Browsing Category

ରାଜ୍ୟ

ISAର ଲିଙ୍ଗ ବିବିଧତା ପୁରସ୍କାର ପ୍ରଦାନ କଲେ

କଳିଙ୍ଗନଗର : ଭାରତୀୟ ଷ୍ଟିଲ ଆସୋସିଏସନ୍(ଆଇଏସଏ) ପକ୍ଷରୁ ଜିନ୍ଦଲ ଷ୍ଟେନଲେସ୍ ଯାଜପୁର ପ୍ଲାଣ୍ଟର ସୁରକ୍ଷା ବିଭାଗର କମାଣ୍ଡୋ ଟିମର ସଦସ୍ୟା ସାଗରିକା ସୋରେନଙ୍କୁ 'ଲିଙ୍ଗ ଓ ବିବିଧତା' ବର୍ଗରେ ସମ୍ମାନଜନକ 'ୱିଙ୍ଗସ୍ ଅଫ୍ ଷ୍ଟିଲ୍' ପୁରସ୍କାର ପ୍ରଦାନ କରାଯାଇଛି। ଅନେକଙ୍କ ପାଇଁ ପ୍ରେରଣା
Read More...

ବାଲୁକା ଚିତ୍ର କଳାରେ ଗଣେଷ ପୂଜାର ଶୁଭେଛା

ପବିତ୍ର ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସବର ମାହୋଲ l ପୁରୀ : ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଆଜି ହେଉଛି ଗଣେଶ ଚତୁର୍ଥୀ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଏପରିକି ସାହି ଗଳିରେ ଚାଲିଛି ପୂଜାର୍ଚ୍ଚନା।
Read More...

ଦଶପଲ୍ଲା ଥାନା ଡିହଗାଁ ଛକରେ ଦୁର୍ଘଟଣା

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ ଏକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ଓ ଡିଗିରି ଗ୍ରାମର ଶୁକ୍ର ବାଜୁ ହୋଇଥିବା ବେଳେ ଗୁରୁତର ଜଣଙ୍କ ମଧ୍ୟଖଣ୍ଡ
Read More...

ଓଡ଼ିଶା ଲେବର କୋଅପରେଟିଭ ସୋସାଇଟିର ବୈଠକ

ନୟାଗଡ଼ : ରାଜ୍ୟରେ ଗରିବ ଖଟିଖିଆ ମାନଙ୍କ ଆଶାର କିରଣ ସାଜିଛି ଓଡ଼ିଶା ଲେବର କୋଅପରେଟିଭ ସୋସାଇଟି । ନୟାଗଡ଼ ଜିଲ୍ଲାରେ ଏହି କାର୍ଯ୍ୟ ଆଗକୁ ବଢ଼ିଥିବା ବେଳେ ଗଣିଆ ବ୍ଳକରେ ଏହି କାର୍ଯ୍ୟ ଆଗକୁ ନେବା ପାଇଁ ଗଣିଆ ଆକାଶ ହୋଟେଲ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ
Read More...

ସାଂସଦ ଅନନ୍ତ ନାୟକଙ୍କ ସମ୍ବର୍ଦ୍ଧନା

କେନ୍ଦୁଝର : "ମା ତାରିଣୀ ମୁମେଣ୍ଟ ଟ୍ରାଭେଲ୍ସ୍" ପକ୍ଷରୁ ସିରାଜ୍ଜୁଦିନ୍ ଛକ ଟ୍ରାଭେଲ୍ସ୍ ଅଫିସରେ ଏହାର ସଂସ୍ଥାପକ ନିନି ରାଉତଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଓ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହର ଆୟୋଜିତ ହୋଇଥିବାର ସୂଚନା ମିଳିଛି। ଯେଉଁଥିରେ କେନ୍ଦୁଝର ସାଂସଦ ଅନନ୍ତ
Read More...

ରାଷ୍ଟ୍ରପତିଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କଲେ ଓଡ଼ିଶାର ଦୁଇ ଶିକ୍ଷକ

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ୱୀ ଶିକ୍ଷକ ।କଳାହାଣ୍ଡି
Read More...

ଅଷ୍ଟ୍ରେଲିଆରେ ସମ୍ବର୍ଦ୍ଧିତ ହେଲେ କେନ୍ଦ୍ରାପଡ଼ାର ପୁଅ

କେନ୍ଦ୍ରାପଡା : କେନ୍ଦ୍ରାପଡାର ପୁଅ ଅଷ୍ଟ୍ରେଲିଆରେ ସମ୍ମାନିତ I ସମ୍ମାନିତ ଏଇଥିପାଁଇ ସେ ଭାରତ ଓ ଅଷ୍ଟ୍ରେଲିଆ ଦେଶର ସମ୍ପର୍କ ସୁଦୃଢ଼ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି I ସେ ହେଉଛନ୍ତି ଓଡ଼ିଶାର କେନ୍ଦ୍ରାପଡ଼ା ମାଟିର ପୁଅ କମଳାକାନ୍ତ I କମଳାକାନ୍ତଙ୍କ ପାଈଁ ଗର୍ବିତ
Read More...

ଜାତୀୟ ସବ୍ ଜୁନିୟର ଓ ଜୁନିୟର ତାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ବୁଦ୍ଧିଷ୍ଟ୍ ତାଏକୋଣ୍ଡୋ ଏକାଡେମୀ ପକ୍ଷରୁ ତିନି…

ପୁରୀ : ଚଳିତ ମାସ ୦୭ ସେପ୍ଟେମ୍ବରରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଆଗ୍ରା ଠାରେ ତାଏକୋଣ୍ଡୋ ଫେଡରେସନ୍ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଆୟୋଜିତ ହେବାକୁ ଯାଉଥିବା, ଜାତୀୟ ସବ୍ ଜୁନିୟର ଓ ଜୁନିୟର ତାଏକୋଣ୍ଡୋ ପ୍ରତିଯୋଗିତା ରେ ଓଡ଼ିଶା ତାଏକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ପ୍ରାୟ ୫୦
Read More...

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

ପୁରୀ : ଗୁରୁ ମାନେ ସମାଜର ମାର୍ଗଦର୍ଶକ। ସେମାନେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିବା ସହ ସମାଜକୁ ଶୃଙ୍ଖଳା ଓ ସଂସ୍କାର ପଥରେ ଆଗେଇ ନିଅନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ପବିତ୍ର ଗୁରୁ ଦିବସ ଅବସରରେ ତାଳବଣିଆ ସ୍ପୋର୍ଟ୍ସ
Read More...

ତାଳଗଛ ଲଗାଇବାକୁ ୭ କୋଟି ଟଙ୍କାର ବଜେଟ୍

ଭୁବନେଶ୍ୱର : ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢ଼ି ଚାଲିଥିବାରୁ ତାଳ ଗଛ ଲଗାଇବା ପାଇଁ ରାଜ୍ୟ ସରକାର ୭ କୋଟି ଟଙ୍କା ବନ ବିଭାଗକୁ ଦେଇଛନ୍ତି । ଆଜି ବିଧାନସଭା ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ।
Read More...