Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଜ୍ରପାତରେ ଜଣେ ମୃତ, ୫ ଆହତ
ପୁରୀ : ପୁରୀରେ ସକାଳେ ହୋଇଥିଲା ପ୍ରବଳ ବର୍ଷା ଓ ବଜ୍ରପାତ । ଆଉ ପୁରୀ ଜିଲ୍ଲାର ଗୋପ ଅଂଚଳରେ ହୋଇଥିଲା ବଜ୍ରପାତ । ଆଉ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ଗୋପର ବାଲିଘାଇ ଠାରେ ବିଲରେ ତଳି ରୋଉଥିବା ବେଳେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ!-->…
Read More...
Read More...
ନେମାଳ ସାମ୍ବାଦିକ ସଙ୍ଘର ଏକ ବନ୍ଧୁ ମିଳନ ଉତ୍ସବ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମାଳିଗାଁସ୍ଥିତ ମହିମା ଗାଦି ପରିସରରେ ନେମାଳ ସାମ୍ବାଦିକ ସଙ୍ଘର ଏକ ବନ୍ଧୁ ମିଳନ ଉତ୍ସବ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଭୟ କୁମାର ଜେନାଙ୍କ ସଭାପତିତ୍ୱରେ ବହୁ ବରିଷ୍ଠ!-->…
Read More...
Read More...
୧୧ କେଭି ବିଦ୍ୟୁତ୍ ତାର ସ୍ତାନାନ୍ତରିତ କରିବାପାଇଁ ବିଧାୟକଙ୍କୁ ଦାବି ପତ୍ର
ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗଦଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାନ୍ଦାଗୁଡ଼ା ମୌଜାର ୧ ନମ୍ବର ଗ୍ରାମବାସୀବୃନ୍ଦ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗ୍ରାମବାସୀ ଦୀର୍ଘ ୧୯୮୬ ମସିହାରୁ!-->…
Read More...
Read More...
ଉଲୁଣ୍ଡାରେ ସାମୁହିକ ଔଷଧ ସେବନ ଶୁଭାରମ୍ଭ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସାମୁହିକ ଫାଇଲେରିଆ ନିରାକରଣ ଔଷଧ ସେବନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରସ୍ଥ ଏମଡିଏ କର୍ନରରେ ଡାକ୍ତରଖାନା ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ!-->…
Read More...
Read More...
ଅଧ୍ଯକ୍ଷା ସୁମନ ସିଂଙ୍କ ନୟାଗଡ଼ ଶାଖା ପରିଦର୍ଶନ
ନୟାଗଡ଼ : ନୟାଗଡ଼ ଶାଖା କାର୍ଯ୍ଯାଳୟ ପରିସରରେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ର ଅଧ୍ଯକ୍ଷା ସୁମନ ସିଂଙ୍କ ପରିଦର୍ଶନ ଅବସରରେ ମହିଳା ସଶକ୍ତିକରଣ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା!-->…
Read More...
Read More...
ପୁଣି ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍
ହୀରାଞ୍ଚଳ ଲାଇଭ : ପୁଣି ୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରାଯାଇଛି। ଦୁଇଟି ନିର୍ବାଚନୀ ଅନିୟମିତତା ଏବଂ ମାମଲାରେ ମାନ୍ୟବର ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ହୋଇଥିବା ବେଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମଧ୍ୟ!-->…
Read More...
Read More...
ସମୁଦ୍ର ଉପକୂଳରେ ନୌସେନା ଦିବସ ପାଇଁ ପ୍ରସ୍ତୁତି
ପୁରୀ : ପ୍ରଭୁ ଜଗନ୍ନାଥ ମନ୍ଦିର ଅବସ୍ଥିତ ଓଡିଶାର ପବିତ୍ର ସହର ପୁରୀରେ ଆସନ୍ତା ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହେବକୁ ଯାଉଥିବା ନୌସେନା ଦିବସ ଉପଲକ୍ଷେ ପୁରୀ ସମୁଦ୍ର ଉପକୂଳରେ ପହଞ୍ଚିଛି ଭାରତୀୟ ନୌସେନାର ଏକାଧିକ ଯୁଦ୍ଧ ଜାହାଜ। ଭାରତୀୟ ନୌସେନା ଅଧିକାରି ଆଡମିରାଲ ବୀରଜ ଚୌଧୁରୀଙ୍କ!-->…
Read More...
Read More...
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ,ଓଡ଼ିଶାକୁ ଆଳୁ ଯୋଗାଣ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଲେ ଯେ ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ!-->…
Read More...
Read More...
ଆରମ୍ଭ ହେଲା ରଥଭଙ୍ଗା କାର୍ଯ୍ୟ
ପୁରୀ : ଆଜିଠୁ ଆରମ୍ଭ ହୋଉଛି ରଥଭଙ୍ଗା କାର୍ଯ୍ୟ । ନିଳାଦ୍ରିବିଜେ ପରେ ଶ୍ରୀହୀନ ହୋଇପଡିଥିଲେ ତିନି ରଥ । ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ଯ୍ୟ । ନିୟମ ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାମ!-->…
Read More...
Read More...
ଦଶପଲ୍ଲାରେ ମହାବୀର ସେନାର ବିଶାଳ ଶୋଭାଯାତ୍ରା
ଦଶପଲ୍ଲା : ଦଶପଲ୍ଲା ଅଂଚଳରେ କ୍ରମବର୍ଦ୍ଧିଷ୍ଣୁ ବେଆଇନ ଅନୁପ୍ରବେଶକାରୀଙ୍କ କାର୍ଯ୍ୟକଳାପକୁ ନେଇ ଦଶପଲ୍ଲା ଅଂଚଳବାସୀ ଆଶଙ୍କିତ ହେବା ଫଳରେ ରବିବାର ଅପରାହ୍ଣ ୫ ଘଟିକା ସମୟରେ ଦଶପଲ୍ଲାର ବୁଦ୍ଧିଜୀବି ତଥା ସଚେତନ ନାଗରୀକମାନେ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିବା ସହିତ ଏହି ସମସ୍ୟାର!-->…
Read More...
Read More...