Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଡାଇମଣ୍ଡ ଲିଗ : ରୌପ୍ୟ ଜିତିଲେ ନୀରଜ
ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟ ସ୍ବର୍ଣ୍ଣ ପଦକ ଜିତିବା ପରେ ଡାଇମଣ୍ଡ ଲିଗରେ ୮୯.୯୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ!-->…
Read More...
Read More...
ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କଲା ଭାରତ
ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ପ୍ରଥମ ଟି-୨୦ ପାଇଁ ଗୋଟିଏ ଦଳ ବଛାଯାଇଥିବାବେଳେ, ଶେଷ ୨ଟି ଟି-୨୦ ପାଇଁ ଅଲଗା ଟିମ୍ ଚୟନ କରାଯାଇଛି । ସେହିପରି ୩ଟି ଦିନିକିଆ ମ୍ୟାଚ୍ ପାଇଁ ମଧ୍ୟ ବିସିସିଆଇ ଦଳ ଘୋଷଣା କରିଛି । ଉଭୟ!-->…
Read More...
Read More...
ଭାରତକୁ ଝଟକା : ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ବାଦ୍ ପଡ଼ିଲେ ରୋହିତ
ଲଣ୍ଡନ: ଆସନ୍ତା ୧ ତାରିଖରୁ ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୫ମ ତଥା ଶେଷ ମ୍ୟାଚ ଖେଳାଯିବାକୁ ଥିବାବେଳେ ତାପୂର୍ବରୁ ଭାରତକୁ ଝଟକା ଲାଗିଛି । ପୂରା ମ୍ୟାଚରୁ ବାଦ ପଡ଼ିଛନ୍ତି ଅଧିନାୟକ ରୋହିତ ଶର୍ମା । କରୋନା ସଂକ୍ରମଣ କାରଣରୁ ବିସିସିଆଇକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି!-->…
Read More...
Read More...
ବଟଲର ଓ ମଲାନ ଯୋଡିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ହୁଡା-ସାମସନ ଯୋଡି
ନୂଆଦିଲ୍ଲୀ : ମଙ୍ଗଳବାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ୱିକେଟ୍ ପାଇଁ ଦୀପକ ହୁଡା ଏବଂ ସଞ୍ଜୁ ସାମସନ ୧୭୬ ରନ୍ ଭାଗିଦାରୀ କରିଥିଲେ । ଏହି ସହଭାଗୀତା ସହିତ ଉଭୟ ଏକ ବଡ଼ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ଟି -୨୦ ଇଣ୍ଟରନ୍ୟାସନାଲରେ ଦ୍ୱିତୀୟ!-->…
Read More...
Read More...
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମୋର୍ଗାନ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ଇଅନ ମୋର୍ଗାନ। ୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡର ସବୁଠୁ ଅଧିକ ରନ କରିଥିବା ଖେଳାଳି ସହ ଦିନିକିଆ କ୍ରିକେଟରେ ଦଳର ସବୁଠୁ ସଫଳ ଅଧିନାୟକ। ମୋର୍ଗାନ ଇଂଲଣ୍ଡ ପାଇଁ ୨୨୫ ଦିନିକିଆରେ ୧୩!-->…
Read More...
Read More...
ହକି ଅଲିମ୍ପିଆନ ବରିନ୍ଦରଙ୍କ ପରଲୋକ
ନୂଆଦିଲ୍ଲୀ: ହକି ଅଲିମ୍ପିଆନ୍ ବରିନ୍ଦର ସିଂଙ୍କର ମଙ୍ଗଳବାର ସକାଳେ ଜଲନ୍ଦର ଠାରେ ପରଲୋକ ହୋଇଯାଇଛି । ୧୯୪୭ ମସିହା ମଇ ୧୬ରେ ଜନ୍ମଗ୍ରହଣ କରିଥିବା ଏହି ମହାନ ଖେଳାଳି ଅନେକ ରେକଡର଼୍ର ଅଧିକାରୀ । ୧୯୭୨ ମସିହାରେ ସେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ୧୯୭୬!-->…
Read More...
Read More...
ବଟଲର ହେବେ ଇଂଲଣ୍ଡ ଦିନିକିଆ ଦଳର ପରବର୍ତ୍ତୀ ଅଧିନାୟକ !
ନୂଆଦିଲ୍ଲୀ : ଇଅନ ମୋର୍ଗାନଙ୍କ ପରେ ଇଂଲଣ୍ଡର ଦିନିକିଆ ଦଳର ଅଧିନାୟକ କିଏ ହେବେ,ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି,ମୋର ପୂରା ବିଶ୍ୱାସ,ଜୋସ୍ ବଟଲର ହିଁ ଇଂଲଣ୍ଡର!-->…
Read More...
Read More...
ନ୍ୟୁଜିଲାଣ୍ଡ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ ଭାରତ, ଦେଖନ୍ତୁ କାର୍ଯ୍ୟସୂଚୀ
ନୂଆଦିଲ୍ଲୀ : ଭାରତୀୟ ଟିମ୍ ପାଇଁ ଆଗାମୀ ୫ରୁ ୬ ମାସ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି । ବର୍ତ୍ତମାନ ଭାରତୀୟ ଦଳ ଦୁଇଟି ଭାଗରେ ବିଭକ୍ତ ହୋଇ ଦୁଇଟି ଭିନ୍ନ ଭିନ୍ନ ଦେଶ ଗସ୍ତରେ ଅଛି । ଗୋଟିଏ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବା ବେଳେ ଅନ୍ୟ ଏକ ଦଳ ଆସନ୍ତା ଜୁଲାଇ ୧ରୁ!-->…
Read More...
Read More...
ଡବ୍ଲୁଟିସି ପଏଣ୍ଟ ତାଲିକା : ଅଷ୍ଟମ ସ୍ଥାନକୁ ଖସିଲା ନ୍ୟୁଜିଲ୍ୟାଣ୍ଡ, ଜାଣନ୍ତୁ ଭାରତ ସ୍ଥାନ କେଉଁଠି ?
ନୂଆଦିଲ୍ଲୀ : ୨୦୨୧-୨୩ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲ ଇଂଲଣ୍ଡ ବନାମ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ ପରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଡିଫେଣ୍ଡିଂ ଚାମ୍ପିଅନ୍ ନ୍ୟୁଜିଲ୍ୟାଣ୍ଡର ଦଳ ଅଷ୍ଟମ ସ୍ଥାନକୁ ଖସି ଆସିଛି । ଏହା ସହିତ କିୱି ଦଳର ଆସନ୍ତା ବର୍ଷ ଫାଇନାଲ୍!-->…
Read More...
Read More...
ରୋହିତ ଓ ବିରାଟଙ୍କ କ୍ଲବରେ ସାମିଲ ହେଲେ ମନ୍ଧନା
ନୂଆଦିଲ୍ଲୀ : ଆଜି ଭାରତୀୟ ମହିଳା କ୍ରିକେଟ୍ ଦଳ ଓପନର୍ ସ୍ମୃତି ମନ୍ଧନାଙ୍କ ପାଇଁ ଏକ ବିଶେଷ ଦିନ ଥିଲା । ସ୍ମୃତି ମନ୍ଧନା ଏକ ସ୍ୱତନ୍ତ୍ର କ୍ଲବରେ ପ୍ରବେଶ କରିଛନ୍ତି ଯେଉଁଥିରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ପୂର୍ବତନ ମହିଳା ଅଧିନାୟକ ମିତାଲି!-->…
Read More...
Read More...