Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାଣନ୍ତୁ କିଏ କେଉଁଠି କରିବ ପତାକା ଉତ୍ତୋଳନ
ଭୁବନେଶ୍ବର : ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବ ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଦିନରେ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ହେବ ପତାକା ଉତ୍ତୋଳନ ।
କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ!-->!-->!-->…
Read More...
Read More...
ବଳଦେବଜୀଉ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥ ବଳଦେବଜୀଉ ମନ୍ଦିରକୁ ଖୁବ ଶୀଘ୍ର ବୋମାରେ ଉଡାଇ ଦିଆଯିବ। ଏପ୍ରକାର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସୋମବାର ଘୂରି ବୁଲୁଛି । ଯାହା ଏବେ ଶ୍ରଦ୍ଧାଳୁଙ୍କ ମନରେ ବିସ୍ମୟ ସୃଷ୍ଟି କରିବା ସହିତ ପୋଷ୍ଟ ପ୍ରତି ଆଶଙ୍କା ପ୍ରକାଶ କରୁଛନ୍ତି ।!-->…
Read More...
Read More...
ପଥର ଖାଦାନରୁ ଖସିଲା ପଥର , 2 ଶ୍ରମିକଙ୍କ ଚାଲିଗଲା ଜୀବନ
ମାଲକାନଗିରିରେ: ମାଲକାନଗିରି ଜିଲାରେ ବେଆଇନ ପଥର ଖାଦାନରୁ ପଥର ଖସି ଦୁଇ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ସମୟରେ ତାରିଣୀ ମନ୍ଦିର ପଛପଟେ ଥିବା ପଥର କୁଆନାରୀ ନାମକ ଏକ!-->!-->!-->…
Read More...
Read More...
ଅଯୋଧ୍ୟା ଯିବ ସ୍ବର୍ଣ୍ଣର ଧନୁ
ପୁରୀ- ଅଯୋଧ୍ୟା ଯିବ ସ୍ବର୍ଣ୍ଣର ଧନୁ। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ପୁରୀରେ ପହଞ୍ଚିବ ସ୍ବର୍ଣ୍ଣ ରେ ନିର୍ମିତ ଧନୁ। ୧୮ ତାରିଖ ସନ୍ଧ୍ୟାରେ ଏହି ସ୍ବର୍ଣ୍ଣ ଧନୁ ପୁରୀ ଉତ୍ତରପାର୍ଶ୍ଵ ମଠରେ ପହଞ୍ଚିବା ପରେ ପରଦିନ ଅର୍ଥାତ ୧୯ ତାରିଖରେ ଏହା ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପରିକ୍ରମା କରି!-->…
Read More...
Read More...
ଯାଜପୁର ଜିଲ୍ଲାର ଏହି ବଡ ନେତାଙ୍କୁ ନିଲମ୍ବନ କଲା ବିଜେଡି
ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ୨ ଜଣ ବିଧାୟକ ଏବଂ ଯାଜପୁର ଜିଲା ପରିଷଦ ଉପାଧ୍ୟକ୍ଷଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଗୁରୁବାର!-->…
Read More...
Read More...
ସୁନ୍ଦରଗଡରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ
ସୁନ୍ଦରଗଡ଼: ଗତକାଲି ଗୋମାଂସ ଗୁଜବକୁ ନେଇ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ୍ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିଲା। ପରସ୍ପର ଉପରେ ଭୀଷଣ ପଥରମାଡ଼ ହୋଇଥିବା ବେଳେ ଭିନ୍ନ ଗୋଷ୍ଠୀର ଦୋକାନ ଭଙ୍ଗାରୁଜା, ଗାଡ଼ି ପୋଡ଼ି ଦିଆଯାଇଥିଲା। ପଥରମାଡ଼ରେ ୨ ପୁଲିସ କର୍ମଚାରୀଙ୍କ ସହ ଉଭୟ!-->…
Read More...
Read More...
ବିଜେଡି ନେତାଙ୍କ ଘରେ ଇଡି ରେଡ
ଆସିକା : ବିଜେଡି ନେତାଙ୍କ ଘରେ ଇଡି ରେଡ । ଗଞ୍ଜାମ ଜିଲ୍ଲା ଶେରଗଡ଼ର ବିଜେଡି ନେତା ହୃଷିକେଶ ପାଢିଙ୍କ ଘରେ ଇଡି ରେଡ କରିଛି । ଇଡିର ତିନିଜଣିଆ ଟିମ ଶେରଗଡ ବାଇପାସରେ ନିକଟରେ ଥିବା ଘର ଉପରେ ରେଡ୍ କରିଛି ।
ହୃଷୀକେଶ ଓ ତାଙ୍କ ପୁଅ ରହୁଥିବା ବ୍ରହ୍ମପୁର ଅମ୍ବିକାନଗର ବାସ ଭବନରେ ଆଜି!-->!-->!-->…
Read More...
Read More...
ସରି ଆସୁଛି ଡେଡ୍ ଲାଇନ, ୮୯ ମାଓବାଦୀଙ୍କ ଆତ୍ମସମର୍ପଣ
କୋରକୁଣ୍ଡା: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର ଗୋଗୁଣ୍ଡା ଗାଁ ନକ୍ସଲ ମୁକ୍ତ ହେବା ଆଡ଼କୁ ଆଗକୁ ବଢ଼ୁଛି। ଏହି ଗାଁରୁ ନକ୍ସଲ ସଂଗଠନ ସଙ୍ଗମ ଦଳର ପ୍ରାୟ ୨୯ ଜଣ ସଦସ୍ୟ ଗତକାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅପହଞ୍ଚ ଅଞ୍ଚଳରେ!-->…
Read More...
Read More...
ଆନନ୍ଦବଜାରରେ ମୋବାଇଲ ଫୋନରେ କଥା ହେବା ଘଟଣା, ରୁଜୁ ହେଲା ମାମଲା
ପୁରୀ- ଶ୍ରୀମନ୍ଦିର ଆନନ୍ଦବଜାରରେ ମୋବାଇଲ ଫୋନ୍ ରେ କଥା ହେବା ଘଟଣାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ମୋବାଇଲ ଫୋନ୍ ରେ କଥା ହେଉଥିବା ବ୍ୟକ୍ତି ଜଣକ ନାଁ ରେ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ପୋଲିସ ସମ୍ପୃକ୍ତ ବ୍ୟକ୍ତିର ମୋବାଇଲ ଫୋନ୍!-->…
Read More...
Read More...
ବିଜେଡିରୁ ୨ ବିଧାୟକ ନିଲମ୍ବିତ
ଭୁବନେଶ୍ବର- ରାଜ୍ୟ ରାଜନୀତିରେ ହଟଚମଟ । ବଡ ଆକ୍ସନ ନେଲା ବିଜେଡି । ଦୁଇ ବିଧାୟକଙ୍କୁ ନିଲମ୍ବିତ କଲେ ବିଜେଡି ସୁପ୍ରିମୋ । ବିଜେଡି ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ!-->…
Read More...
Read More...