More...

ଟି-୨୦ ବିଶ୍ୱକପ୍ ନେଇ ବ୍ରିଟିଶ୍ କ୍ରିକେଟର ଜେସନ୍ ଦେଲେ ଏପରି ମତ

ଲଣ୍ଡନ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ଅନ୍ୟତମ ବିଶ୍ୱସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଟି-୨୦ ବିଶ୍ୱକପ୍‌କୁ ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏହା ହେବ କି ନହେବ ସେଥିନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଇଂଲଣ୍ଡର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଜେସନ୍
Read More...