Browsing Category

ରାଜ୍ୟ

ଓଲଟିଲା ଟ୍ରକ, ବସ୍ତା ବସ୍ତା ଆଳୁ ବୋହିନେଲେ ଲୋକେ

ଯାଜପୁର: ରାସ୍ତା କଡ଼କୁ ଓଲଟି ପଡ଼ିଲା ଆଳୁ ବୋଝେଇ ଟ୍ରକ୍‌। ବସ୍ତା ବସ୍ତା ଆଳୁ ବୋହିନେଲେ ସ୍ଥାନୀୟ ଲୋକେ। ଖାଲି କରିଦେଲେ ପୁରା ଟ୍ରକ୍‌। ଯିଏ ଯେଉଁ ଉପାୟରେ ପାରିଲା ଘରକୁ ବୋହିନେଲେ ଆଳୁ। ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତିଲେ ଡ୍ରାଇଭର।ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆ
Read More...

ରାଜ୍ୟରେ ପୁଣି ୬୩୮ ପଜିଟିଭ ଚିହ୍ନଟ, ୭ ମୃତ

ଭୁବନେଶ୍ୱର :ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୨୮୦୫ରେ
Read More...

ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍‌ଙ୍କ ରାୟଗଡ ଜିଲ୍ଳା ଗସ୍ତ

ରାୟଗଡ/୬/୯/୨୧: ଚଳିତ ବର୍ଷ ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଅନେକ ଜିଲ୍ଳାରେ ଏବେ ମରୁଡି ପରିସ୍ଥିତି ଦେଖାଦେଇଛି । ଜଳସ୍ରୋତଗୁଡିକର ସଦ୍‌ବିନିଯୋଗ କ୍ଷେତ୍ରରେ ଯୋଜନା କରାଯାଇ ନ ଥିବାରୁ ଏବେ ଚାଷ ଜମିଗୁଡିକରେ ଫସଲ ପାଇଁ ତଳି ରୂଆ ହୋଇ ପାରୁ ନଥିବା ବେଳେ ଚାଷୀକୂଳଙ୍କ ସମସ୍ୟାର
Read More...

କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତି ସୃଷ୍ଟି ପାଇଁ ବିଆଇଇିଟି ଏବଂ ଡିଆଇଇଟି ପ୍ରଶିକ୍ଷାର୍ଥୀଙ୍କ ଦାବି

ରାୟଗଡ/୬/୯/୨୧: ରାୟଗଡ ଜିଲ୍ଳାରେ ପ୍ରାଥମିକ ଶିକ୍ଷା ବିଭାଗର ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ (ଡିଆଇଇଟି)ବିଷମକଟକ ଓ ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ (ବିଆଇଇଟି)ଗୁଣପୁର ଠାରେ ଡିପ୍ଲୋମା ତାଲିମ ନେବା ସହ ଓଟିଇଟି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଦୀର୍ଘ ବର୍ଷ
Read More...

ଜହ୍ନାପଙ୍କ-ଖମ ।ରିପଡା ରାସ୍ତାରେ ବିପଦପୂର୍ଣ୍ଣ ଗର୍ତ୍ତ, ଦୁର୍ଘଟଣାକୁ ଆମନ୍ତ୍ରଣ

ବୌଦ୍ଧ/ଜହ୍ନାପଙ୍କ,୬/୯- ରାଜ୍ୟସରକାର ଲୋକଙ୍କ ଗମନାଗମନର ସୁବିଧାପାଇଁ ରାସ୍ତା ଉନ୍ନତିକରଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜହ୍ନ ।ପଙ୍କ-ଖମ ।ରିପଡା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତି କରଣ କାର୍ଯ୍ୟ କରାଯାଇଛି । ନହେଲେ ରାସ୍ତା ନିର୍ମାଣ ଅବଧିର ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏହା
Read More...

ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ୩୭ଜଣ ବିଜେଡିରେ ଯୋଗଦାନ

ପାଟଣାଗଡ଼, ୬/୯- ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ଭାଜନ ହେବାସହ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଦିନକୁଦିନ ବିଜେଡି ଦଳରେ ଯୋଗଦାନ ଯୋଗୁଁ କର୍ମୀ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥାନୀୟ ବିଜେଡି
Read More...

କୃତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ

ହରଭଙ୍ଗା,୬/୯ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଲାଲବାହାଦୂର ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ତିଲେଶ୍ୱରର ପୂର୍ବତନ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ମାତାଦିନ ଅଗ୍ରୱାଲଙ୍କ ତରଫରୁ
Read More...

ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଭାଳୁଜୁରୀ ଗାଁ ରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଅଭିଯୋଗ ଅନୁଯାୟୀ, ମୃତକଙ୍କ ଚାଷୀ ଯୁଧୁଷ୍ଟିର ଭୋଇ (୪୦) ଶନିବାର ସନ୍ଧ୍ୟା ୭ .୩୦ ସମୟରେ ନିଜ କ୍ଷେତ ଆଡୁ ଘରକୁ ଫେରିଥିଲେ, ତେବେ ଘରକୁ ଆସି
Read More...

ଯୁକ୍ତ ୩ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣନଗର ବାସିନ୍ଦା ଜଗନ୍ନାଥ ବେହେରା ଓ ସଂଯୁକ୍ତା ବେହେରାଙ୍କ ଝିଅ ଲୋପାମୁଦ୍ରା ବେହେରା ଯୁକ୍ତ ତିନି ଶେଷ ବର୍ଷରେ ଏମ୍ସ ସମ୍ବଲପୁର ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ
Read More...

ବେଆଇନ ନିର୍ମାଣକୁ ଉଚ୍ଛେଦ କଲା ପ୍ରଶାସନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର କଣ୍ଟାବାଞ୍ଜିରେ ଦିନକୁ ଦିନ ବଢ଼ି ଚାଲିଛି ସରକାରୀ ଜମି ଜବରଦଖଲ ଓ ନିର୍ମାଣ କାର୍ଯ୍ୟ । ଏହାକୁ ନେଇ ଜନସାଧାରଣ ପ୍ରଶାସନକୁ ଅଭିଯୋଗ କରିବା ପରେ ଆଜି ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ଉଚ୍ଛେଦ ଆରମ୍ଭ କରିଛି । ସହରର ମୁଖ୍ୟ
Read More...