Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ଉପ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର:ଲୋକସେବା ଭବନର କନଭେନସନ ହଲରେ ଆଜି ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଯେଉଁ ଜିଲ୍ଲାର!-->…
Read More...
Read More...
ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସି ଚେୟାରମ୍ୟାନ୍
କଟକ: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ଏବେ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ!-->!-->!-->…
Read More...
Read More...
ଆସନ୍ତାକାଲି ମେଗା ସ୍ୱାସ୍ଥ୍ୟ ଶିବିର, ଏହାର ସୁଯୋଗ ନେବାକୁ ସାଧାରଣ ଲୋକଙ୍କୁ ଧର୍ମଶାଳା ବିଧାୟକ କଲେ ନିବେଦନ
ଯାଜପୁର/ଧର୍ମଶାଳା: ପୁଣି ଥରେ ସାଧାରଣ ଧର୍ମଶାଳାବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଅଣ୍ଟା ଭିଡିଛନ୍ତି ଧର୍ମଶାଳ ନବନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ ) । ଆସନ୍ତାକାଲି ଧର୍ମଶାଳା ମହୋତ୍ସବ ପଡିଆ ଠାରେ ଆୟୋଜନ କରିବେ ଏକ ବିଶାଳ ମେଗା ସ୍ୱାସ୍ଥ୍ୟ ମେଳା । ଏହି ଶିବିରରେ!-->…
Read More...
Read More...
କୁନି ଝିଅର ହାର୍ଟ ଅପରେସନ ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ନିବେଦନ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଖଣ୍ଡାହାତ ପଞ୍ଚାୟତ କାର୍ଯ୍ୟାଳୟରେ ଅଧସ୍ଥନ କର୍ମଚାରୀ ହିସାବରେ କାର୍ଯ୍ୟ କରୁଛନ୍ତି ଦରମା କଥା ନକହିବା ଭଲ । ଏବେ ଝିଅଟିର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଝିଅଟି ଦୁଇମାସ ପାଞ୍ଚ ଦିନ ତଳେ ବାପା ଗୋବିନ୍ଦ ପଧାନ ଓ ମାତା!-->…
Read More...
Read More...
ବଡ଼ଦରଲୀପଡାରେ ଝାଡାବାନ୍ତି; ଦୁଇ ମୃତ, ତିନି ଗୁରୁତର
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ପଞ୍ଚାୟତ ବଡ଼ଦରଲୀପଡା ଠାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତ ବ୍ୟକ୍ତି ଦ୍ୱୟ ବଲମତ ମାଝୀ (୨୨) ଓ ପୁରୁନ୍ଦର ମାଝୀ!-->…
Read More...
Read More...
ବିଶ୍ୱ ତମାଖୁ ବର୍ଜନ ପକ୍ଷରେ ଉତ୍ତମ ପ୍ରଦର୍ଶନ କରି ଓଡିଶା ପାଇଲା ୨ୟ ସ୍ଥାନ
ଭୁବନେଶ୍ୱର: ବିଶ୍ୱ ତମାଖୁ ବର୍ଜନ ଦିବସ - ୨୦୨୪ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନକରୀ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ ମୌଲାନା ଆଜାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ!-->…
Read More...
Read More...
ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ଦଶହରା ଉତ୍ସବକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ। ଏଥିସହିତ ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ କଟକ ସହରର ରାସ୍ତାଘାଟ!-->…
Read More...
Read More...
ରାଜ୍ୟ ସ୍ତରୀୟ ସ୍ୱଚ୍ଛତା ସମାରୋହରେ ପୁରୀ ଜିଲ୍ଲା ସମ୍ବର୍ଦ୍ଧିତ
ପୁରୀ :ସ୍ୱଚ୍ଛତାକୁ ସାର୍ବଜନୀନ କରିବା ସହ ଗୋଷ୍ଠୀ ସହଭାଗୀତାରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ଆଜି ପୁରୀ ଜିଲ୍ଲାକୁ ସମ୍ବର୍ଦ୍ଧିତ କରିଛନ୍ତି । ସତ୍ୟବାଦୀ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସ୍ୱଚ୍ଛତା ହିଁ ସେବା ମହୋତ୍ସବରେ ମନ୍ତ୍ରୀ ଶ୍ରୀ ପାଟିଲ!-->…
Read More...
Read More...
ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର: ଓଏଏସ୍ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମର କମିଶନର କରାଯାଇଛି। ଏବେ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଅଛନ୍ତି। ଗତ ଅଗଷ୍ଟ ଶେଷ ସପ୍ତାହରେ କଟକ!-->…
Read More...
Read More...
ବାଘର ଗଳିତ ଶବ ଉଦ୍ଧାର
ହରଭଙ୍ଗା : ବୌଦ୍ଧ ବନଖଣ୍ଡରେ ପୁଣି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି । ଗଳିତ ଶବ ଉଦ୍ଧାର କଲା ମାଧପୁର ରେଞ୍ଜ । ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପୋଢ଼ହଳ ସଂରକ୍ଷିତ ଜଙ୍ଗଲ ନାଳ ଭିତରୁ ବୁଧବାର ଅପରାହ୍ନ ସମୟରେ ଏକ କଲରାପତରିଆ ବାଘର ଗଳିତ ଶବକୁ ଜବତ କରାଯାଇଛି । ମୃତ ବାଘଟି ୭ଦିନରୁ!-->…
Read More...
Read More...