Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
୨୦୨୨ ଟି-୨୦ ବିଶ୍ୱକପ : ଚିହ୍ନଟ ହେଲା ୭ ଷ୍ଟାଡିୟମ, ଜାଣନ୍ତୁ କେଉଁଠାରେ ହେବ ଫାଇନାଲ
ମେଲବର୍ଣ୍ଣ: ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏବେଠାରୁ ୭ଟି ଭେନ୍ୟୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ଭାରତ ଟି-୨୦ ବିଶ୍ୱକପର ଆୟୋଜନ ୟୁଏଇରେ କରିଥିବା ବେଳେ ଏଥିରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଛି। ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଆୟୋଜନର ଦାୟିତ୍ୱ!-->…
Read More...
Read More...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୁଇଟି ଘଣ୍ଟା ଜବତ କଲା କଷ୍ଟମ ବିଭାଗ,ଜାଣନ୍ତୁ କାହିଁକି
ମୁମ୍ବାଇ : କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟିର ଦୁଇଟି ଘଣ୍ଟା କଷ୍ଟମ ବିଭାଗ ଜବତ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଏହି ଘଣ୍ଟାର ବିଲ ନଥିଲା। ସେ ଏହି ଘଣ୍ଟାର ଡିକ୍ଲେୟର ମଧ୍ୟ କରିନଥିଲେ। ଆଇସିସି ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ଟିମ୍ ଇଣ୍ଡିଆ ଫେରି ଆସିଥିଲା। ଟିମ!-->…
Read More...
Read More...
ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱ ବିଜେତା
ଦୁବାଇ: ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଅଷ୍ଟ୍ରେଲିଆ ଜିତିଲା ତା'ର ପ୍ରଥମ ଟି-୨୦ ବିଶ୍ୱକପ ଟ୍ରଫି । ଏଥି ସହିତ ପୁଣିଥରେ ନିରାଶ ହୋଇଛି ନ୍ୟୁଜିଲାଣ୍ଡ । ଡେଭିଡ ୱାର୍ଣ୍ଣର ଓ ମାର୍ଶ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦଳ ମାତ୍ର ୧୮.୫ ଓଭରରେ ୨ ଉଇକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଛି ।!-->…
Read More...
Read More...
ଟି-୨୦ ବିଶ୍ୱକପ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
ଦୁବାଇ: ସୁପର ସଣ୍ଡେରେ ସୁପର ମୁକାବିଲାରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି। ଦୁବାଇ ସ୍ଥିତ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। କେନ୍!-->…
Read More...
Read More...
ସ୍ପଷ୍ଟ କଲେ ଗାଙ୍ଗୁଲି, ଏନ୍ସିଏର ମୁଖ୍ୟ ହେବେ ଏହି ପୂର୍ବତନ ଖେଳାଳି
ନୂଆଦଲ୍ଲୀ : ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ପରେ ଭିଭିଏସ୍ ଲକ୍ଷ୍ମଣ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଶ୍ଚିତ କରିଛନ୍ତି । ଏହି ସୂଚନା!-->…
Read More...
Read More...
ରୋଟେସନ ନୀତି ଲାଗୁ କରିପାରେ ବିସିସିଆଇ, ଟିମ୍ ଇଣ୍ଡିଆରେ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରୁ ବାଦ୍ ପଡିବା ପରେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ବାୟୋ ବବଲକୁ ନେଇ କଡା ଆଭିମୁଖ୍ୟ ଆପଣେଇଥିଲେ । ସେ କହିଥିଲେ, ଯେଉଁ ଦିନ ଏହି ବବଲ ଫୁଟିବ ସେହିଦିନ ବହୁ କିଛି ସହିବାକୁ ପଡିବ । ରବି ଶାସ୍ତ୍ରୀଙ୍କ ବ୍ୟତୀତଯଶପ୍ରୀତ ବୁମରା, ବିରାଟ କୋହଲିଙ୍କ ପରି ଖେଳାଳି!-->…
Read More...
Read More...
ଅଞ୍ଜଳିଙ୍କ ୫୪ତମ ଜନ୍ମଦିନ ପାଳିଲେ ସଚିନ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ଦୁନିଆରୁ ଦୂରେଇ ଗଲେ ମଧ୍ୟ ଫ୍ୟାନ୍ସଙ୍କ ମନରେ ରହିଛନ୍ତି। ସଚିନ ବୁଧବାର ଦିନ ପତ୍ନୀଅଞ୍ଜଳି ତେନ୍ଦୁଲକରଙ୍କ ଜନ୍ମଦିନ ପାଳନ କରିଛନ୍ତି। ସଚିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ପେଶାଲ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ପରିବାର ସହିତ!-->…
Read More...
Read More...
ଜୁନିୟର ହକି ବିଶ୍ବକପ,ଭାରତୀୟ ଦଳ ଘୋଷଣା
ଭୁବନେଶ୍ବର: ୨୧ବର୍ଷରୁ କମ ଜୁନିୟର ହକି ବିଶ୍ବକପରେ ଭାରତୀୟ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ୧୮ ଜଣିଆ ଟିମ ଘୋଷଣା ହୋଇଛି । ଦଳରେ ଓଡିଶାରୁ ଅଛନ୍ତି ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ । ଅଧିନାୟକତ୍ବ କରିବେ ବିବେକ ପ୍ରସାଦ ସାଗର । ନଭେମ୍ବର ୨୪ରେ ପ୍ରଥମ ମ୍ୟାଚ ଫ୍ରାନ୍ସ!-->…
Read More...
Read More...
ଫାଇନାଲରେ ନ୍ୟୁଜିଲାଣ୍ଡ
ଆବୁଧାବି : ଇଂଲଣ୍ଡ ହାତରୁ ମ୍ୟାଚ ଛଡାଇ ଆଣିଲେ ନିଶାମ ଓ ମିଚେଲ । ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ରୋମାଞ୍ଚକର ଭାବେ ଇଂଲଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଇନିଂସର ଶେଷ ୪ ଓଭରରେ ଖେଳର ଅଲଟପାଲଟ ହୋଇଥିଲା । ୧୬ ଓଭର!-->…
Read More...
Read More...
ଆସନ୍ତାକାଲିଠାରୁ ବୌଦ୍ଧ-କନ୍ଧମାଳରେ ଭଲିବଲ୍ ମହାକୁମ୍ଭ
ଭୁବନେଶ୍ୱର, ୧୦ ।୧୧: କନ୍ଧମାଳ ସଂସଦୀୟ କ୍ଷେତ୍ରର ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୬୯ତମ ରାଜ୍ୟସ୍ତରୀୟ ଭଲିବଲ୍ ଚାମ୍ପିଅନସିପ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ସରକାର, କିଟ୍ ଓ କିସ୍ର ଆର୍ଥିକ ସହାୟତା, କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍ ଫେଡେରେସନ୍ର ସଭାପତି ଅଚ୍ୟୁତ ସାମନ୍ତଙ୍କ!-->…
Read More...
Read More...