Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାୟଗଡ ଜିଲ୍ଳା ପ୍ରଶାସନ ସାହାର୍ଯ୍ୟକୁ ଅପେକ୍ଷା: ଦୃୃଷ୍ଟି ଓ ଶ୍ରବଣ ଶକ୍ତି ହରାଇ ଅସହାୟ ଅବସ୍ଥାରେ ବୃଦ୍ଧା ମାଁ
ରାୟଗଡ/୨୮/୮/୨୧: ଆଜି ରାୟଗଡ ସହର ସ୍ଥିତ ମାତୃଶକ୍ତି ବୃଦ୍ଧାଶ୍ରମକୁ ଆସିଛନ୍ତି ଜଣେ ବୃଦ୍ଧା ମାଁ । ତେବେ ବୃଦ୍ଧା ମାଁ’ଟି ପରିଣତ ବୟସରେ ଦୃଷ୍ଟି ଓ ଶ୍ରବଣ ଶକ୍ତି ହରାଇ ଥିବାରୁ ଅସହାୟ ହୋଇ ପଡିଛନ୍ତି । ରାୟଗଡ ଜିଲ୍ଳା ପ୍ରଶାସନ ଯଦି ସାହାର୍ଯ୍ୟ ଓ ସହଯୋଗର ହାତ ବଢେଇବେ ତାହାହେଲେ ପରିଣତ!-->…
Read More...
Read More...
ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଦାରିଙ୍ଗବାଡି,୨୮/୮: ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ୧୧ନମ୍ବର ୱାର୍ଡ ମଧୂପଲ୍ଲୀରେ ରୁହନ୍ତି ରାମଚନ୍ଦ୍ର ପାତ୍ର । ପରିବାର କହିଲେ ସ୍ତ୍ରୀ ସୁରେଖା ଓ ୨ ଯାଆଁଳା ଝିଅ ତାରା ଓ ଯମୁନା ଓ ୨ ପୁଅ ରାକେଶ ଓ କେଶବ । ଭଙ୍ଗା ଘରେ ରହୁଥିବା ରାମଚନ୍ଦ୍ରଙ୍କୁ ସରକାରୀ ସହାୟତା କହିଲେ ଚାଉଳ!-->…
Read More...
Read More...
ଯୁବ ଚିତ୍ରଶିଳ୍ପୀ ଶାଶ୍ୱତ ସାହୁଙ୍କ କଳାକୃତି
ପୁରୀ,୨୮/୮- ନେସନାଲ ସ୍ପୋର୍ଟସ ଡେ ଅବସରରେ ପୁରୀର ଯୁବ ଚିତ୍ରଶିଳ୍ପୀ ଶାଶ୍ୱତ ସାହୁ ଏକ ନିଆରା ଢଙ୍ଗରେ ଏହି ଦିବସର ଶୁଭେଚ୍ଛା ଦେଇଛନ୍ତି । ସେ ୬୯୦ ଟି ଦିଆସିଲି କାଠି ସାହାଯ୍ୟରେ ୨ ଦିନ ଲାଗି ଏକ ହକି ଷ୍ଟିକର ପ୍ରତିକୃତି କରିଛନ୍ତି । ଏହାର ଉଚ୍ଚତା ମାତ୍ର ୫ ଇଞ୍ଚ ଓ ଲମ୍ୱ ୧୫ ଇଞ୍ଚ!-->…
Read More...
Read More...
ଗଞ୍ଜାମ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ
ଗଜପତି,୨୮/୮- ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୨ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଗଞ୍ଜାମ ଜିଲ୍ଲାର ଗୋଟିଏ ଦମ୍ଫତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଲକ ଡାଉନ ଏବଂ ସଟ ଡାଉନ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ!-->…
Read More...
Read More...
ତେନ୍ତୁଳି ଗଛ ପଡ଼ି ୩ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୩ ପରିବାରର ୧୨ସଦସ୍ୟ
ଦାରିଙ୍ଗବାଡି,୨୮/୮: ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁ ଉପରସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଳମ୍ବିତ ରାତିରେ କୁମ୍ଭାରୀ ଗାଁ ଗ୍ରାମର ଉପରସାହିରେ ହଠାତ୍ ପ୍ରବଳ ପବନ ହେବା ଯୋଗୁଁ ଏକ ତେନ୍ତୁଳି ଗଛ ଭାଙ୍ଗିଯାଇ ଗ୍ରାମର କୁମ୍ବେ ବିଷୋୟୀ!-->…
Read More...
Read More...
ଆଶୀର୍ବାଦ ଯୋଜନାରେ ହିତାଧିକାରୀ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ
ପୁରୀ,୨୮/୮- ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଭିଡିଓ!-->…
Read More...
Read More...
ବୌଦ୍ଧଜିଲ୍ଲାରେ ସ୍ୱାଧିନତାର ଅମୃତ ମହୋତ୍ସବ: ପ୍ରତ୍ୟେକ ଦିନ ୩୦ମିନିଟ ଶାରିରୀକ ବ୍ୟାୟାମ ପାଇଁ ସଂକଳ୍ପ ପାଠ
ବୌଦ୍ଧ,୨୮/୮: ବୌଦ୍ଧଜିଲ୍ଲା ନେହେରୁ ଯୁବକେନ୍ଦ୍ର ପକ୍ଷରୁ କଚେରୀ ଖେଳପଡଆ ଠାରେ ଅମୃତ ମହୋତ୍ସବ ଅବସରରେ ଫିଟ ଇଣ୍ଡିଆ ଫ୍ରିଡମ୍ ରନ୍ ୨.୦ ଉଦ୍ଘାଟନ ହୋଇଯାଇଛି । ଉଦ୍ଘାଟକ ଭାବେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଯୋଗଦାନ କରି ସଚେତନତାର ବାର୍ତ୍ତା ପ୍ରତ୍ୟେକ!-->…
Read More...
Read More...
ବ୍ରାହ୍ମଣୀଗାଁ ଷ୍ଟେଟବ୍ୟାଙ୍କର ଅବ୍ୟବସ୍ଥା, ବ୍ୟାଙ୍କରେ ତାଲା ପକାଇଲେ ଅଂଚଳବାସୀ
ଦାରିଙ୍ଗବାଡି,୨୭/୮ : ଗ୍ରାହକଙ୍କୁ ଦୁର୍ବ୍ୟବହାର ଓ ସଠିକ ସେବା ନଯୋଗାଇବା ପଡିଲା ମହଙ୍ଗା । ବାରମ୍ବାର ଅଭିଯୋଗ ପରେ ବି ଷ୍ଟେଟ ବ୍ୟାଙ୍କ କର୍ମଚାରୀ ନିଜର ଭୁଲ ସୁଧାରୁ ନଥିବା ଯୋଗୁଁ ଶେଷରେ ଗ୍ରାହକମାନେ ଉତକ୍ଷିପ୍ତ ହୋଇ ବ୍ୟାଙ୍କରେ ତାଲା ପକାଇଥିଲେ । ବ୍ରାହ୍ମଣୀଗାଁ ଷ୍ଟେଟ ବ୍ୟାଙ୍କରେ!-->…
Read More...
Read More...
କୋଣାର୍କ ଚନ୍ଦ୍ରଭଗାର ଗଭୀର ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ୪ ଉଦ୍ଧାର ୧ ନିଖୋଜ
ପୁରୀ,୨୭/୮- କୋଣାର୍କ ଚନ୍ଦ୍ରଭଗାର ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯିବା ସମୟରେ ଘଟିଲା ଅଘଟଣ । ଆଜି ଭୋରରୁ ଗଭୀର ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯିବା ସମୟରେ ଓଲଟିଲା ମାଛ ଧରା ଡ଼ଙ୍ଗା ।ଚନ୍ଦ୍ରଭଗା ତେଲୁଗୁ ବସ୍ତି ର ୫ ମତ୍ସ୍ୟଜୀବୀ ଏକ ଡ଼ଙ୍ଗାରେ ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ!-->…
Read More...
Read More...
କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ
ଗଞ୍ଜାମ,୨୭/୮ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୁମ୍ଭାରଗାଁ ପଂଚାୟତର ବେଗୁନିଆଡିହ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ମୁନା ନାୟକ(୨୫) । ତାଙ୍କ ଘର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଦଳୀ ବସନ୍ତଗ୍ରାମରେ । ମୁନା ବେଗୁନିଆପଡା ବ୍ଲକ!-->…
Read More...
Read More...