Browsing Category

ରାଜ୍ୟ

ବିଜେପିରେ ଯୋଗ ଦେଲେ ଜେଏମଏମ ନେତା

ରାଞ୍ଚୀ: ଝାଡ଼ଖଣ୍ଡ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନ ଶୁକ୍ରବାର ବିଜେପିରେ ଯୋଗ ଦେଇଛନ୍ତି। ଏଥି ପାଇଁ ରାଞ୍ଚୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଝାଡଖଣ୍ଡ ବିଜେପି ସଭାପତି
Read More...

ଭିଜାଲାନ୍ସ ଜାଲରେ DEO ଅଫିସ୍‌ କିରାଣୀ

ବାଲେଶ୍ବର : ଆଉଜଣେ ପଡିଲେ ଭିଜାଲାନ୍ସ ଜାଲରେ I ଜାଲରେ ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି DEO ଅଫିସ୍‌ କିରାଣୀ । DEO ଅଫିସ୍‌ରେ କିରାଣୀଙ୍କ ଘରେ ରେଡ୍। କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ
Read More...

ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ହେବାକୁ ଯାଉଛି। ଯେଉଁଥିରେ ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀ ମନ୍ଦିରର ବଜେଟ ଆଗତ କରାଯିବ l ସେଥିପାଇଁ ଗତକାଲି ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ
Read More...

ବିଭିନ୍ନ ଯୋଜନାର ସମୀକ୍ଷା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ନିଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ଉପଯୁକ୍ତ ହିତାଧିକାରୀଙ୍କୁ
Read More...

କର୍କଟ ପୀଡ଼ିତ ଶିଶୁର ଜୀବନ ବଞ୍ଚାଇବାକୁ “ଆଶା ଓ ଦିଶା’ର ଆକୁଳ ନିବେଦନ

ଯାଜପୁର/ଧର୍ମଶାଳା : ଯେଉଁ ବୟସରେ ବହି, ଶିଲଟ ଓ କଲମ ଧରି ସାଙ୍ଗ ସାଥୀ ମେଳରେ ସ୍କୁଲକୁ ଯିବା କଥା ସେ ବୟସରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି ନିଷ୍ପାପ ଶିଶୁଟି । ଯେଉଁ ବୟସରେ ସାଙ୍ଗ ସାଥୀ ମେଳରେ ଖେଳ କୁଦ କରିବା କଥା ସେ ବୟସରେ ଜୀବନଟି ତାର ବୋଝ ହୋଇଯାଇଛି । ଯେଉଁ ବୟସରେ ଦେଶ ନିର୍ମାଣର
Read More...

ବିଦ୍ୟୁତ ଗ୍ରାହକ ଶୁଣାଇଲେ ଚରମ ବାଣୀ

ବରଗଡ : ବରଗଡ଼ ଜିଲ୍ଲାରେ ଚାଷୀ ଏବଂ ବିଦ୍ୟୁତ ଗ୍ରାହକ ଶୁଣାଇଲେ ଚରମ ବାଣୀ, ଆଜି ଘେଁସ ଗ୍ରୀଡ଼ ଅଞ୍ଚଳର ଚାଷୀ ଏବଂ ବିଦ୍ୟୁତ ଗ୍ରାହକ ସ୍ମାର୍ଟ ମିଟରରେ ବିଲ ଦେବୁ ନାହିଁ କହି ନିଜନିଜ ଘରେ ବା ଜମିରେ ଲାଗିଥିବା ସ୍ମାର୍ଟ ମିଟର ଖୋଲି ଆଣି ଗ୍ରୀଡ଼ ଠାରେ ଫେରାଇ ଦେଇଛନ୍ତି ଏବଂ ସବୁ ସ୍ମାର୍ଟ
Read More...

ନରସିଂହ ଶୁକ୍ଳାଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ଼ : ସ୍ବର୍ଗତ ନରସିଂହ ଶୁକ୍କାଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିହାରୀ ଯୁବକ ସଙ୍ଘ ପକ୍ଷରୁ ମଙ୍ଗଳବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି। ସ୍ବର୍ଗତ ଶୁକ୍ଳାଙ୍କ ଧର୍ମପତ୍ନୀ ମାଧୁରୀ ଶୁକ୍ଳା ଶିବିରକୁ ଉଦ୍‌ଘାଟନ କରିଥିଲେ। ବିହାରୀ ସମାଜ, ସଙ୍ଘର
Read More...

ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର

ବଲାଙ୍ଗୀର : ବଲାଙ୍ଗୀର ଭାଗୀରଥି ଛକ ଏନଏଚ ୨୬ ରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ପେଟ୍ରୋଲ ବୋଝେଇ ଟ୍ୟାଙ୍କର ସ୍କୁଟି ଉପରେ ମାଡ଼ି ଯିବାରୁ ଏକ ଦମ୍ପତି ମୃତ୍ୟୁ ସହ ସଙ୍ଘର୍ଷ କରୁଥିବାର ଜଣାପଡିଛି। ଉଭୟ ସଙ୍କଟାପନ୍ନ ସ୍ଥିତିରେ ଚିକିତ୍ସିତ ହେଉଛନ୍ତି। ସ୍କୁଟିରେ ଯାଉଥିବା ବେଳେ ଗାଡି
Read More...

ଖଡ଼ିଆଳ ଉତ୍କଳ କରାଟେ ସ୍କୁଲ ବେଲ୍ଟ ଟେଷ୍ଟ ପରୀକ୍ଷା ରେ ୧୫ ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଧର୍ମେଶ ଡ୍ୟାନ୍ସ ଏକାଡେମୀ ଏବଂ ଉତ୍କଳ କରାଟେ ସ୍କୁଲ ପକ୍ଷରୁ ଆୟୋଜିତ କରାଟେ ବେଲ୍ଟ ଟେଷ୍ଟ ପରୀକ୍ଷାରେ ମୋଟ ୧୫ ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ଜଣାପଡିଛି I ଖଡ଼ିଆଳ ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷକ ଧର୍ମେଶ ମେହେର ଏବଂ ଇଣ୍ଡିଆ
Read More...

ସିଏଚଏସଇର ରେକର୍ଡ ସପ୍ଲାୟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର : ଆଉ ୪ ଦିନ ପରେ ଚାକରିରୁ ଅବସର ନେଇଥାନ୍ତେ । କିନ୍ତୁ ଭିଜିଲାନ୍ସ ଜାଲରେ ପଡ଼ିଗଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରମୁଖ ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ୩ଟି ଟିମ୍ ଏକାଦିକ୍ରମେ ଶ୍ରୀ
Read More...