Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲୋକଙ୍କ ମୁହଁରେ ନୁହେଁ, ହୃଦୟରେ ହସ ଫୁଟାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ଆମ ସରକାର ଲୋକଙ୍କ ମୁହଁରେ ନୁହେଁ, ହୃଦୟରେ ହସ ଫୁଟାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ନିର୍ବାଚନ ପୂର୍ବରୁ ଆମେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲୁ । ଆମର ସଂକଳ୍ପପତ୍ର ଘୋଷଣା କରିଥିଲୁ । ଏହା ଲୋକଙ୍କ ପ୍ରତି ଆମ ଦାୟିତ୍ୱବୋଧର ପ୍ରତିଫଳନ ଥିଲା । ଆମ ପାଇଁ ଆମ ସଂକଳ୍ପପତ୍ର!-->…
Read More...
Read More...
ପ୍ୟାରିସ୍ ଅଲିମ୍ପିକ୍ସ ଓ ପାରାଅଲିମ୍ପିକସରେ ଅଂଶଗ୍ରହଣ କରିଥିବା କିଟ୍ର ୧୭ ଖେଳାଳିଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୨୨ । ୯: ଚଳିତବର୍ଷ ପ୍ୟାରିସ ଅଲିମ୍ପିକ୍ସ ଓ ପରାଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା କିଟ୍ର ୧୭ଜଣ ଖେଳାଳିଙ୍କୁ ଆଜି କିଟ୍ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମରେ କିଟ୍ର ୧୫ ଜଣ ଅଲିମ୍ପିଆନ୍ ଓ ୨ଜଣ!-->…
Read More...
Read More...
ଚାରିଦିନିଆ ଦିଲ୍ଲୀ ଗସ୍ତରେ ବାଚସ୍ପତି
ଭୁବନେଶ୍ୱର:ଦଶମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ, ଭାରତୀୟ ଆଞ୍ଚଳିକ ସମ୍ମିଳନୀ ଦିଲ୍ଲୀର ପାର୍ଲିଆମେଣ୍ଟଠାରେ ଅନୁଷ୍ଠିତ ହେଉଅଛି । ଲୋକସଭାର ବାଚସ୍ପତି ଶ୍ରୀଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତି ଯୋଗଦେଉଛନ୍ତି । ଏଥିରେ ଓଡ଼ିଶା!-->…
Read More...
Read More...
“ପୁନଶ୍ଚ ପୃଥିବୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
ଦଶପଲ୍ଲା : ଧ୍ୱଂସାଭିମୂଖି ପୃଥିବୀ । ତାହା ପୁଣି ମନୁଷ୍ୟକୃତ । ମାନବ ସମାଜର ଉତ୍ଥାନ ସହିତ, ଅତିବୁଦ୍ଧି ସମ୍ପନ୍ନ ମନୁଷ୍ୟ ଧରିତ୍ରୀ ମାତା ଉପରେ କରିଚାଲିଛି ଅତ୍ୟାଚାର । ଫଳତଃ ବିନଷ୍ଟ ହେଉଛି ପରିବେଶ, ଧ୍ୱଂସ ହେଉଛି ଜୈବ ବିବିଧତା ଓ ଲୋପ ହେଉଛି ସବୁଜ ବନାନୀ । ଯଦି ମନୁଷ୍ୟ, ପ୍ରକୃତି!-->…
Read More...
Read More...
ସରକାରଙ୍କ ଶହେ ଦିନ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ବିକାଶମେଳା ଉଦଘାଟିତ
ବୌଦ୍ଧ,୨୧/୯:- ଆଜି ସ୍ଥାନୀୟ କଚେରୀ ପଡ଼ିଆଠାରେ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଓ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀଯୁକ୍ତ!-->…
Read More...
Read More...
ରେଢ଼ାଖୋଲରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା
ରେଢ଼ାଖୋଲ: ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ରେଢ଼ାଖୋଲ ଉପଖଣ୍ଡର ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକରେ ଚାଲିଥିବା ବିଭିନ୍ନ ବିଭାଗର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି | ସ୍ଥାନୀୟ ରେଢ଼ାଖୋଲ!-->…
Read More...
Read More...
ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବାଲେଶ୍ୱର: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ ହୋଇଛି। ୧୧ ଟି ଡିଏସପି, ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଟିମ୍!-->…
Read More...
Read More...
ମିଶନ ଶକ୍ତି ଅଡିଟୋରିୟମ ଓ କଲ୍ ସେଣ୍ଟରର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଭୁବନେଶ୍ବର:ଆଜି ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନ ପରିସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମିଶନ ଶକ୍ତି ବିଭାଗର କଲ୍ ସେଣ୍ଟର ଓ ଅଡିଟୋରିୟମର ଉଦଘାଟନ କରିଛନ୍ତି । ସାତ କୋଟି ଅଣଷଠି ଲକ୍ଷ ବ୍ୟୟରେ!-->…
Read More...
Read More...
ପୁରୀରେ ଅକ୍ଟୋବର ୧୮ରୁ ହେବ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ
ପୁରୀ : ପୁରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ୪ ର୍ଥ ଏନଟିପିସି ଜାତୀୟ ରାକିଂ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୮ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି।ଏହି ଟୁର୍ଣ୍ଣାମେଣ୍ଟକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି!-->…
Read More...
Read More...
ମହୁମାଛି ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର
ବାଲିଗୁଡ଼ା: ଶିଆଳି ପତ୍ର ସଂଗ୍ରହ ବେଳେ ମହୁମାଛି ଆକ୍ରମଣରେ ଜଣେ ମହିଳା ମୃତ, ଦୁଇ ଜଣ ମହିଳା ଗୁରୁତର । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ବାଟିକିଲୁ ଗାଁ ର ମହିଳା ମୁନୁରି ମାଝୀ ହୋଇଥିବା ଜଣାପଡ଼ିଛି ।ସୂଚନା!-->…
Read More...
Read More...