Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମନ୍ତ୍ରୀ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ
ବଲାଙ୍ଗୀର,୨୬/୦୭ - ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଲୋକାର୍ପଣ କରିଛନ୍ତି । ସଇଁତଳା ବ୍ଳକ କରମତଲା ଠାରେ ୩୩/୧୧ଗ୍ରୀଡ୍ ସବଷ୍ଟେସନ ଲୋକାର୍ପଣ କରିଥିଲେ । ଆୟୋଜିତ!-->…
Read More...
Read More...
କରୋନା କଟକଣାରେ ଆରମ୍ଭ ହେଲା ଦଶମ ଶ୍ରେଣୀ ପାଠପଢା
ଜହ୍ନାପଙ୍କ,୨୬/୭- ସୋମବାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଖୋଲିଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ, ଜଗତି ଉଚ୍ଚ ବିଦ୍ୟାଳୟ, ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ, ମୁଣ୍ଡପଡା ଉଚ୍ଚ ବିଦ୍ୟାଳୟ, ମୁଣ୍ଡିପଦର ଉଚ୍ଚ ବିଦ୍ୟାଳୟ,!-->…
Read More...
Read More...
ବୌଦ୍ଧ ବିଇଓଙ୍କ ବିଦ୍ୟାଳୟ ପରିଦର୍ଶନ
ବୌଦ୍ଧ,୨୬/୭:- କୋଭିଡ କଟକଣା ଯୋଗୁଁ ଦୀର୍ଘଦିନର ବିଦ୍ୟାଳୟ ବନ୍ଦ ପରେ ଆଜି ଦଶମ ଶ୍ରେଣୀ ପିଲାମାନଙ୍କ ଶ୍ରେଣୀକକ୍ଷ ପାଠପଢ଼ା ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ।ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ବି ଇ ଓ ଧ୍ରୁବ ଚରଣ ଘିବେଲା ତେଲିବନ୍ଧ ସରକାରୀ ନୋଡାଲ ହାଇସ୍କୁଲ ଓ ସରକାରୀ ହାଇସ୍କୁଲ!-->…
Read More...
Read More...
ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦିନିକିଆ କନ୍ଧମାଳ ଗସ୍ତ : କନ୍ଧମାଳରେ ଇକୋ-ରିଟ୍ରିଟ୍ ପାଇଁ ଖୋଜା ଚାଲିଛି…
କନ୍ଧମାଳ,୨୬/୭: କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଇକୋ-ରିଟ୍ରିଟ୍ କରାଯିବ । ଏଥିପାଇଁ ଅନ୍ୟ ଏକ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି । ଦିନିକିଆ!-->…
Read More...
Read More...
ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ପ୍ରତିବାଦରେ ଡିଜିଙ୍କୁ ସାକ୍ଷାତକଲା ଛାତ୍ରକଂଗ୍ରେସ
କଟକ,୨୬/୦୭- ଆଜି କଟକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ , କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ବାଦିକଙ୍କୁ ମହିଳା ଥାନା ଅଧିକାରୀ ହାତ ଉଠେଇ ଯେଉଁ ଅଶାଳୀନ ଭାଷା ସହ ଯେଉଁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ତାହା ଏହି ସମାଜ ଆଉ ଗଣତନ୍ତ୍ର ପାଇଁ!-->…
Read More...
Read More...
ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକଙ୍କ ଟୋକିଓ ଅଲଂପିକରେ ଖେଳୁଥିବା ଟିମ ଇଣ୍ଡିଆକୁ ଚିତ୍ର ମାଧ୍ୟମରେ ଶୁଭେଚ୍ଛା
ପୁରୀ,୨୬/୭- ଟୋକିଓ ଚାଲିଥିବା ଅଲମ୍ପିକ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ସଫଳତା ନେଇ ଖେଳାଳିଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ପ୍ରଦାନ କରାଯାଉଛି । ଏହି ଅବସରରେ ପୁରୀର ଜଣେ ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ ମଧ୍ୟ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଦେଇଛନ୍ତି । ଏ ନେଇ ସେ ୩୭୫ ଟି ଆଇସକ୍ରିମ!-->…
Read More...
Read More...
ଦେଶର ପ୍ରଥମ ସହର : ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ପୁରୀ : ପୁରୀ ସହରବାସୀକୁ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି!-->…
Read More...
Read More...
ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ ଯୋଗୁଁ ହୀରାକୁଦରୁ ଜଳ ନିଷ୍କାସନ ବଢିଲା
ସମ୍ବଲପୁର, ୨୬/୭- ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳୁ ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିଲା, ଏଣୁ ଏହାର ଜଳସ୍ତର ନିୟନ୍ତ୍ରଣରେ ରଖିବାପାଇଁ ଆଉ ଅଧିକ ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଉଛି । ଆଜି ସକାଳ ୬ଟା ସମୟ ରେ ୪ଟି ଗେଟ୍ ଖୋଲା ରଖାଯାଇଥିଲା,!-->…
Read More...
Read More...