Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ, ଲାବୁସେନ ନମ୍ବରୱାନ ବ୍ୟାଟ୍ସମ୍ୟାନ
ଦୁବାଇ : ଆଇସିସି ପକ୍ଷରୁ ଆଜି ଟେଷ୍ଟ ବ୍ୟାଟ୍ସମ୍ୟାନ୍ଙ୍କ ସର୍ବଶେଷ ର଼୍ୟାଙ୍କିଙ୍ଗ ପ୍ରକାଶ କରାଯାଇଛି । ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁସେନ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ଅତିକ୍ରମ କରି!-->…
Read More...
Read More...
ଟେଷ୍ଟ ସିରିଜ ପୂର୍ବରୁ ଡରିଲେଣି ଦ.ଆଫ୍ରିକା ଅଧିନାୟକ, କହିଲେ ଏହି ବୋଲର ଆମ ପାଇଁ ବିପଦ
ସେଞ୍ଚୁରିଅନ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଆଉ ଏକ ସପ୍ତାହରୁ କମ୍ ସମୟ ରହିଛି । ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ ରୁ ସେଞ୍ଚୁରିଅନରେ ହେବାକୁ ଥିବା ପ୍ରଥମ ଟେଷ୍ଟ ସହିତ ଆରମ୍ଭ ହେବ । ସିରିଜ୍ ଆରମ୍ଭ!-->…
Read More...
Read More...
ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା : ସେମିଫାଇନାଲରେ ଗିରାସିଙ୍ଗା
ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳ ପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜି ତୃତୀୟ ଦିନର ପ୍ରଥମ ମ୍ୟାଚ ମନୁପାଲି ଓ ନାଗପାଲି ମଧ୍ୟରେ ହୋଇଥିଲା । ଏଥିରେ ମନୁପାଲି ୧-୦ ଗୋଲରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ!-->…
Read More...
Read More...
ଝିଅର ଫଟୋ ସେୟାର କଲେ ଭୁବନେଶ୍ୱର କୁମାର
ନୂଆଦିଲ୍ଲୀ : ଭାରତୀୟ ପେସର ଭୁବନେଶ୍ୱର କୁମାର ନିଜର ଝିଅ ଫଟୋ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗତ ମାସରେ ତାଙ୍କ ପତ୍ନୀ ନୂପୁର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ତାଙ୍କ ଘରକୁ ଏହି କନ୍ୟା ରତ୍ନଙ୍କ ଆଗମନ ହୋଇଥିବାରୁ!-->…
Read More...
Read More...
ଅଣ୍ଡର-୧୯ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀରେ ଓ୍ୱେଷ୍ଟ ଇଣ୍ଡିଜରେ ହେବକୁ ଯାଉଛି ଅଣ୍ଡର-୧୯ ବିଶ୍ୱକପ । ଅଣ୍ଡର-୧୯ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଅଣ୍ଡର-୧୯ ବିଶ୍ୱକପ ପାଇଁ ବିସିସିଆଇ ୧୭ ଜଣିଆ ଦଳ ଘୋଷଣା କରିଛି । ଯାହାର ନେତୃତ୍ୱ ନେବେ ୟଶ ଢ଼ୁଲ । ଏହି ଟୁର୍ଣ୍ଣାମେଣ୍ଟ!-->…
Read More...
Read More...
ଚାର୍ଟବୋର୍ଡ ସହାୟତାରେ ଖେଳାଳିଙ୍କ କ୍ଲାସ୍ ନେଲେ କୋଚ ରାହୁଲ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରକା ଗସ୍ତରେ ଥିବା ଭାରତୀୟ ଦଳ ଗତକାଲିଠାରୁ ନେଟ୍ ପ୍ରାକ୍ଟିସ୍ ଆରମ୍ଭ କରିଛି । ଆଜି ଦ୍ୱିତୀୟ ଦନରେ କୋଚ ରାହୁଲ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଖେଳାଳିମାନେ ବହୁତ ଝାଳ ବୁହାଇଥିବା ଜଣାପଡିଛି । ବିସିସିଆଇ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋ ଓ!-->…
Read More...
Read More...
ଅଣ୍ଡର-୧୯ ଖେଳାଳିଙ୍କୁ କ୍ରିକେଟ ପାଠ ପଢାଇଲେ ରୋହିତ, ଫଟୋ ସେୟାର କଲା ବିସିସିଆଇ
ମୁମ୍ବାଇ : ଟିମ୍ ଇଣ୍ଡିଆର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ଆହତରୁ ସୁସ୍ଥ ହେବା ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରହିଛନ୍ତି । ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ତାଙ୍କୁ ବାଦ ଦିଆଯାଇଛି । ତାଙ୍କ ସହ ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା!-->…
Read More...
Read More...
ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି, ପାକିସ୍ତାନକୁ ହରାଇଲା ଭାରତ
ଭୁବନେଶ୍ୱର: ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତୀୟ ପୁରୁଷ ଟିମର ବିଜୟ ଧାରା ଅବ୍ୟାହତ ରହିଛି। ଭାରତ ଆଜି ତା’ର ତୃତୀୟ ମ୍ୟାଚରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ଦ୍ୱିତୀୟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ!-->…
Read More...
Read More...
ଆଫ୍ରିକାରେ ଟେଷ୍ଟ ସିରିଜ ଜିତିପାରିବ ଭାରତ : ଗାଙ୍ଗୁଲି
କୋଲକତା : ଟିମ୍ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ କୌଣସି ଟେଷ୍ଟ ସିରିଜ୍ ଜିତି ନାହିଁ, କିନ୍ତୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ସଭାପତି ସୌରଭ ଗାଙ୍ଗୁଲି ଅନୁଭବ କରୁଛନ୍ତି ଯେ ଦଳ ଏଥର ଏହି ପରମ୍ପରା ଭାଙ୍ଗିପାରେ । ଗାଙ୍ଗୁଲି ଅନୁଭବ କରିଛନ୍ତି ଯେ ଏଥର!-->…
Read More...
Read More...
ଆଣ୍ଡି ଫ୍ଲାୱାର ହେବେ ଏହି ଆଇପିଏଲ ଦଳର କୋଚ !
ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ପାଇଁ ଏବେଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । ଏଥର ୮ ଦଳ ବଦଳରେ ୧୦ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏହା ପୂର୍ବରୁ ୮ ପୁରୁଣା ଦଳ ନିଜ ନିଜର ୪ଜଣ ଖେଳାଳିଙ୍କୁ ରିଟେନ କରିସାରିଲେଣି । ସେହିପରି ନୂଆ ଦଳ lucknow ଓ ଅହମ୍ମଦବାଦ ମଧ୍ୟ ମେଗ ଅଡିସନ ପୂର୍ବରୁ!-->…
Read More...
Read More...