Browsing Category

ଖେଳ

ଟି-୨୦ରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହେଲେ ରୋହିତ

ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି -୨୦ ମ୍ୟାଚରେ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପ୍ଟିଲଙ୍କୁ ଅତିକ୍ରମ କରି ସେ ଏହା ହାସଲ କରିଥିଲେ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦
Read More...

ଶ୍ରୀଲଙ୍କାକୁ ୨୦୦ ରନର ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ । ଆଜି ଲକ୍ଷନୌଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ଶ୍ରୀଲଙ୍କା ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଓପନିଂ କରିଥିଲେ ରୋହିତ ଶର୍ମା ଓ ଈଶାନ କିଶାନ ।
Read More...

ଶେଷ ଦିନିକିଆ ଜିତିଲା ଭାରତୀୟ ମହିଳା ଦଳ, ନ୍ୟୁଜିଲାଣ୍ଡ ୪-୧ରେ ସିରିଜ କବଜା କଲା

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍‌ ଦଳ ଶେଷରେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଏକ ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି । ଗୁରୁବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ପରାଜୟ ସତ୍ତେ୍ୱ ନ୍ୟୁଜିଲ୍ୟାଣ୍ଡ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ
Read More...

ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗ : ସୂର୍ଯ୍ୟକୁମାର,ଆୟରଙ୍କୁ ବଡ ଫାଇଦା

ଦୁବାଇ: ଆଜି ପ୍ରକାଶ ପାଇଛି ଆଇସିସି ଟି-୨୦ ମାନ୍ୟତା ତାଲିକା । ଏଥିରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି । ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଲମ୍ବା ଜମ୍ପ ମାରିଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନର
Read More...

ଆସନ୍ତାକାଲିଠାରୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ, ପ୍ରଥମ ମ୍ୟାଚରେ ଏହି ସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲିର ମ୍ୟାଚରେ ଅଧିନାୟକ ରୋହିତ ଶର୍ମା କେଉଁ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟି -୨୦ ସିରିଜ
Read More...

ଯୁବିଙ୍କ ୬ ବଲରେ ୬ ଛକା ରେକର୍ଡ କିଏ ଭାଙ୍ଗିବେ ? ପ୍ରତିକ୍ରିୟା ରଖିଲେ ଈଶାନ କିଷାନ

ନୂଆଦିଲ୍ଲୀ : ଆଇପିଏଲ ନିଲାମରେ ଇଶାନ କିଶନ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ କ୍ରିକେଟର ହୋଇଛନ୍ତି । ଇଶାନଙ୍କୁ ମୁମ୍ବାଇ ୧୫.୨୫ କୋଟିରେ କିଣିଛି ଏବଂ ତାଙ୍କ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତ୍ତମାନ ଇଶାନଙ୍କ ବଡ଼ ଖେଳାଳିଙ୍କ ମଧ୍ୟରେ ରହିବା ଆରମ୍ଭ କରିଛି । ଯଦିଓ ୱେଷ୍ଟଇଣ୍ଡିଜ୍‌
Read More...

ଦିଲ୍ଲୀ କ୍ୟାପିଟାଲ୍ସରେ ୱାଟସନଙ୍କୁ ମିଳିପାରେ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ଭଳି ଦଳ ସହ ଖେଳିଥିବା ଅଷ୍ର୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ ୱାଟସନ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ ରେ ସମ୍ପୂର୍ଣ୍ଣ ଭିନ୍ନ ଭୂମିକାରେ ନଜର ଆସିପାରନ୍ତି । ୱାଟସନ
Read More...

ଟି-୨୦ ସିରିଜ ପୂର୍ବରୁ ଭାରତକୁ ଡବଲ ଝଟକା, ଦୀପକଙ୍କ ପରେ ଏହି ଷ୍ଟାର ଖେଳାଳି ବି ବାଦ ପଡିଲେ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଡବଲ ଝଟକା ଲାଗିଛି । ଫାଷ୍ଟ ବୋଲର ଦୀପକ ଚହରଙ୍କୁ ସିରିଜରୁ ବାଦ୍‌ ଦିଆଯିବା ପରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜର ପ୍ଲେୟାର ଅଫ୍‌ ସୁର୍ଯ୍ୟକୁମାର
Read More...

ପୁରୁଷଙ୍କ ସହ ବରାବର ହେଲେ ମହିଳା ଫୁଟବଲ ଖେଳାଳି,ପାଇବେ ସମାନ ଦରମା

ନୂଆଦିଲ୍ଲୀ : ଆମେରିକାର ମହିଳା ଫୁଟବଲ ଖେଳାଳିମାନେ ବର୍ତ୍ତମାନ ପୁରୁଷ ଖେଳାଳିଙ୍କ ସହିତ ସମାନ ଦରମା ପାଇବେ । ୬ ବର୍ଷ ପରେ ଆମେରିକୀୟ ଫୁଟବଲ ଆସୋସିଏସନ ଏବଂ ମହିଳା ଖେଳାଳିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । ଚୁକ୍ତିନାମା ଅନୁଯାୟୀ, ନ୍ୟାସନାଲ ଫେଡେରେସନ୍‌ ମଧ୍ୟ ଦେୟ ପ୍ରଦାନ ପାଇଁ ୧.୭୯
Read More...

୧୧ ବର୍ଷର ଶିଶୁର ମୁହଁରେ ହସ ଫୁଟାଇଲେ ରାହୁଲ

ନୂଆଦିଲ୍ଲୀ : ଭାରତୀୟ ଓପନର୍‌ କେ.ଏଲ୍‌ ରାହୁଲ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରି ଅନେକ ଥର ଚର୍ଚ୍ଚାରେ ରହିଛନ୍ତି, କିନ୍ତୁ ଆଜିକାଲି ଆହତ କାରଣରୁ ଦଳ ବାହାରେ ଥିବା ଏହି ବ୍ୟାଟ୍ସମ୍ୟାନ୍‌ ପଡ଼ିଆ ବାହାରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ନିକଟରେ ରାହୁଲ ମୁମ୍ବାଇର
Read More...