Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆତ୍ମସର୍ମପଣ କଲେ କ୍ୟାଡର ମାଓବାଦୀ,ଦାସରୁର ଦେହରକ୍ଷୀ ଭାବରେ କରିଥିଲା କାର୍ଯ୍ୟ
ଫୁଲବାଣୀ: କନ୍ଧମାଲ ଜିଲ୍ଲାରେ କାର୍ଯ୍ୟରତ ଥିବା କେକେବିଏନ ଡିଭିଜନର (ରାଉଳ ଏରିଆ କମିଟିର) ସଦସ୍ୟ ବିଜା ମାଡଭି ଓରଫ ଟିକେଶ ଦକ୍ଷୀଣାଂଚଳ ଡିଆଇଜି ସାର୍ଥକ ଷଢଙ୍ଗୀଙ୍କ ନିକଟରେ ଆତ୍ମ ସମର୍ପପଣ କରିଛି । ଏହି ସମୟରେ ସେ ତା ନିକଟରେ ଥିବା ଏକ ପିସ୍ତଲ ଏବଂ ଦୁଇଟି ଜୀବନ୍ତ ଗୁଳି ମଧ୍ୟ!-->…
Read More...
Read More...
ଗଞ୍ଜେଇ ସହ ଟ୍ରକ ଜବତ,୨ ଗିରଫ
ସୁବର୍ଣ୍ଣପୁର : ଗତକାଲି ସନ୍ଧ୍ୟା ୬.୩୦ ଟା ବେଳେ ସୁବର୍ଣ୍ଣପୁର ଏସପିଙ୍କ ନିର୍ଦ୍ଦେଶରେ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜିତ କୁମାର ସାହୁଙ୍କ ଏକ ସ୍ପେଶାଲ ଟିମ ଦେବାଶିଷ ସାହୁଙ୍କ ନେତୃତ୍ୱରେ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୁତ୍ରରୁ ଖବରପାଇ ଏକ ଇଚର କମ୍ପାନୀର ଟ୍ରକ ଯାହାର!-->…
Read More...
Read More...
ଜ଼ିଲ୍ଲା ପ୍ରେସ କ୍ଲବର ସାଧାରଣ ବୈଠକ ଅନୁଷ୍ଠିତ
ବୌଦ୍ଧ : ଜ଼ିଲ୍ଲାରେ ବର୍ତ୍ତମାନ ଶିକ୍ଷାର ଭିତ୍ତିଭୂମି ଓ ଆବଶ୍ୟକତାକୁ ନେଇ ଏକ ଆଲୋଚନାଚକ୍ର ଆଗାମୀ ଡିସେମ୍ବର ୬ ତାରିଖରେ ସାମ୍ବାଦିକ ଫୋରମ ପକ୍ଷରୁ ଆୟୋଜିତ ପୁସ୍ତକ ମେଳା ପରିସରରେ ଅନୁଷ୍ଠିତ ହେବା ନେଇ ଜ଼ିଲ୍ଲା ପ୍ରେସ କ୍ଲବର ସାଧାରଣ ବୈଠକରେ ଆଜି ନିଷ୍ପତ୍ତି ଗ୍ରହଣ କରାଯାଇଛି ।!-->…
Read More...
Read More...
ଶିକ୍ଷକଙ୍କ ପାଇଁ ‘ଦ ଟିଚର୍ ଆପ୍’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଭାରତରେ ଶିଶୁ ଓ ଯୁବବର୍ଗଙ୍କ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ‘ଭାରତୀ ଏୟାରଟେଲ ଫାଉଣ୍ଡେସନ’ ଦ୍ୱାରା ପ୍ରସ୍ତୁତ ‘ଦ ଟିଚର୍ ଆପ୍’(The Teacher App)ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା!-->…
Read More...
Read More...
ଭାରସାମ୍ୟ ହରାଇ ଗଛରେ ପିଟିଲା ପିକ୍ଅପ୍ ଭ୍ୟାନ, ୨ ମୃତ
ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ପାଢେଲଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ୨ଜଣ ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ବ୍ରାହ୍ମଣୀଜୋର ଗାଁର ସଦାନନ୍ଦ ବାଗ ଓ ସିଂହାମୁଣ୍ଡା ଗାଁର ଜଳ ସାହୁ ବୋଲି ଜଣାପଡିଛି । ପଦମପୁରରୁ ଏକ ପିକ୍ଅପ ଗାଡିରେ କୁରକୁରେ!-->…
Read More...
Read More...
‘ଜମି ବିକ୍ରୟ ବ୍ୟବସ୍ଥାର ସରଳୀକରଣ ହେବ’
ଭୁବନେଶ୍ୱର:ରାଜ୍ୟରେ ଜମିଜମା ବିକ୍ରୟ କ୍ଷେତ୍ରରେ ଥିବା ଆଇନଗତ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ଜମି ବିକ୍ରି ନକରି ପାରି ହଇରାଣହରକତ ହେଉଥିଲେ । ଏହି ବିକ୍ରୟ ବ୍ୟବସ୍ଥର ସରଳୀକରଣ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୃହନିର୍ମାଣ ଓ ନଗର ଉନ୍ନୟନ!-->…
Read More...
Read More...
ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ୱର: ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର । ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠ ସ୍ତବ ଏବଂ ବାମନ ପୁରାଣରେ ମଧ୍ୟ ମା’!-->…
Read More...
Read More...
୭ରୁ ପୁରୀରେ ଖରିଫ ଧାନ ସଂଗ୍ରହ, ଅବହେଳା କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ
ପୁରୀ : ଧାନ ବିକ୍ରୀ ସମୟରେ ଯେଭଳି କୌଣସି ଚାଷୀ ହଇରାଣ ନ ହୁଏ ଓ ଅବହେଳାର ଶୀକାର ନ ହୁଏ ତାହା ଦେଖିବା ଆମ ସମସ୍ତଙ୍କ ଦାୟିତ୍ୱ । କୌଣସି କ୍ଷେତ୍ରରେ ଅବହେଳା ବା ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି କଡା ଚେତାବନୀ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଅପରାହ୍ନରେ!-->…
Read More...
Read More...
କୃଷି ଆଧାରିତ ଅର୍ଥନୀତି ଜିଲ୍ଲା ହେବ ଦେବଗଡ଼ : ଧର୍ମେନ୍ଦ୍ର ପ୍ରଧାନ
ଧୋବଲିପଥର: କୃଷି ପ୍ରଧାନ ଜିଲ୍ଲା ଦେବଗଡ଼ରେ ପାରମ୍ପରିକ ଚାଷ ସହ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଓ ପଶୁପାଳନର ଅନେକ ସମ୍ଭାବନା ଅଛି । ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଦେବଗଡକୁ କୃଷି ଆଧାରିତ ଅର୍ଥନୀତି ଜିଲ୍ଲାରେ ପରିଣତ କରିବା ପାଇଁ ବ୍ୟାପକ ଯୋଜନା କରାଯିବ ବୋଲି!-->…
Read More...
Read More...
ବିଦ୍ୟୁତ ତାର ସଂଯୋଗ ବେଳେ ଯୁବକଙ୍କ ମୃତ୍ୟୁ
ବୌଦ୍ଧ :ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେ଼ନିଗଡ଼ ଫାଣ୍ଡି ଅନ୍ତର୍ଗତ ଗଣ୍ଡାପାଜୁ ଗ୍ରାମର ଜଣେ ଯୁବକ ସୋମବାର ସନ୍ଧ୍ୟାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ ହୋଇଥିବା ଭଳି ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ସୂଚନା ମତେ ଗ୍ରାମର ସେବତୀ ବିନ୍ଧାଣିଙ୍କ ନିଜଘର ଲାଇନ ସମସ୍ୟା!-->…
Read More...
Read More...