Browsing Category

ରାଜ୍ୟ

ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହଠାରେ ଆଜି ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଅନ୍ତର୍ଗତ ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ଦିବସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ
Read More...

କଇଁପୁର ପଞ୍ଚାୟତ କଳିଙ୍ଗ ଗ୍ରାମରେ କଂଗ୍ରେସର କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ

ଗଜପତି: ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ କଳିଙ୍ଗ ଗ୍ରାମରେ କଂଗ୍ରେସରଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିରାଙ୍ଗ ଗ୍ରାମଠାରେ ଶତାଧିକ କଂଗ୍ରେସ କର୍ମୀ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ଫୁଲ ତୋଡା ଦେଇ ବାଜା ଢୋଲ ବଜାଇ ସ୍ୱାଗତ କରିଥିଲେ । ବିଧାୟକଙ୍କ
Read More...

ସାଙ୍ଗକୁ ମାରିଲା ସାଙ୍ଗ

ଭୁବନେଶ୍ୱର: ମାତ୍ର ୩୫୦ ଟଙ୍କା ପାଇଁ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କର ଜୀବନ ନେବା ପାଇଁ ଉଦ୍ୟମ କରିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । ଏକ ପରିବା କଟା ଛୁରିରେ ସାଙ୍ଗର ବେକକୁ କାଟି ଦେବାରୁ ସେ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ରେଣ୍ଟାଲ କଲୋନି ବେହେରା ବସ୍ତିରେ
Read More...

ଓଡିଶାର ସଂସ୍କୃତି ପୁରୁଷ, ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୧୯ତମ…

ପାରଳାଖେମୁଣ୍ଡି : ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ସଂସ୍କୃତି ପୁରୁଷ, ସୁବିଖ୍ୟାତ ଐତିହାସିକ, ପ୍ରତ୍ନତତ୍ତ୍ୱବିଦ ଓ ଶିଳାଲେଖ ପାଠକ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୧୯ ତମ ଜୟନ୍ତୀ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷଠାରେ
Read More...

ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରାୟଗଡା: ରାୟଗଡା ନୂତନ ରେଳ ଡିଭିଜନ,ଗୁଣପୁର-ଥେରୁବାଲି ରେଳ ସଂଯୋଗୀକରଣ, ଜିଲ୍ଳାରେ ମୋବାଇଲ ନେଟୱାର୍କିଂ, ୱାଇଫାଇ, ବ୍ରଡବ୍ରାଣ୍ଡ ତଥା ମୋବାଇଲ୍ ଟାୱାର ନିର୍ମାଣ ଆଦି ହୋଇଥିବା ଦାବି ଗୁଡିକ ଉପରେ ମୁଁ ଅନୁଧ୍ୟାନ କରି ଯଥାଶୀଘ୍ର ଏହାର ଅଗ୍ରଗତି କାର୍ଯ୍ୟକୁ ତ୍ୱରାନିତ ହେବ ବୋଲି କହିଛନ୍ତି
Read More...

ନଦୀରେ ବୁଡି ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଚକାପାଦ ପଞ୍ଚାୟତର ପାଣ୍ଡରିସୀମା ଗ୍ରାମର ଜଗନ୍ନାଥ ଦୀପ ନଦୀରେ ବୁଡି ମୃତ୍ୟୁ ବରଣ କରିଛି । ନଦୀରେ ବୁଡିବା କଥା ପ୍ରଚାର ହେବା ପରେ ଚକାପାଦ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଶବକୁ
Read More...

ଏସୟୁଜେ ରାୟଗଡ ଜିଲ୍ଳା ଶାଖା ତରଫରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ: ଭାରତୀୟ ଜନତା ପାର୍ଟି ରାୟଗଡ ଜିଲ୍ଲା ଶାଖାର ଜନ ଆର୍ଶିବାଦ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିନିକିଆ ରାୟଗଡ ଗସ୍ତରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସାମ୍ବାଦିକ ୟୁନିୟନ,ଓଡିଶା (ଏସୟୁଜେ(ଓ))ରାୟଗଡ ଜିଲ୍ଲା ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ
Read More...

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କୁଲ ଓ ଉଚ୍ଚଶିକ୍ଷା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ଯାଏ ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା
Read More...

ରାଜ୍ୟରେ ୧୦ ଲକ୍ଷ ପାର କଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । କିନ୍ତୁ ପିଲାଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୯୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୨-୧୮ ବର୍ଷ
Read More...

ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି

ବୌଦ୍ଧ,୨୦/୮- ଆଜି ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଥିବା ଜଣାପଡିଛି । ବିଭାଗର ଚଠି ସଂଖ୍ୟା ୧୫୭୨୦ ତା ୨୦.୦୮.୨୦୨୧ ଅନୁସାରେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁରଙ୍କୁ ଭୁବନେଶ୍ୱର ଓସେପା ଡେପୁଟି ଡାଇରେକ୍ଟର ଭାବେ
Read More...