Browsing Category

ରାଜ୍ୟ

ବନବାସୀ ସେବା ସମିତି ପକ୍ଷରୁ ସହାୟତା ପ୍ରଦାନ

ବାଲିଗୁଡ଼ା,୧୦/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଏକ ଦୈନିର ଖବର କାଗଜର ସାମ୍ବାଦିକ ମୃତ ସୁଦାମ ନାୟକଙ୍କ ପରିବାରକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଗତ ମେ ମାସରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ
Read More...

ରାୟଗଡ ଟାଉନ ଥାନା ପୋଲିସ ଦ୍ୱାରା ଜଣେ ନାବାଳିକା ଉଦ୍ଧାର

ରାୟଗଡ/୧୦/୮: ରାୟଗଡ ଟାଉନଥାନା ପୋଲିସ ଦ୍ୱାରା ଜଣେ ନାବାଳିକା ଉଦ୍ଧାର ହୋଇଥିବାବେଳେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ରାୟଗଡ ଥାନା ଅନ୍ତର୍ଗତ ଟିକରପଡା ଗ୍ରାମର ଜଣେ ୧୬ବର୍ଷିୟ ନାବାଳିକା ଚଳିତ ମାସ ଗତ ୨ତାରିଖରେ ଘରେ କିଛି ନ ଜଣାଇ କେଉଁଆଡେ
Read More...

ସୁବର୍ଣ୍ଣପୁର ଓଜେୟୁ ଶାଖାର କାର୍ଯ୍ୟକାରିଣୀ ବୈଠକ

ସୁବର୍ଣ୍ଣପୁର,୧୦/୮- ଆଜି ସ୍ଥାନୀୟ ଏକ ବଙ୍ଗଳାରେ ଓଡ଼ିଶା ସାମ୍ବାଦିକ ସଂଘର ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସଂପାଦକ ଶଶୀଭୂଷଣ ପ୍ରହରାଜ ଯୋଗଦେଇ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ବିଶେଷକରି
Read More...

ବୌଦ୍ଧରେ ଜାତୀୟ କୃମିନାଶକ ଦିବସ ପାଳିତ

ବୌଦ୍ଧ,୧୦/୮- ଆଜି ଜାତୀୟ କୃମିନାଶକ ଦିବସ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କିଶୋର ଅବସ୍ଥାରେ କୃମିନାଶନର ଗୁରୁତ୍ୱ ସଂପର୍କରେ ଆଲୋକପାତ
Read More...

ପ୍ରେସ କ୍ଲବ ପକ୍ଷରୁ ସାମ୍ବାଦିକ ମନୋରଂଜନ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୧୦/୮: ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ କ୍ଲବର ପରାମର୍ଶଦାତା ମନୋରଂଜନ ମିଶ୍ର(୭୪)ଙ୍କ ହଠାତ ହୃଦଘାତରେ ମୃତ୍ୟୁ ଜିଲ୍ଲାରେ କର୍ମରତ ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଆଜି ସଂଧ୍ୟାରେ ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ
Read More...

ବୌଦ୍ଧ: ଟ୍ରକ୍‌ ଧକ୍କାରେ ଯୁବକ ମୃତ

ବୌଦ୍ଧ, ୧୦/୮- ଆଜି ବୌଦ୍ଧସହରରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦିନ ପ୍ରାୟ ସାଢେ ୨ଟା ସମୟରେ ଏକ ଟ୍ରକ ଧକ୍କାରେ ବୌଦ୍ଧସହରର ମୁସଲିମପଡାର ଅବଦୁଲ ମଇମ ଖାଁ (୨୫)ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ଅବଦୁଲ ବୌଦ୍ଧ ବସଷ୍ଟାଣ୍ଡରୁ ବାଇକରେ ନିଜଘରକୁ ଯାଉଥିବାବେଳେ
Read More...

ବିଜୁଳି କର୍ମଚାରୀଙ୍କୁ ବହିଷ୍କାର ପ୍ରତିବାଦରେ ଗଣଧାରଣା

ବୌଦ୍ଧ,୧୦/୮- ବୌଦ୍ଧ ଟିପିଏସଓଡିଏଲ ଡିଭିଜନର ଦୀର୍ଘବର୍ଷ ଧରି କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ ୫ଜଣଙ୍କୁ ବିନା ନୋଟିସରେ ଅଗଷ୍ଟ ପହିଲାରୁ ହଠାତ କାର୍ଯ୍ୟକ୍ଷେତ୍ରରୁ ନିଲମ୍ବନ ପ୍ରତିବାଦରେ ଆଜି ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଡିଭିଜନ ସମ୍ପାଦକ ପ୍ରତାପ କୁମାର
Read More...

ଜ଼ିଲ୍ଲା ଓବିସି ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସମ୍ବଲପୁର,୧୦/୮- ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମୋଟ ଜନସଂଖ୍ୟାର ୫୨ ପ୍ରତିଶତରୁ ଉର୍ଦ୍ଧ ରହିଛନ୍ତି ଓ ସମସ୍ତ କ୍ଷେତ୍ରରେ ଏହି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ପାଇଁ ମଣ୍ଡଳ କମିଶନ ସୁପାରିଶ କରିବାର ଆଜକୁ ୩୧ ବର୍ଷ
Read More...