Browsing Category

ରାଜ୍ୟ

ପ୍ରବାସୀ ଶ୍ରମିକଙ୍କୁ ନେବାକୁ ଛକ ଛକରେ ଲାଗୁଛି ବସ୍

ବୌଦ୍ଧ/ଜହ୍ନାପଙ୍କ,୧୦/୦୭: କାମ ଅନ୍ୱେଷଣରେ ଯାଇଥିବା ପ୍ରବାସୀ ଶ୍ରମିକମାନେ କରୋନା ଭୟରେ କାର୍ଯ୍ୟସ୍ଥଳୀରୁ ଫେରିଆସିଥିବା ବେଳେ ବର୍ତ୍ତମାନ ସେମାନେ ସେମାନଙ୍କ ସେହି କର୍ମସ୍ଥଳୀକୁ ଯିବାକୁ ବାହାରୁଥିବା ଦେଖିବାକୁ ମିଳୁଛି । ପ୍ରବାସରେ ରହି କାମ କରୁଥିବା ହଜାର ହଜାର ଶ୍ରମିକ ନିଜ
Read More...

ରାୟଗଡ ଜିଲ୍ଳା ଚନ୍ଦ୍ରପୁର ଥାନା ପୋଲିସକୁ ସଫଳତା, ୧କୋଟି ଟଙ୍କାର ଗଂଜେଇ ଜବତ୍‌ ସହ ୩ ଗିରଫ

ରାୟଗଡ/୧୦/୭/୨୧; ରାୟଗଡ ଜିଲ୍ଳା ଚନ୍ଦ୍ରପୁର ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା । ପାଖାପାଖି ୧କୋଟି ଟଙ୍କାର ଗଂଜେଇ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ ଜିଲ୍ଳା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ନୋଟରେ ଗତକାଲି ଜୁଲାଇ ୯ତାରିଖରେ ଏକ
Read More...

ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ୧ମିନିଟ ୩୫ ସେକେଣ୍ଡର ବାଲୁକା…

ପୁରୀ,୧୦/୭- ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ ପବିତ୍ର ରଥଯାତ୍ରା ଉପଲକ୍ଷେ ୧ମିନିଟ ୩୫ ସେକେଣ୍ଡର ବାଲୁକା ଆନିମେସନ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଏହି ବାଲୁକା ଆନିମେସନରେ କରି କରାଉଥାଉ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁର ବାର୍ତ୍ତା ଦେଇଛନ୍ତି ମାନସ । ପ୍ରଭୁ
Read More...

ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତୃତୀୟ ମହଲାରୁ ଡେଇଁ ମହିଳା ରୋଗୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ରାୟଗଡ/୧୦/୭: ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲର ତୃତୀୟ ମହଲାରୁ ଡେଇଁ ଜଣେ ମହିଳା ରୋଗୀ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମୃତ ରୋଗୀଙ୍କ ନାମ ରଜନୀ ମେଲେକା (୨୮)ବୋଲି ଓ ତାଙ୍କ ଘର ରାୟଗଡ ସହର ସ୍ଥିତ
Read More...

ବୌଦ୍ଧ-କନ୍ଧମାଳ ସୀମାରେ ଯବାନ-ମାଓବାଦୀଙ୍କ ଗୁଳି ବିନିମୟ, ଆହତ ଦୁଇ ଯବାନଙ୍କୁ ଚିକିତ୍ସା ପାଇଁ ଏୟାରଲିଫ୍ଟିଂ କରାଗଲା

ବୌଦ୍ଧ : ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍‌ଓଜି ଯବାନ ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମା ଗୋଚ୍ଛାପଡାଠାରେ ମାଓବାଦୀଙ୍କ ଆଡ୍ଡା ଉପରେ କମ୍ବିଂ ଅପରେସନ ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୮ ଘଣ୍ଟା ଧରି ଚାଲିଥିବା ଏହି ଗୁଳି ବିନିମୟ ବେଳେ ଦୁଇ ଏସ୍‌ଓଜି ଯବାନ ଆହତ ହୋଇଥିଲେ ।
Read More...

ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ବାଲିଗୁଡ଼ା,୧୦/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାଦିନାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଦୁଇଜଣ ମୋଟରସାଇକେଲ ଆରୋହୀ ମୃତ୍ୟୁବରଣ କରିଛନ୍ତି । ମୃତକ ଦୁଇଜଣ କୁଟିକିଆ ଅଞ୍ଚଳର ସୁନିଲ
Read More...

ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆସନ୍ତାକାଲି

ସମ୍ବଲପୁର, ୧୦/୭- ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳର ପ୍ରବେଶ ମଧ୍ୟ ବଢ଼ିବାକୁ ଲାଗିଛି । ସେଠାକାର ଜଳସ୍ତର କୁ ନିୟନ୍ତ୍ରଣରେ ରଖିବା ପାଇଁ ଏବର୍ଷ ପ୍ରଥମ ଥରପାଇଁ ବନ୍ୟାଜଳ ନିଷ୍କାସନ ସକାଶେ ଆସନ୍ତା କାଲି ଜୁଲାଇ ୧୧ ତାରିଖ ରବିବାର
Read More...

ଜାତୀୟ ରାଜପଥରେ ବେଧଡକ ଚାଲିଛି ଗଞ୍ଜେଇ ଚୋରା ଚାଲଣ

ଖୋର୍ଦ୍ଧା : ଖୋର୍ଦ୍ଧା ପୁଲିସ ହାତରେ ଗୁରୁବାର ଦୁଇ ଜଣ ଗଞ୍ଜେଇ ବେପାରି ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ବେପାରି ଦୁଇଜଣ କନ୍ଧମାଳ ଜଲ୍ଲାର ସଦର ଥାନା ଅନ୍ତର୍ଗତ ବୋଇଡ଼ା ଗ୍ରାମର ଦିଲ୍ଲୀପ କୁମାର ଦିଗଲ(୨୫)ପିତା ପିତାମ୍ବର ଦିଗଲ ଏବଂ ଅନ୍ୟ ଜଣେ ଟ୍ରାସେପଦର ଗ୍ରାମର ମିଥୁନ କୁମାର
Read More...

ରାୟଗଡ ଜିଲ୍ଳାରେ ୨,୪୯,୪୫୧ଜଣଙ୍କ ହୋଇଛି ଟିକାକରଣ

ରାୟଗଡ: ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ହେଲେ ଟିକାକରଣ ହିଁ ଏକମାତ୍ର ଅମୋଘ ଅସ୍ତ୍ର । ଯାହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ଗୁରୁତ୍ୱ ଦେଇଛନ୍ତି । ରାୟଗଡ ଜିଲ୍ଳାରେ ଚଳିତ ମାସ ୮ତାରିଖ ସୁଦ୍ଧା ସମୁଦାୟ ୨ଲକ୍ଷ ୪୯ହଜାର ୪୫ଜଣଙ୍କୁ ଟିକାକରଣ କରାଯାଇଥିବା ନେଇ
Read More...

ଏବିଭିପିର ୭୩ତମ ପ୍ରତିଷ୍ଠା ଦିବସ

ରାୟଗଡ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୭୩ତମ ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଥିବା ସଂସ୍କୃତି ଭବନରେ ବିଦ୍ୟାର୍ଥୀ ପରିଷଦର ପତାକା ଉତୋଳନ ସହ ପରିଷଦର ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏବିଭିପିର ନଗର ସଭାପତି
Read More...