Browsing Category

ରାଜ୍ୟ

ଗଣିଆଁରେ ମୋ ସ୍କୁଲ୍‌ ଅଭିଯାନ ,ସ୍ଥିତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ

ଦଶପଲ୍ଲା,୧୪/୭ - ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ବିଜୟଲଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନଶିକ୍ଷତ୍ରୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ମୋ
Read More...

ପେଟ୍ରୋଲ, ଡିଜେଲ୍‌ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ସାଇକେଲ୍‌ ଶୋଭାଯାତ୍ରା

ଭୁବନେଶ୍ୱର,୧୪ା୭ : କରୋନା ମହାମାରୀ ମୁକାବିଲାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ କ୍ରମାଗତ ଭାବେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଟିକସ୍‌ ଲଦି ସାଧାରଣ ଲୋକଙ୍କୁ ଲୁଟ୍‌ କରିବା ନୀତି ପରିହାର କରନ୍ତୁ ବୋଲି ଦାବି କରି ରାଜ୍ୟ କଂଗ୍ରେସ ପକ୍ଷରୁ ଜୁଲାଇ ୭ ରୁ ଜୁଲାଇ ୧୭
Read More...

ନିମ୍ନମାନର କାମ ଯୋଗୁଁ ଅଙ୍ଗନୱାଡି କେନ୍ଦ୍ର ଛାତରୁ ଗଳୁଛି ପାଣି, ଶିଶୁମାନଙ୍କ ଚାଉଳ ସହ ବିଭିନ୍ନ ଖେଳନା ସାମଗ୍ରୀ…

ହରଭଙ୍ଗା,୧୪/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଞ୍ଚାୟତ ଚନ୍ଦ୍ରଶେଖରପୁର ଗ୍ରାମରେ ନୂତନଭାବେ ନିର୍ମାଣ ହୋଇଥିବା ଅଙ୍ଗନୱାଡି କେନ୍ଦ୍ରର ଛାତରୁ ପାଣି ଗଳି ଚାଉଳ ସହ ଛୋଟଛୋଟ ଶିଶୁମାନଙ୍କ ଖେଳନା ସବୁ ଓଦାହୋଇ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏନେଇ କେନ୍ଦ୍ରର ଅଙ୍ଗନୱାଡି କର୍ମୀ
Read More...

ସିଡିପିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

ଗଞ୍ଜାମ:ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ୮ ଦିନ ହେଲା ଧାରଣା ଚାଲିଛି। ଏ ନେଇ ମଙ୍ଗଳବାର ନବମ ଦିନରେ
Read More...

କିଡନୀ ରୋଗରେ ଆକ୍ରାନ୍ତ ପୋଷ୍ଟପିଅନଙ୍କ ମୃତ୍ୟୁ

ହରଭଙ୍ଗା,୧୪/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସଂଙ୍କୁଲେଇ ପଂଚାୟତ ସଙ୍କୁଲେଇ ହରିଜନସାହିର ନଟବର ଦୀପଙ୍କ (୫୧) ଆଜି ମୃତ୍ୟୁ ହୋଇଥିବା ନେଇ ପରିବାର ସୂତ୍ରରୁ ଜଣାପଡିଛି । ସେ କୀଡନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହରଭଙ୍ଗା ଡାକ କାର୍ଯ୍ୟାଳୟରେ ଡାକ ପିଅନ୍ ଭାବେ କାର୍ଯ୍ୟ
Read More...

୩୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ,୩ ଅଭିଯୁକ୍ତ ଗିରଫ

ଇଚ୍ଛାପୁର :ଇଚ୍ଛାପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଲକଡ଼ାଉନ ଓ ସଟଡ଼ାଉନ ପାଗ ସୁଅ ଛୁଟାଉଛି ଗଞ୍ଜେଇ ଚାଲାଣ ମାଫିଆମାନଙ୍କୁ କାରଣ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଅନେକ ଜିଲ୍ଲାରୁ ବହୁବାର ଗଞ୍ଜେଇ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି । ଅନେକ ତରିକା କରି ମାଫିଆ ମାନେ ଗଞ୍ଜେଇ
Read More...

ବୌଦ୍ଧ: ଆଜି ଶ୍ରୀଜିଉ ମାନଙ୍କ ମତ୍ସ୍ୟ କତ୍ସ୍ୟ ବେଶ

ବୌଦ୍ଧ,୧୪/୭ - କୋଭିଡ କଟକଣା ଯୋଗୁଁ ଜଗନ୍ନାଥ ମନ୍ଦିର ପରିସରରେ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ପୂଜାବିଧି ପାଳନ କରାଯାଉଛି । ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ମତ୍ସ୍ୟ ଓ ପ୍ରଭୁ ଶ୍ରୀ ବଳରାମ କତ୍ସ୍ୟ ବେଶରେ ଦର୍ଶନ ଦେଇଛନ୍ତି । ବେଶକାରୀ ଭାବେ ବାନାମ୍ବର
Read More...