Browsing Category

ଖେଳ

ଏସିଆ କପ୍ ଖେଳିପାରିବେନି ପନ୍ତ, ଏହି ଖେଳାଳିଙ୍କ ଭାଗ୍ୟ ଚମକିବ

ନୂଆଦିଲ୍ଲୀ- ଚଳିତ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ବିପର୍ଯ୍ୟୟ ହେଉଛି ରିଷଭ ପନ୍ତଙ୍କ ଆଘାତ। ପନ୍ତଙ୍କ ପାଦ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ତଥାପି, ପ୍ରଥମ ଇନିଂସରେ ଆହତ ସତ୍ତ୍ବେ ଖେଳିବାକୁ ବାଧ୍ୟ କରାଯାଇଥିଲା। ବିସିସିଆଇ ମଧ୍ୟ
Read More...

ଆହତ ପନ୍ତଙ୍କୁ ନେଇ ଆସିଲା ବଡ ଖବର, ବିସିସିଆଇ ଦେଲା ବଡ ଅପଡେଟ୍

ନୂଆଦିଲ୍ଲୀ-ଭାରତୀୟ ପୁରୁଷ ଦଳ ଏବେ ଇଂଲଣ୍ଡରେ 5ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଏଥିରେ ଦଳ 2-1ରେ ପଛୁଆ ଥିବା ବେଳେ ଗତକାଲିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟ ଭାରତ ପାଇଁ ବେଶ୍ ଗୁରୁତ୍ବ ବହନ କରୁଛି । ଦଳ ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଛି । ଦଳ ପ୍ରଥମରୁ ଭଲ
Read More...

ଯଶସ୍ବୀ ଜୟସ୍ବାଲଙ୍କ ନାମରେ ଯୋଡିହେଲା ଏହି ସବୁ ରେକର୍ଡ

ମାଞ୍ଚେଷ୍ଟର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଇତିହାସ ସୃଷ୍ଟି କରିଛନ୍ତି। ଜୟସ୍ବାଲ ଏକ ଚମତ୍କାର
Read More...

ଅବସର ନେଲେ ଆଣ୍ଡ୍ରେ ରସେଲ, ଇଣ୍ଡିଜ୍ ବୋର୍ଡ ଦେଲା ସ୍ବତନ୍ତ୍ର ଉପହାର

ଜାମାଇକା: ୩୭ ବର୍ଷୀୟ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କୁ ଆଉ କେବେ ୱେଷ୍ଟଇଣ୍ଡିଜ ଜର୍ସିରେ ଦେଖିବାକୁ ମିଳିବ ନାହିଁ। ସେ ୨୨ ଜୁଲାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଯେଉଁଠାରେ ରସେଲ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହା ସତ୍ତ୍ୱେ, ତାଙ୍କ ଦଳ ତାଙ୍କୁ ବିଜୟ ସହିତ
Read More...

ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଇଂଲଣ୍ଡ ଘୋଷଣା କଲା ପ୍ଲେଇଙ୍ଗ୍ ଇଲେଭେନ

ଲଣ୍ଡନ: ୨୩ ଜୁଲାଇରୁ ଖେଳାଯିବାକୁ ଥିବା ଭାରତ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ପାଇଁ ଇଂଲଣ୍ଡ ପ୍ଲେଇଂ ୧୧ ଘୋଷଣା କରିଛି। ଇଂଲଣ୍ଡ ସୋଏବ ବଶିରଙ୍କ ସ୍ଥାନରେ ଲିଆମ ଡସନ୍‌ଙ୍କୁ ସୁଯୋଗ ଦେଇଛି। ଡସନ୍ ୧୦୨ ଟେଷ୍ଟ ପରେ ଦଳକୁ ଫେରିଛନ୍ତି। ସେ ୨୦୧୭ ପରଠାରୁ ଇଂଲଣ୍ଡ
Read More...

ଆହତ ସମସ୍ୟା ନେଇ ଚିନ୍ତାରେ ଭାରତ, ବାଦ୍ ପଡିଲେ ନୀତିଶ ରେଡ୍ଡି

ନୂଆଦିଲ୍ଲୀ। ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଏକ ପ୍ରକାର ଶନିଦଶା ପଡିଛି । ସିରିଜରେ ପୂର୍ବରୁ 1-2 ପଛରେ ଥିବା ଭାରତୀୟ ଦଳର ଆଘାତ ସମସ୍ୟା ନେଇ ଚିନ୍ତାରେ ପଡିଛି । ଦଳର 4 ଜଣ ଖେଳାଳି ବର୍ତ୍ତମାନ ଆଘାତ ସହିତ ସଂଘର୍ଷ କରୁଛନ୍ତି।ଏଥିରେ ୱିକେଟକିପର ବ୍ୟାଟସମ୍ୟାନ୍ ରିଷଭ ପନ୍ତ,
Read More...

ଅନ୍ତର୍ଜାତୀୟ ଚେସ ଦିବସ ପାଳିତ : ଅଗଷ୍ଟ ୧୪ରୁ ବୌଦ୍ଧରେ ରାଜ୍ୟ ସ୍ତରୀୟ ଚେସ ଚାମ୍ପିୟାନସିପ

ବୌଦ୍ଧ, ୨୦/୭:- ବୌଦ୍ଧ ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲରେ ଅନ୍ତର୍ଜାତୀୟ ଚେସ ଦିବସ ପାଳିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅଲ ଓଡିଶା ଚେସ ଆସୋସିଏସନ ଉପ ସଭାପତି ତଥା ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ରଙ୍କ
Read More...

ଦେଶଠାରୁ ବଡ କିଛି ନୁହେଁ, ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରିଲେ ଧାୱନ ; ରଦ୍ଦ ହେଲା ମ୍ୟାଚ୍

ନୂଆଦିଲ୍ଲୀ- ଏବେ ଚାଲିଛି ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ । ଏଥିରେ ଭାରତ ଓ ପାକିସ୍ତାନ ଭାଗ ନେଇଛନ୍ତି । କିନ୍ତୁ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବାକୁ ନାରାଜ ହେବାରୁ ଆଜି ହେବାକୁ ଥିବା ମ୍ୟାଚକୁ ରଦ୍ଦ କରାଯାଇଛି । ଏହି ଖେଳାଳିଙ୍କ ମଧ୍ୟରେ ଶିଖର ଧାୱନଙ୍କ
Read More...

ସାହାଣୀ କପ : କେନ୍ଦୁଝର-ଯାଜପୁର ମ୍ୟାଚ ଡ୍ର , ଆରଏସପି ୪-୩ ଗୋଲରେ ବିଜୟୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଣ୍ଟର ତୃତୀୟ ଦିବସର ଖେଳ ଅନୁଷ୍ଠିତ
Read More...

ଚତୁର୍ଥ ଟେଷ୍ଟରୁ କରୁଣ ନାୟାରଙ୍କ କଟିବ ପତା ! ଏହି ଯୁବ ବ୍ୟାଟସମ୍ୟାନଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ- କରୁଣ ନାୟାରଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଇଥିଲା କିନ୍ତୁ ସେ ଏହାର ଫାଇଦା ଉଠାଇପାରିଲେ ନାହିଁ। ଚତୁର୍ଥ ଟେଷ୍ଟ ପାଇଁ ଭାରତର ପ୍ଲେଇଂ ଇଲେଭେନରେ ତାଙ୍କ ସ୍ଥାନ ମିଳିବା ସମ୍ଭାବନା କମ୍ ।ଆଠ ବର୍ଷ ପରେ ଟିମ୍ ଇଣ୍ଡିଆ ପାଇଁ ପ୍ରତ୍ୟାବର୍ତ୍ତନ କରୁଥିବା କରୁଣ ନାୟାର ତାଙ୍କର ୬
Read More...