Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦଶପଲ୍ଲା ଥାନା ଡିହଗାଁ ଛକରେ ଦୁର୍ଘଟଣା
ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ ଏକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ଓ ଡିଗିରି ଗ୍ରାମର ଶୁକ୍ର ବାଜୁ ହୋଇଥିବା ବେଳେ ଗୁରୁତର ଜଣଙ୍କ ମଧ୍ୟଖଣ୍ଡ!-->…
Read More...
Read More...
ଓଡ଼ିଶା ଲେବର କୋଅପରେଟିଭ ସୋସାଇଟିର ବୈଠକ
ନୟାଗଡ଼ : ରାଜ୍ୟରେ ଗରିବ ଖଟିଖିଆ ମାନଙ୍କ ଆଶାର କିରଣ ସାଜିଛି ଓଡ଼ିଶା ଲେବର କୋଅପରେଟିଭ ସୋସାଇଟି । ନୟାଗଡ଼ ଜିଲ୍ଲାରେ ଏହି କାର୍ଯ୍ୟ ଆଗକୁ ବଢ଼ିଥିବା ବେଳେ ଗଣିଆ ବ୍ଳକରେ ଏହି କାର୍ଯ୍ୟ ଆଗକୁ ନେବା ପାଇଁ ଗଣିଆ ଆକାଶ ହୋଟେଲ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ!-->…
Read More...
Read More...
ସାଂସଦ ଅନନ୍ତ ନାୟକଙ୍କ ସମ୍ବର୍ଦ୍ଧନା
କେନ୍ଦୁଝର : "ମା ତାରିଣୀ ମୁମେଣ୍ଟ ଟ୍ରାଭେଲ୍ସ୍" ପକ୍ଷରୁ ସିରାଜ୍ଜୁଦିନ୍ ଛକ ଟ୍ରାଭେଲ୍ସ୍ ଅଫିସରେ ଏହାର ସଂସ୍ଥାପକ ନିନି ରାଉତଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଓ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହର ଆୟୋଜିତ ହୋଇଥିବାର ସୂଚନା ମିଳିଛି। ଯେଉଁଥିରେ କେନ୍ଦୁଝର ସାଂସଦ ଅନନ୍ତ!-->…
Read More...
Read More...
ରାଷ୍ଟ୍ରପତିଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କଲେ ଓଡ଼ିଶାର ଦୁଇ ଶିକ୍ଷକ
ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ୱୀ ଶିକ୍ଷକ ।କଳାହାଣ୍ଡି!-->…
Read More...
Read More...
ଅଷ୍ଟ୍ରେଲିଆରେ ସମ୍ବର୍ଦ୍ଧିତ ହେଲେ କେନ୍ଦ୍ରାପଡ଼ାର ପୁଅ
କେନ୍ଦ୍ରାପଡା : କେନ୍ଦ୍ରାପଡାର ପୁଅ ଅଷ୍ଟ୍ରେଲିଆରେ ସମ୍ମାନିତ I ସମ୍ମାନିତ ଏଇଥିପାଁଇ ସେ ଭାରତ ଓ ଅଷ୍ଟ୍ରେଲିଆ ଦେଶର ସମ୍ପର୍କ ସୁଦୃଢ଼ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି I ସେ ହେଉଛନ୍ତି ଓଡ଼ିଶାର କେନ୍ଦ୍ରାପଡ଼ା ମାଟିର ପୁଅ କମଳାକାନ୍ତ I କମଳାକାନ୍ତଙ୍କ ପାଈଁ ଗର୍ବିତ!-->…
Read More...
Read More...
ଜାତୀୟ ସବ୍ ଜୁନିୟର ଓ ଜୁନିୟର ତାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ବୁଦ୍ଧିଷ୍ଟ୍ ତାଏକୋଣ୍ଡୋ ଏକାଡେମୀ ପକ୍ଷରୁ ତିନି…
ପୁରୀ : ଚଳିତ ମାସ ୦୭ ସେପ୍ଟେମ୍ବରରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଆଗ୍ରା ଠାରେ ତାଏକୋଣ୍ଡୋ ଫେଡରେସନ୍ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଆୟୋଜିତ ହେବାକୁ ଯାଉଥିବା, ଜାତୀୟ ସବ୍ ଜୁନିୟର ଓ ଜୁନିୟର ତାଏକୋଣ୍ଡୋ ପ୍ରତିଯୋଗିତା ରେ ଓଡ଼ିଶା ତାଏକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ପ୍ରାୟ ୫୦!-->…
Read More...
Read More...
ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ
ପୁରୀ : ଗୁରୁ ମାନେ ସମାଜର ମାର୍ଗଦର୍ଶକ। ସେମାନେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିବା ସହ ସମାଜକୁ ଶୃଙ୍ଖଳା ଓ ସଂସ୍କାର ପଥରେ ଆଗେଇ ନିଅନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ପବିତ୍ର ଗୁରୁ ଦିବସ ଅବସରରେ ତାଳବଣିଆ ସ୍ପୋର୍ଟ୍ସ!-->…
Read More...
Read More...
ତାଳଗଛ ଲଗାଇବାକୁ ୭ କୋଟି ଟଙ୍କାର ବଜେଟ୍
ଭୁବନେଶ୍ୱର : ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢ଼ି ଚାଲିଥିବାରୁ ତାଳ ଗଛ ଲଗାଇବା ପାଇଁ ରାଜ୍ୟ ସରକାର ୭ କୋଟି ଟଙ୍କା ବନ ବିଭାଗକୁ ଦେଇଛନ୍ତି । ଆଜି ବିଧାନସଭା ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ।
!-->!-->!-->…
Read More...
Read More...
ମନ ମୋହିନେଲେ ମୋହିନୀ “ମା”
କେନ୍ଦ୍ରାପଡ଼ା : ମନ ମୋହିନେଲେ ମୋହିନୀ "ମା" ସତରେ ସତ୍ କର୍ମର ନିଶ୍ଚିତ ଫଳ ରହିଛି। ଜଣେ ମଣିଷ କିପରି ଗୋଟିଏ ଅଞ୍ଚଳ, ତା'ପରେ ନିଜର କର୍ମ ଫଳରେ ଅନେକ ଅଞ୍ଚଳ ବାସୀଙ୍କର "ମା" ହୋଇପାରେ ଓ ମା ନାମର ଯଥାର୍ଥତା ପ୍ରତିପାଦନ କରିଛନ୍ତି ମା ମୋହିନୀ ନାୟକ। ସେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର!-->…
Read More...
Read More...
ବାଲିଗୁଡ଼ାରେ ଘରୋଇ ଚକ୍ଷୁ ଡାକ୍ତରଖାନା ଉଦଘାଟିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଖୋଲିଲା ଘରୋଇ ଚକ୍ଷୁ ଡାକ୍ତରଖାନା ଦାଶ ଚକ୍ଷୁ ଚିକିତ୍ସାଳୟ । ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ବିଜୟ କୁମାର ପଣ୍ଡା ରିବନ କାଟି ଚକ୍ଷୁ ଚିକିତ୍ସାଳୟର ଶୁଭ ଉଦଘାଟନ କରିଛନ୍ତି । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚକ୍ଷୁ ରୋଗୀଙ୍କ ପାଇଁ!-->…
Read More...
Read More...