Browsing Category

ଖେଳ

ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପଛରେ ବିଦେଶୀ ଖେଳାଳି !

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୨ ରେ ବିଫଳ ହେବାର କାରଣ ବିଦେଶୀ ଖେଳାଳି ବୋଲି କହିଲେ ଭୁଲ ହେବନାହିଁ । ଆଇପିଏଲର ୧୫ ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଚାରିଟି ମ୍ୟାଚ୍‌ ହାରିଛି । ଏହି ଚାରୋଟି
Read More...

ଚିନ୍ତାରେ ବିସିସିଆଇ : କମୁଛି ଟିଭି ରେଟିଂ

ନୂଆଦିଲ୍ଲୀ: ଆଇପିଏଲ ପ୍ରତିଯୋଗୀତା ଆଗକୁ ବଢୁଥିବାବେଳେ ବିସିସିଆଇକୁ ଏକ ଝଟକା ଲାଗିଛି । ଆଇପିଏଲର ଏହି ସିଜିନରେ ଦୁଇଟି ଦଳର ବୃଦ୍ଧି ସହିତ, ବିସିସିଆଇ ଏବଂ ଅଫିସିଆଲ୍‌ ବ୍ରଡକାଷ୍ଟର୍‌ ଆଶା କରିଥିଲେ ଯେ ମ୍ୟାଚ୍‌ ଅଧିକ ରୋମାଞ୍ଚକର ହେବ, କିନ୍ତୁ ବର୍ତ୍ତମାନ ଆଶା ବଦଳୁଛି । ବିସିସିଆଇ ଆଶା
Read More...

କନିଷ୍ଠ ମହିଳା ହକି ବିଶ୍ୱକପ : ସେମିଫାଇନାଲରେ ଭାରତ

ଭୁବନେଶ୍ୱର : ଏଫଆଇଏଚ ହକି ମହିଳା ଜୁନିୟର ବିଶ୍ୱକପ୍‌ରେ ସେମିଫାଇନାଲରେ ପହଞ୍ଚିଛି । ଭାରତ ଶୁକ୍ରବାର ଦକ୍ଷିଣ କୋରିଆକୁ ୩-୦ ଗୋଲରେ ପରାସ୍ତ କରି ଏହି ପର୍ଯ୍ୟାୟରେ ପହଞ୍ଚିଛି । ଏକ ଦଳ ଭାବରେ ଖେଳିବା ଏବଂ କ୍ୱାର୍ଟର ଫାଇନାଲ ମୁକାବିଲାରେ ସେମାନଙ୍କ ସଂରଚନାକୁ ବଜାୟ ରଖିବାରେ ଭାରତୀୟ
Read More...

ଆଇପିଏଲରେ ଏହି ଯୁବ ଖେଳାଳିଙ୍କୁ ପ୍ରଥମ ଥର ପାଇଁ ମିଳିଛି ନେତୃତ୍ୱ ଦାୟିତ୍ୱ

ନୂଆଦିଲ୍ଲୀ: ଆଜି ଆଇପିଏଲର ୧୬ତମ ମ୍ୟାଚ୍‌ ପଞ୍ଜାବ କିଙ୍ଗସ୍‌ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ବ୍ରାବର୍ନ ଷ୍ଟାଡିୟମରେ ଖେଳାଯାଇଛି । ଆଇପିଏଲର ଏହି ସଂସ୍କରଣରେ ଗୁଜୁରାଟ ଟାଇଟାନ୍ସ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରୁଛି । ଗୁଜୁରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରିଛି ।
Read More...

ଋଷଭ ପନ୍ତଙ୍କୁ ଜରିମାନା, ଜାଣନ୍ତୁ କେତେ?

ମୁମ୍ବାଇ : ଗତକାଲି ଆଇପିଏଲ-୧୫ର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷେ୍ନା÷÷ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ସୁପର ଜିଆଣ୍ଟସ ୬ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ସିଜିନରେ ତୃତୀୟ ବିଜୟ ହାସଲ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ଏହି
Read More...

ସୋନପୁର ପ୍ରିମିୟର ଲିଗ, ମଣ୍ଟୁ ୱାରିୟର୍ସ ବିଜୟୀ

ସୁବର୍ଣ୍ଣପୁର: ସୋନପୁର ସ୍ଥିତ ଗାନ୍ଧୀ ପଡିଆରେ ଚାଲିଥିବା ସୋନପୁର ପ୍ରିମିୟର ଲିଗର ପଞ୍ଚମ ମ୍ୟାଚ ମଣ୍ଟୁ ୱାରିୟର୍ସ ଓ ଟିମ ସମଲେଶ୍ୱରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ମଣ୍ଟୁ ୱାରିୟର୍ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟରେ ବିଶାଳ ୨୧୩ ରନ ସଂଗ୍ରହ
Read More...

ମାସକୁ ୮୦ ଲକ୍ଷରୁ ଅଧିକ ଟଙ୍କା ନିଅନ୍ତି ଏହି ଖେଳାଳିଙ୍କ ଗାର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ,୭/୪: କ୍ରିଷ୍ଟିଆନୋ ରୋନାଲ୍‌ଡୋ କ୍ରୀଡ଼ାପ୍ରେମୀଙ୍କ ପ୍ରଥମ ପସନ୍ଦ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । କିନ୍ତୁ ଏଥର ତାଙ୍କର ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜ୍‌ଙ୍କୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଏକ
Read More...

ଭାରତକୁ ଜୟସୁରିୟାଙ୍କ ପ୍ରଶଂସା

କଲମ୍ବୋ: ଶ୍ରୀଲଙ୍କା ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଏହାକୁ ଯଥା ସମ୍ଭବ ସହଯୋଗ କରିବାରେ ଲାଗିଛି ଭାରତ । ସଙ୍କଟ ବେଳେ ସହଯୋଗର ହାତ ବଢାଇଥିବାରୁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିୟା ଭାରତକୁ ବଡ ଭାଇର ଆଖ୍ୟା ଦେଇ ପ୍ରଶଂସା କରିଛନ୍ତି । ଏଥିସହ ଭାରତ ସମେତ ସବୁ
Read More...

ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେବାକୁ ଥିବା ଜେଇଇମେନ୍ ସେସନ୍-୧ ଓ ସେସନ୍-୨ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥାକ୍ରମେ ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଉକ୍ତ ଦୁଇ ସେସନ୍ ପରୀକ୍ଷା ଜୁନ୍ ଓ ଜୁଲାଇ
Read More...

ନିଲାମ ହେବ ମାରାଡୋନାଙ୍କ ଜର୍ସି

ଲଣ୍ଡନ,୬ ।୪: ବିଶ୍ୱ ଫୁଟବଲ ଜଗତର ମହାନ ଖେଳାଳି ଡିଏଗୋ ମାରୋଡୋନାଙ୍କ ଜର୍ସିର ଖୁବ୍‌ ଶୀଘ୍ର ନିଲାମ ହେବ । ଅନଲାଇନରେ ନିଲାମ ହେବ ତାଙ୍କର ଜର୍ସି । ମାରାଡୋନା ୧୯୮୬ ୱାର୍ଲଡ କପ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ପିନ୍ଧିଥିଲେ ଏହି ଜର୍ସି । ଏହାକୁ ପ୍ରଥମ
Read More...