Browsing Category

ରାଜ୍ୟ

ବଜ୍ରପାତରେ ଚାଷୀଙ୍କଗଲା ଜୀବନ; ସରକାରୀ ସହାୟତା ଦାବୀ

ଗଞ୍ଜାମ /ବେଲଗୁଣ୍ଠା: ସୋମବାର ସକାଳୁ ବେଲଗୁଣ୍ଠା ସମେତ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ପବନ ଲାଗି ରହିଥିଲା । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ବେଲଗୁଣ୍ଠା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । କୁରୁଳେଇ ଗ୍ରାମରେ ବଜ୍ରାଘାତ ଘଟି ଜଣଙ୍କ ପ୍ରାଣହାନି
Read More...

ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ବୈଠକ

ବୌଦ୍ଧ,୭/୯- ଚଳିତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କା ର୍ଯ୍ୟାଳୟଠାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳମାନଙ୍କୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବୌଦ୍ଧରେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ

ବୌଦ୍ଧ,୭/୯- ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ୩୬ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ,
Read More...

ବଡ଼ଚଣା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସମ୍ବର୍ଦ୍ଧନା

ଚଣ୍ଡିଖୋଲ: ବଡ଼ଚଣା ଭାରତୀୟ ଜନତା ପାର୍ଟି ପକ୍ଷରୁ ମଙ୍ଗଳବାର ସକାଳେ ଚଣ୍ଡିଖୋଲ ଛକଠାରେ କେନ୍ଦ୍ର ଜଳସମ୍ପଦ, ଆଦିବାସୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବିଜେପି ରାଜ୍ୟ ସମ୍ପାଦକ ତଥା ବଡ଼ଚଣା ବିଜେପି ନେତା ଅମର ନାୟକ, ସାଧାରଣ ସମ୍ପାଦକ ଦେବଯାନୀ
Read More...

ଜୁଡୋ କରାଟେ ସ୍କୁଲର ସଫଳତା

ସୁବର୍ଣ୍ଣପୁର : ବୌଦ୍ଧଜିଲ୍ଲାର ରାମଲୀଳା ପଡିଆ ଠାରେ ସ୍ଥାନୀୟ ଆର୍ଟ ଟେମ୍ପୁଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦିନିକିଆ ମାର୍ସଲ ଆର୍ଟ ବେଲ୍ଟ ପରୀକ୍ଷାରେ ସୁବର୍ଣ୍ଣପୁର ଜିଲ୍ଲାର ଜୁଡୋକରାଟେ ସ୍କୁଲର ୭ଜଣ ଛାତ୍ର ଆନ୍ତଃଜିଲ୍ଲା ସ୍ତରରେ କୃତିତ୍ୱର ସହ ବିଭିନ୍ନ ଗ୍ରେଡ଼ ହାସଲ କରିଛନ୍ତି ।
Read More...

ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ପ୍ରଥମ ଆଙ୍ଗନବାଡ଼ି ପାଠାଗାର ଉଦଘାଟିତ

ସମ୍ବଲପୁର : କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କ ବହୁମୁଖୀ ପ୍ରତିଭା ବିକାଶ ପାଇଁ ଏକ ମହତ୍ୱପୂର୍ଣ୍ଣ ଯୋଜନା ହାତକୁ ନିଆଯାଇଛି । ଏଣୁ ଏଣିକି ସମସ୍ତ ଆଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କ ପାଇଁ "ଆମ ପାଠାଗାର’ର ବ୍ୟବସ୍ଥା ରହିବ । ଚଳିତ ବର୍ଷ
Read More...

ସୀମାନ୍ତରେ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ, ଜଣେ ଆହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଣ୍ଡାରୀ କତାମଗୁଡା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ପୋରଣ । ବିସ୍ପୋରଣ ରେ ଜଣେ ସାଧାରଣ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି । ଆହତ ଗ୍ରାମବାସୀ ଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚେରଲା ଥାନା ପେଟା ଚେରଲା ଗ୍ରାମର ଅଧିବାସୀ
Read More...

ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହେବ, ଏମିତି କାହିଁକି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜାଣନ୍ତୁ

ଭୁବନେଶ୍ୱର:ସ୍କୁଲ ପିଲାଙ୍କୁ କରୋନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆଗରୁ ପିଲାଙ୍କୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଥିଲା । ଏବେ ସଂକ୍ରମଣ ବଢୁଛି କିନ୍ତୁ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହେଉଛନ୍ତି ତାକୁ
Read More...

ବ୍ଲୁଫ୍ଲାଗ୍ ବିଚକୁ ବେଳାଭୂମି ସୁରକ୍ଷା ସମିତିର ବିରୋଧ

ପୁରୀ : ପୁରୀ ଜିଲ୍ଲା ପ୍ରଶାସନ ପୁଣି ପୁରୀ ବେଳାଭୂମିର ଚକ୍ର ତୀର୍ଥ ବେଳାଭୂମି ଅଞ୍ଚଳକୁ ବ୍ଲୁଫ୍ଲାଗ ବିଚରେ ପରିଣତ କରୁଥିବା ଅଭିଯୋଗ କରି ଆଜି ବିଭିନ୍ନ ସଙ୍ଗଠନ ମିଳିତ ଭାବେ ବିରୋଧ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରିଛନ୍ତି । ସମୁଦ୍ରକୂଳ ଅଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦା
Read More...

ଗାଁ ସାଥୀ ସାଜି ନାଏବ ସରପଞ୍ଚ ହଡପ କଲେ ଶ୍ରମିକଙ୍କ ମଜୁରୀ! ଅଭିଯୋଗର ୯ମାସ ପରେ ଫଳ ଶୂନ, ତଦନ୍ତ ହେବ କେବେ ?

ଦାରିଙ୍ଗବାଡି: ଦିନ କୁ ଦିନ ଶ୍ରମିକ ମାନଙ୍କ ଉପରେ ଜୁଲମ ବଢୁଥିବା ବେଳେ ସେମାନଙ୍କୁ ମିଳୁନି ନିଜର ପାରିଶ୍ରମିକ ଟଙ୍କା । ଏନେଇ ଶ୍ରମିକମାନେ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ଅଭିଯୋଗ କରିବାର ୯ମାସ ବିତିଯାଇଥିଲେ ସୁଦ୍ଧା ସେମାନଙ୍କୁ ମିଳିନି ନ୍ୟାୟ । ଶ୍ରମିକଙ୍କୁ ମିଳୁଛି କେବଳ
Read More...