Browsing Category

ଖେଳ

କୋର୍ଟ ଲଢେଇରେ ହାରିଗଲେ ଜୋକୋଭିକ

ସିଡନୀ : ଅଷ୍ଟ୍ରେଲିଆ ଛାଡ଼ିବା ଉପରେ ରୋକ ଲଗାଇବା ଲାଗି ଚଳାଇଥିବା କୋର୍ଟ ଲଢେଇରେ ହାରିଯାଇଛନ୍ତି ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକ । ଦୀର୍ଘ ୧୧ ଦିନ ଧରି ଏହି ଲଢେଇ ଚାଲିଥିଲା । ଫଳରେ ତାଙ୍କର ରେକର୍ଡ ୨୧ ତମ ଗ୍ରାଣ୍ଡସ୍ଲାମର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଏବେ ତାଙ୍କୁ
Read More...

କୋହଲିଙ୍କ ଇସ୍ତଫା ଉପରେ ଏମିତି ବୟାନ ଦେଲା ବିସିସିଆଇ

ମୁମ୍ବାଇ: ଟେଷ୍ଟ ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଇସ୍ତଫା ଏବେ କ୍ରିକେଟ ଜଗତରେ ଝଡ଼ ସୃଷ୍ଟି ହୋଇଛି । ଅନେକ ବ୍ୟକ୍ତି ବିସିସିଆଇକୁ ଟାର୍ଗେଟ କରିଛନ୍ତି । ଏହାରି ଭିତରେ ବିସିସିଆଇ ଆଜି ବୟାନ ଜାରି କରିଛି । ବୋଡର଼୍ ଟ୍ୱିଟକରି କହିଛି,ଏହା(ଇସ୍ତଫା) ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ।
Read More...

ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ୧-୨ରେ ହାରିବା ପରେ ବିରାଟ କୋହଲି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଶନିବାର ଅପରାହ୍ନରେ ବିରାଟ କୋହଲି ଟେଷ୍ଟ ଟିମର ଅଧିନାୟକ ପଦ ଛାଡି ଦେଇଛନ୍ତି । ବିରାଟ କୋହଲି ଏ ସଂପର୍କରେ ଏକ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ବିରାଟ କୋହଲି ଟ୍ୱିଟ୍‌
Read More...

ଧୂଳିସାତ ହୋଇଯାଇପାରେ ଜୋକୋଭିକଙ୍କ ୨୧ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ

ମେଲବର୍ଣ୍ଣ : ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡ଼ୁଆ ସୃଷ୍ଟିି ହେବାରେ ଲାଗିଛି । ଆଜି କିଛି ଘଣ୍ଟା ତଳେ ସରକାର ତାଙ୍କର ଅଷ୍ଟ୍ରେଲିଆ ଛାଡ଼ିବା ସମୟକୁ ବିଳମ୍ବିତ କରିବା ପାଇଁ ରାଜି ହୋଇଥିବା ଖବର ଆସିଥିଲା । ଏହାକୁ ନେଇ ଜୋକୋଭିକ କିଛିଟା ଖୁସି
Read More...

ଭାରତର ଦକ୍ଷିଣ ଆଫ୍ରିକାରେ ସିରିଜ ଜିତିବା ସ୍ବପ୍ନ ଅଧୁରା

କେପଟାଉନ : କେପଟାଉନର ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୨୧୨ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଏହି ବିଜୟ ସହ
Read More...

ଜୋକୋଭିକ୍‌ଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ସିଡନୀ : ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକ୍‌ଙ୍କ ସମସ୍ୟା ଏପର୍ଯ୍ୟନ୍ତ ତୁଟୁନି । ଗୋଟିଏ ପରେ ଗୋଟିଏ ଅଡ଼ୁଆ ବାହାରୁଛି । ତେବେ ଆଜି ତାଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି । କେତେକ ଆଇନଗତ ପଦ୍ଧତି କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଛାଡ଼ିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାପରେ
Read More...

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ଏହି ଦୁଇ ଖେଳାଳିଙ୍କ ହୋଇପାରେ ଛୁଟି, ମିଳିପାରେ ଏହି ଖେଳିଳାଙ୍କୁ ସୁଯୋଗ

ନୂଆଦିଲ୍ଲୀ : ଭାରତର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନର କ୍ରିକେଟ୍‌ ବିଶେଷଜ୍ଞ ସୁନୀଲ ଗାଭାସ୍କର ମତରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଡ୍ରପ୍‌ କରାଯିବ । ଗାଭାସ୍କର ଏହା ମଧ୍ୟ କହିଛନ୍ତି ଯେ ଏହି ଖେଳାଳିଙ୍କ
Read More...

ନୂଆ କୀର୍ତ୍ତିମାନର ଅଧିକାରୀ ହେଲେ ପନ୍ତ

ନୂଆଦିଲ୍ଲୀ, ୧୩/୦୧ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଆଜି ତୃତୀୟ ଦିବସରେ ୱିକେଟ କିପର ଋଷଭ ପନ୍ତ ଦମଦାର ଶତକ ହାସଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେତେବେଳେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ସଂଘର୍ଷ କରୁଥିଲା, ପନ୍ତ ଏକାକୀ
Read More...

ପରଲୋକରେ କ୍ରିକେଟର ଅଶୋକ ମହାପାତ୍ର

ଫୁଲବାଣୀ: ଅଶୋକ ମହାପାତ୍ର କିଛିଦିନ ଶାରୀରିକ ଅସୁସ୍ଥତା ଅନୁଭବ କରି ଫୁଲବାଣୀ ଡାକ୍ତରଖାନାର ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଅଧିକ ଖରାପ
Read More...

ଭାରତ ଦ୍ୱିତୀୟ ଇନିଂସରେ ୧୯୮ରେ ଅଲଆଉଟ୍‌, ଦ.ଆଫ୍ରିକାକୁ ୨୧୨ ଟାର୍ଗେଟ୍‌

କେପଟାଉନ : କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି । ମ୍ୟାଚର ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ଅଲଆଉଟ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ୨୧୨ ରନ୍‌ ଲକ୍ଷ୍ୟ
Read More...