Browsing Category

ରାଜ୍ୟ

ବନ୍ଦ ହୋଇଥିବା କ୍ରସରକୁ ଚାଲୁ କରିବାପାଇଁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ,୨/୯- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତବାସୀ ଖରଭୂଇଁ ଗ୍ରାମରେ ଥିବା ପଥର କ୍ରସର ୟୁନିଟ ବନ୍ଦ ହେବା ଯୋଗୁଁ ଶତାଧିକ ଗ୍ରାମବାସୀ ରୋଜଗାର ହରାଇଛନ୍ତି । ଆଜି ଜିଲ୍ଲାପାଳଙ୍କୁ କ୍ରସର ଚାଲୁପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବିପତ୍ରରେ ଉଲ୍ଲେଖ
Read More...

ବିଭିନ୍ନ ଦାବି ନେଇ ଭାରତୀୟ କିଷ।ନ ସଂଘ ତରଫରୁ ବିକ୍ଷୋଭ

ବୌଦ୍ଧ,୨/୯- ବୌଦ୍ଧଜିଲ୍ଲା ଭାରତୀୟ କିଷାନ ସଂଘ ତରଫରୁ ୭ ଦଫା ଦାବିନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରୁ ହଜାରହଜାର ଚାଷୀ ଏକ ଶୋଭାଯାତ୍ରାରେ କିଷାନ ସଂଘ ସଭାପତି ସୂର୍ଯ୍ୟନାରାୟଣ
Read More...

ବାଲ୍ମିକୀ ସମାଜ ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବି ଉଠିଲା

ସମ୍ବଲପୁର : ପ୍ରଥମେ ସମ୍ବଲପୁର ପୌର ପରିଷଦ ଓ ବର୍ତ୍ତମାନ ମହାନଗର ନିଗମରେ ବିଗତ ଅନେକ ଦଶନ୍ଧି ଧରି ସେବାକାର୍ଯ୍ୟ ଯୋଗାଇ ଆସୁଥିବା ବାଲ୍ମିକୀ ସମାଜର ଲୋକେ ସମ୍ବଲପୁର ମୁଦିପଡା ଅଞ୍ଚଳରେ ବସବାସ କରି ଆସୁଛନ୍ତି । ସେମାନେ ଠେଲକୋପଡା ଓ ଏହାର ଆଖପାଖ ଅଞ୍ଚଳରେ ରହି ପିଢ଼ି ପରେ ପିଢ଼ି
Read More...

ଆଜି ନୟାଗଡ଼ ଜିଲ୍ଲାରେ ୧୩ ଆକ୍ରାନ୍ତ

ଦଶପଲ୍ଲା : - ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ଘଟୁଛି । ଜିଲ୍ଲାରେ ଆଜି ନୂଆ ମାତ୍ର ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୧୨୫ ବୋଲି ଜଣାଯାଇଛି । ଜିଲ୍ଲାରୁ ଆଜି କୌଣସି ମୃତ୍ୟୁ ହୋଇନଥିବା ସଂମ୍ପର୍କରେ ରାଜ୍ୟ ସରକାର ସୂଚନା
Read More...

ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବେ ଦୀପକ୍‌ ଓ ପ୍ରମୋଦ

ଦଶପଲ୍ଲା : ନୟାଗଡ ଜିଲ୍ଲାରୁ ଦୁଇ ଜଣ ପୁଲିସ ଅଧିକାରୀ ମୁଖ୍ୟମନ୍ତ୍ରୀ ମେଡାଲ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ନୟାଗଡ ସଦରଥାନା ଅଧିକାରୀ ଇନ୍ସିପେକ୍ଟର ଦୀପକ ଖଣ୍ଡାୟତରାୟ ଏବଂ ଏଏସ୍‌ଆଇ ପ୍ରମୋଦ କୁମାର ନନ୍ଦଙ୍କୁ ଚୟନ କରାଯାଇଥିବା ଜଣାଯାଇଛି ।
Read More...

ଜିଲ୍ଲାସ୍ତରୀୟ ଜାତୀୟ ପୋଷଣ ସପ୍ତାହ ପାଳନ

ପାରଳାଖେମୁଣ୍ଡି:ଆଜିଠାରୁ ସପ୍ତାହେ ବ୍ୟାପୀ ଜିଲ୍ଲା ସ୍ତରରେ ଜାତୀୟ ପୋଷଣ ସପ୍ତାହ ପାଳନ ହେଉଛି । ଏଥି ନିମନ୍ତେ ଆଜି ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପୋଷଣ
Read More...

ପୁଣି ଚର୍ଚ୍ଚାରେ ନୟାଗଡ : କେବଳ କାଗଜପତ୍ରରେ ସୀମିତ ବେଟି ପଢାଓ ବେଟି ବଢାଓ

ଦଶପଲ୍ଲା : ଦୁହିତା ଦୁଇ କୁଳକୁ ହିତା । ଏ କଥା ନୟାଗଡ଼ ଜିଲ୍ଲା ବାସୀଙ୍କ ହେହରେ ଯାଉନି । ନୟାଗଡ ଜିଲ୍ଲା ବାସୀଙ୍କୁ ବିଷ ପାଲଟିଛି ଝିଅ । ସାରା ଦେଶରେ କନ୍ୟାଭୃଣ ହତ୍ୟା ପାଇଁ ଚର୍ଚ୍ଚାରେ ଥିବା ନୟାଗଡ ଏବେ ପୁଣି ଚର୍ଚ୍ଚାରେ । ୧୯୯୧ ମସିହାଠାରୁ ୨୦୨୦ ମସିହା ଯାଏଁ ମିଳିଥିବା ସରକାରୀ
Read More...

ଭଙ୍ଗାଗଲା ସାଲେପୁର ବ୍ଲକ ରଟିଲୋ ପଞ୍ଚମୁଖୀ ହନୁମାନ ମନ୍ଦିର

ସାଲେପୁର: ଭଙ୍ଗାଗଲା କଟକ ଜିଲ୍ଲାର କିଶନନଗରର ତହସିଲତଥା ସାଲେପୁର ବ୍ଲକ ଅନ୍ତର୍ଗତ ରଟିଲୋ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ତାର ପରିପାଟି । ସ୍ଥାନୀୟ ଜନସାଧରଣଙ୍କ ବହୁ ବିରୋଧ ଓ ଆଇନିଗତ ଲଢେଇ ପରେ ଆଜି ଶେଷରେ ମାନ୍ୟବର ଜାତୀୟ ସବୁଜ ଟ୍ରିବୁଲାନଙ୍କ ନିର୍ଦ୍ଦେଶକୁ ପାଳନ କରି ଜିଲ୍ଲା ପ୍ରଶାସନ
Read More...

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ ସ୍ତରରେ  ଛୋଟ ଧରଣର ଅଦଳବଦଳ କରିଛନ୍ତି । ତଦନୁଯାୟୀ  ଡ. ପ୍ରମୋଦ କୁମାର ମେହେର୍ଦ୍ଧା କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି ।  ସେ କେନ୍ଦ୍ରରେ ଏନଏଫଏସଏମ ଏମଡିଭାବେ ଦାୟିତ୍ୱ ତୁଲାଇବେ ।ସେହିପରି ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ କଲ୍ୟାଣ
Read More...

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇବନ୍ଧୁ ଅଙ୍ଗଦାନ କରି ୧୩ଜଣଙ୍କୁ ନୂଆ ଜୀବନ ଦେଲେ

ସୁରଟ: ଜନ୍ମରୁ ବନ୍ଧୁ ଥିଲେ । ଏମିତି ବନ୍ଧୁତ୍ୱ ଥିଲା କି ମୃତ୍ୟୁ ବି ସେମାନଙ୍କୁ ଅଲଗା କରି ପାରିନଥିଲା । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଏହି ଦୁଇ ବନ୍ଧୁ ନିଜର ମୃତ୍ୟୁ ପରେ ମଧ୍ୟ ୧୩ ଜଣ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଛନ୍ତି । ଏହି ଦୁଇ ବନ୍ଧୁ ହେଉଛନ୍ତି ସୁରଟର ମିତ ପାଣ୍ଡ୍ୟା(୧୮) ଓ
Read More...