Browsing Category

ଖେଳ

ହକି ପାଇଁ ଦିଆଯାଇଥିବା ଅର୍ଥର ଦୁରୁପଯୋଗ ; ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ହକି ଇଣ୍ଡିଆକୁ ଦିଆଯାଇଥିବା ପାଣ୍ଠିର ଦୁରୁପଯୋଗ କରିଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏସନ୍‌ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା । ଏହି ଅଭିଯୋଗରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ହକି ଇଣ୍ଡିଆର ବିକାଶ ଓ ଖେଳାଳିମାନଙ୍କର ଉନ୍ନତି
Read More...

ଆଇପିଏଲ-୧୫ : ଆଜି କେକେଆରକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ : ଆଇପିଏଲର ସବୁଠାରୁ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଲିଗ୍‌ ର ୧୫ ତମ ସିଜନରେ ନିଜର ପ୍ରଥମ ବିଜୟ ସନ୍ଧାନରେ ରହିଛି । ପାଞ୍ଚ ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୨ ରେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍‌ ଖେଳିଛି ଏବଂ ଉଭୟରେ ପରାଜୟର ସମ୍ମୁଖୀନ ହୋଇଛି ।
Read More...

ଅବସର ନେଲେ ଟେଲର : ପାଇଲେ ଗାର୍ଡ ଅଫ ଅନର

ନୂଆଦିଲ୍ଲୀ,୪/୪: ଏକାଧିକ ମ୍ୟାଚରେ ନିଜ ଦଳର ବିଜୟରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିବା ନ୍ୟୁଜିଲାଣ୍ଡର ଭେଟେରାନ ବ୍ୟାଟର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ନେଦରଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ତୃତୀୟ ମ୍ୟାଚ ଥିଲା ତାଙ୍କର ଶେଷ ମ୍ୟାଚ । ଏହି ମ୍ୟାଚରେ ଆର୍ଯ୍ୟନ
Read More...

ଆଜମଙ୍କ ଆଉ ଏକ କୀର୍ତ୍ତିମାନ : କୋହଲିଙ୍କୁ ପଛରେ ପକାଇଲେ,ଗାଙ୍ଗୁଲିଙ୍କ ସମକକ୍ଷ ମଧ୍ୟ ହେଲେ

ଲାହୋର: ପାକିସ୍ତାନ କ୍ରିକେଟ୍‌ ଦଳର ଅଧିନାୟକ ବାବର ଆଜମ ନିଜ ନାମରେ ଆଉ ଏକ ଉପଲବ୍ଧି ଲିପିବଦ୍ଧ କରିଛନ୍ତି । ଅଷ୍ଟ୍ରଲିଆ ବିପକ୍ଷରେ ଲଗାତାର ଶତକ ଅର୍ଜନ କରି ନିଜ ଦଳକୁ ୨-୧ରେ ଦିନିକିଆ ଶୃଙ୍ଖଳା ବିଜୟୀ କରାଇବା ସହ ବ୍ୟକ୍ତିଗତ ଭାବେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି ସେ । ଏହି କ୍ରମରେ
Read More...

ସୋନପୁର ପ୍ରିମିୟର ଲିଗ-୨୦୨୨: ବଗଳା ୱାରିୟରସ ବିଜୟୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ପଡିଆରେ ଚାଲିଥିବା ସୋନପୁର ପ୍ରିମିୟର ଲିଗର ଆଜିର ମ୍ୟାଚ ବଗଳା ୱାରିୟରସ ଓ ମଣ୍ଟୁ ୱାରିୟରସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଗଳା ୱାରିୟରସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୯ ଉଇକେଟ
Read More...

ଫିଟ୍‌ ଇଣ୍ଡିଆ କୁଇଜ୍‌: ଓଡିଶାରୁ ଜିତିଲେ କନିଷ୍କ ଓ ହ୍ୱିପ୍‌ କୁମାର

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଏଖ ଖଉସି ଖବର । ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି । ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ । ରାଜ୍ୟ
Read More...

ରାଜ୍ୟସ୍ତରୀୟ କବାଡି ଚମ୍ପିୟନସିପରେ କଟକ ଚମ୍ପିୟନ

ପୁରୀ : ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପର ପୁରୁଷ ବିଭାଗ ଫାଇନାଲ ମ୍ୟାଚ ଢେଙ୍କାନାଳ ଓ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କଟକ (୨୭ ପଏଣ୍ଟ) ଚମ୍ପିୟନ ହୋଇଥିବା ବେଳେ ଢେଙ୍କାନାଳ (୧୬ ପଏଣ୍ଟ) ରନର୍ସଅପ ହୋଇଛି । ଅନ୍ୟପକ୍ଷରେ ସେମି ଫାଇନାଲରେ କଟକ (୩୪ ପଏଣ୍ଟ) ଠାରୁ
Read More...

ପୂର୍ବାଞ୍ଚଳ ଜାତୀୟ ଆଇସ ଷ୍ଟୋକ ଚାମ୍ପିୟନସିପରେ ନବରଙ୍ଗପୁରକୁ ସଫଳତା

ନବରଙ୍ଗପୁର:କଲିକତାଠାରେ ଅନୁଷ୍ଠିତ ତୃତୀୟ ଜାତୀୟ ପୂର୍ବାଞ୍ଚଳ ଆଇଷ୍ଟକ ଚାମ୍ପିୟନସିପ ୨୦୨୨ ପ୍ରତିଯୋଗିତାରେ ବିଭନ୍ନ ରାଜ୍ୟର ଖେଳାଳିମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଓଡିଶାର ମୋଟ ପଚିଶଗୋଟି ପଦକ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ଖେଳାଳିମାନେ ନଅ ଗୋଟି ସ୍ୱର୍ଣ୍ଣ, ତିନିଗୋଟି ରୋପ୍ୟ ଓ
Read More...

ସୋନପୁର ପ୍ରିମିୟର ଲିଗ-୨୦୨୨ ଉଦଘାଟିତ

ସୁବର୍ଣ୍ଣପୁର :ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଉଦଘାଟିତ ହୋଇଯାଇଛି ସୋନପୁର ପ୍ରିମିୟର ଲିଗ । ସୋନପୁର ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ନାଇସେଟ କିଙ୍ଗସ ସମଲେଶ୍ୱରୀ ଟିମ ବିରୁଦ୍ଧରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଟିମ ସମଲେଶ୍ୱରୀ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୯ରନ
Read More...

ଚିତାବାଘ ପରି ଡେଇଁ ଭାନୁକାଙ୍କୁ ରନଆଉଟ କଲେ ମାହି

ମୁମ୍ବାଇ,୩/୪: ବୟସ ୪୦,କିନ୍ତୁ ଦମ୍‌ ଚିତାବାଘ ଭଳି । ଟିକେ ବି ଥକ୍କାପଣ ନାହିଁ । ସେ ହେଲେ ଚେନ୍ନାଇ ସୁୁପରକିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଆଜି ଅନୁଷ୍ଠିତ ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ମ୍ୟାଚରେ ଧୋନିଙ୍କୁ ଏଭଳିଭାବରେ ଦେଖିବାକୁ ମିଳିଥିଲା । ସେ ଏଭଳିଭାବରେ
Read More...