Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେହେରେନସିଲେଟ ମଦ ଭାଟି ହଟାଇବା ପ୍ରସଙ୍ଗ: ହାଇକୋର୍ଟରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ
କଣ୍ଟାବାଞ୍ଜି,୧୯/୮- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ ଅନ୍ତର୍ଗତ ବେହେରେନସିଲେଟ ଗାଁରେ ଥିବା ଦେଶି ମଦ ଭାଟି ହଟାଇବାକୁ ନେଇ ହାଇକୋର୍ଟରୁ ଆସିଲା ଗୁରତ୍ୱପୂର୍ଣ୍ଣ ରାୟ । ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଏହି ମଦ ଭାଟି ଗାଁରୁ ହଟାଇବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା!-->…
Read More...
Read More...
ମନେରଗାରେ ଅନିୟମିତତା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ: ଉଦ୍ୟାନ କୃଷି ବିଭାଗରେ ଅଧିକାରୀ ଓ ଦଲାଲଙ୍କ…
ରାୟଗଡ/୧୯/୮- ରାୟଗଡ ଜିଲ୍ଲା ଉଦ୍ୟାନ କୃଷି ବିଭାଗରେ ମନେରଗା ଯୋଜନା ଅନ୍ତର୍ଗତ ଆମ୍ବଚାଷ ପ୍ରକଳ୍ପରେ କାଶିପୁର ବ୍ଳକରେ ପ୍ରକୃତ ଚାଷୀ ପରିବର୍ତ୍ତେ ଦଲାଲଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଲୋକଙ୍କୁ ଚାରା ବଂଟନ କରାଯାଇଥିବା ନେଇ ଆଜି ରାୟଗଡ ସହରର ନ୍ୟୁକଲୋନୀ ସ୍ଥିତ ଭାରତୀୟ ଜନତା ପାର୍ଟି,!-->…
Read More...
Read More...
ଗାନ୍ଧୀନଗର ୟୁପି ସ୍କୁଲକୁ ହାଇସ୍କୁଲରେ ରୂପାନ୍ତରଣ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଦାବିପତ୍ର ପ୍ରଦାନ
ରାୟଗଡ/୧୯/୮- ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ସମୀର ଦାସ ଆଜି ରାୟଗଡ ଗସ୍ତରେ ଆସିଥିବା ବେଳେ ସାର୍କିଟ ହାଉସ ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗଜପତି ଜିଲ୍ଳାରୁ ରାୟଗଡକୁ ସଡକପଥ ଯୋଗେ ମଧ୍ୟାହ୍ନରେ ରାୟଗଡ ଠାରେ ପହଞ୍ଚିବା ପରେ ସ୍ଥାନୀୟ ସାର୍କିଟ ହାଉସ ଠାରେ!-->…
Read More...
Read More...
ପୁରୀରୁ କୋଣାର୍କ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ଦାବି
ପୁରୀ,୧୯/୮- ପୁରୀରୁ କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ନିମନ୍ତେ ପୁରୀ ବିକାଶ ପରିଷଦ ଦାବି କରିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜି ସାକ୍ଷାତ କରି ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ସଂପର୍କରେ!-->…
Read More...
Read More...
ଅକ୍ସିଜେନ କନସନଟ୍ରେଟର ଯୋଗାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର
ବଲାଙ୍ଗୀର,୧୯/୦୮-କୋଭିଡ ମହାମାରୀ ମୁକାବିଲାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯାହାକୁ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି । ଏହିକ୍ରମରେ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପଠାଗାର ବଲାଙ୍ଗୀର!-->…
Read More...
Read More...
ସିମନବାଡ଼ିରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଗସୁକିଆ ଦଳ ୩-୧ ଗୋଲରେ ଦାରିଙ୍ଗବାଡିକୁ ହରାଇ ବିଜୟୀ
ଦାରିଙ୍ଗବାଡି,୧୯/୮: ଦାରିଙ୍ଗବାଡି ବ୍ଲକ ସିମନବାଡି ଗୋଷ୍ଠୀ ଖେଳ ପଡିଆ ଠାରେ ଆଜି ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ ହୋଇଯାଇଛି । ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବଲଟିକୁ ସଟ ମାରି ଟୁର୍ଣ୍ଣାମେଣ୍ଟ ର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ!-->…
Read More...
Read More...
ବକୁଳ ବନରେ ଧର୍ମେନ୍ଦ୍ର ଓ ଅଶ୍ୱିନୀ
ପୁରୀ: ବକୁଳ ବନରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ ଆଜି ପୁରୀ ଗସ୍ତ ସମୟରେ ପିପିଲି ଉତ୍ତରା ଛକଠାରେ ଉଭୟଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସତ୍ୟବାଦୀରେ ପହଞ୍ଚି ପ୍ରାୟ!-->…
Read More...
Read More...
ବିଧାୟକଙ୍କର ହେବ କୋଭିଡ ଟେଷ୍ଟ
ଭୁବନେଶ୍ୱର: ବିଧାନସଭାର ଅଧିବେଶନ ପୂର୍ବରୁ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ଏନେଇ ତିନିଦିନ ଧରି ଆସନ୍ତା ୨୯,୩୦ ଏବଂ ୩୧ ତାରିଖରେ ବିଧାନସଭା ପରିସରରେ ଟିକକରଣ କରାଯିବ । ଦୁଇ ଦଫାରେ ଏହି ଟିକା ପ୍ରଦାନ କରାଯିବ । ସକାଳ ୮.୩୦ରୁ ଆରମ୍ଭ ହୋଇ!-->…
Read More...
Read More...
ପଇଡ଼ ଖୋଳ ଫିଙ୍ଗିଲେ ଅଶ୍ୱିନୀ ବୈଷ୍ଣବ
ପୁରୀ: କେନ୍ଦ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଚର୍ଚ୍ଚରେ ରହି ଆସିଛନ୍ତି ଅଶ୍ୱିନୀ ବୈଷ୍ଣବ । ନିଜ କାମ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିବାରେ ଲାଗିଛନ୍ତି ଆ୍ବିନୀ । ତେବେ ଆଜି ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ପୁରୀର ଏକ ସ୍କୁଲକୁ ଯାଇ ପ୍ରଶଂସାର ପାତ୍ର ବନିଛନ୍ତି କେନ୍ଦ୍ରମନ୍ତ୍ରୀ!-->…
Read More...
Read More...